
ତମର୍ ଆଏବାର୍ ବାଟ କେ ଟାକିଛେଁ
ନାଇଁ ଦେଖବାର ତମ କେ କେତେ ଦିନୁ…ଯେନ୍ତା ପୁନେଇଁ ଜନ..ଛାଡି କିନା କାହିଁ ଗଲ ନାଇଁ ବୁଝଲ ଆମର ମନ… ମେସେଜ ଗୁଟେ କର୍ତ୍ତହେଲେ…ନହେଲେ କର୍ତ୍ତ ଫୋନ…କାଇଁ ଭୁଲିଗଲ ଅମର ଦେଖଲା ସପନ…..କଥା ତମେ ଦେଇ ଥିଲ ସବୁଦିନ କର୍ମି ଫୋନ…. ଦେଶ ସେବାରେ ଲାଗିଛ ବଲିକିନା ଘରର ଧରମ…..ଯୁଗିଛନ ତମ କେ ମାଆ – ବାପାସାଙ୍ଗ-ସାଥୀ ଆର ତମର ପ୍ରୀୟଜନ…. ତମର ବିନା ନାଇଁ ଲାଗବାର ଇନେକାହାରିର ମନ…ବରଷ ବିତିଗଲା ତମର ବିନା… ଆର ବିତିଗଲା…