ପୋ’ ଜିଉଁତିଆ

ଦଶ୍ ମାସ୍ ଆଉ ଦଶ୍ ଦିନ୍ ଯିଏପେଟେ ଧରିଥିଲା ଦୁଖେ,ସେ ଫେର୍ ଆଏଜ୍ ଉପାସ୍ କରିଛେପୁଓ ରହୁ ବଲି ସୁଖେ । ପେଟ୍‌କେ ବୁଝାଇ ଟୁଁଣ୍ ଭୁର୍‌ତେଇନିଲ୍‌ଜେଇ କରି ତନ୍ପାଏନ୍ ବୁନ୍ଦେ ଘଲେ ଆସ୍‌ରା ନାଇଁତ’ବି ହକ୍‌ହକ୍ ମନ୍ । ସୁମରନା କରି ଦୁତି ବାହାନ୍‌କେଭଲେ ରଖିଥିବ ପର୍‌ଭୁତୁମର୍ ଦୟାନେ ପୁଓଟେ ପାଇଛେଁଜନମ୍ ଦେଇଛେଁ ଗର୍‌ଭୁ। ଅଲୁଆ ହେନ୍‌ତା ପୁଓଟା ମୋର୍ ହୋସବୁବେଲେ ଥାଉ ସଫାଖଁଡିଆ ନିହେଉ ଶହେ ଆଠ୍ ତକ୍ମଫା ହେଉ ସବୁ ଦଫା ।…

Read More

ବିସ୍ଥାପନ: ମଟର୍ ଆଏଲାନ କେଁ

ଉଠ୍ , ଉଠ୍ ବଡି ଉଠ୍ଦେଖ୍ ତ ମଟର୍ ଆଏଲାନ ରେଘରକେ ଯିବୁ ପରେଉଠ୍ ଗାସବୁଦିନ ରଡୁଥିଲୁଆଏଜ୍ ତୁନ୍ କାଏଁଯେ ହେଇଗଲୁଏ ବଡ଼ି ଉଠ୍ ନ ଗା….. । (ଫ୍ଲାସ୍ ବେକ୍) ଏ ହଁତାକାଣା ବଲସନ ଯେ ତତେଏ ମଙ୍ଗଲୁକାହିଁ ଗଲୁରେଦେଖ୍ ତ ପୁତାମଟର୍ ଅମିରଲା ନ କେଁଚାଲ ତ ଯିମା … ଖୋ, ମହାନଦୀର୍ ବଏଡ଼୍‌ ନୁହେଁ କମେଭୂଆସେନ୍ ହେଇକରି ଆସିଥିଲିବଏଡ଼୍‌ ଆସିଥିଲାମୁଡ଼ର୍ ବାଲ୍ ପଁର୍‌ରା ହେଇଗଲା ନତହବିଲ୍ ନୁହେଁ କମେ?ବାଉରି ଭାବଲ କେଁ ମତେ…

Read More

ଭାବୁଛେ… ନୁଆଁ ବଛର୍ ଆଏଲ୍ ବଲି

ଆଦେ‌ କିନ୍ଦିରି ଆଏଲା ନୁଆଁ ବଛର୍ସୁର୍‌ତାର୍‌ ଫରୁଆ‌ ଥିଗୁନ୍ଦୁଲୁ ଥିବାର୍‌ ଆଶ୍‌ ମାନେ‌… ସପନ୍‌ ମାନେ…ବୁନି‌ ହେଇ‌ ରହିଯିବେ‌ ଜିଇଁ ଜାବଦ୍‌ ଆଶ୍‌ ତ‌ ଥିସି…ସପନ୍‌ ଭି‌ ଥିସି…ପବନ୍‌ ଟିକାକ‌ ଥିବାର୍‌ ପତେକେତେ‌ ଧାଆଁ‌ ଧପଡ୍‌କିଛି‌ କରବାର୍‌ ଆକୁଲେ..? ହେଲେ‌ !!ସୁରତାର୍‌ ଫରୁଆକେ‌ ହିଟାଲେ ଦୁଖ୍‌ ଆରୁ‌ ସୁଖ୍‌ ଦୁହିଫାଲ୍‌ହେଟା‌ ତ‌ ଜିଇବାର ଅସଲ‌ ପନ୍‌ । ଭୋକର୍‌ ଭୁଗୋର୍‌ଶୀତ୍‌ ଭି‌ ଚିଆସିବ‌ଏଶାର୍‌ ଖରାଭି‌ ଚେତାସୀ‌କିଛି‌ ଟା‌ କରବାର୍‌ ଦମ୍‌ ଦେଇଆକ୍‌ କେ‌ ପେଲ୍‌ଘାସି‌ । ଗଛଟେ…

Read More

ତୁମେ ବୁଦ୍ଧ ବଲି କାଏନ

ତୁମେ ବୁଦ୍ଧ ହେବାର୍ଆଘୋନୁ କାମନା , ବାସନାଦୁଃଖ ର କାରଣ ବଲି ନାଇଁ ଜାନିଥାଇ !କି ଜାନ୍‌ବାର ଚାହିଁ ନାଇଁବାକି ନାରୀ ନର୍‌କ ଆଏଇଟା ବୁଦ୍ଧ ମାନେ ହିଁ ବୋଧେ ବୁଝ୍‌ସନ ପାପ ପୁଣ୍ୟର ହିସାବମୁଇଁ ତ କେଭେ ନାଇଁ କରିପୂର୍ଣ୍ଣ ସମର୍ପଣ ହିଁ ତଇଶ୍ଵର ପ୍ରାପ୍ତିମୁଇଁ ହେଟା ହିଁ ତ କରିଥିଲି।ତୁମେ ବି ତ ହେଟା ନ କରିଛପୂର୍ଣ୍ଣ ସମର୍ପଣ ସବୁ କେ ଛାଡ଼ି ନିଜ୍‌କେସଁଅପି ପାରଲ ବଲି ତୁମେ ବୁଦ୍ଧଆଉ ତୁମେ ଛାଡି ଯାଇଥିବାରସୁରତା…

Read More

ଶୀତ୍

ସବୁ ଋତୁର୍ ଭିତରେଭଲ ଲାଗସି ମତେ ଶୀତ୍ଭଲ୍ ଲାଗସି ମତେ ଶୀତ୍ ତାର୍ ଲାଗି ମୋର୍ କେତେ କବିତାଆରୁ କେତନି କେତେ ଗୀତ୍ଆରୁ କେତନି କେତେ ଗୀତ୍ ଖରା ଥିଲେ ବରଷା ଅଛେଆରୁ ବରଷା ଥିଲେ ଶୀତ୍ଆରୁ ବରଷା ଥିଲେ ଶୀତ୍ ଗୁଟକର୍ ବିନା ଗୁଟେ ଅଧୁରାଯେନତା ମନର୍ ବିନା ମିତ୍ଯେନତା ମନର୍ ବିନା ମିତ୍ ଶୀତର୍ ଧୁକା ବାଜିଗଲେ ଥରେଫୁଟସି କେତେ ଫୁଲଫୁଟସି କେତେ ଫୁଲ୍ ଡାଲ୍ ପତର୍ ସବୁ ଝଟକୁ ଥିସନ୍ହସୁଥିସନ୍ ମୁଲ୍ ମୁଲ୍ହସୁଥିସନ୍…

Read More

ତମେ ଆସିଛ ନୂଆଁ ବରଷ୍

ତମେ ଆସିଛ ନୂଆଁ ବରଷ୍ ,ମନେ ଭରିଛ କେତେ ହରଷ୍ ।ତମର୍ ଆଏବାର୍ ଜାନିମନ୍ ହୁରୁଦ୍ ହେଲାନ ସରସ୍ ।।ଆକି ଦେଇଛ ସବୁ ଫୁଲେକେତେ ରକମର୍ ରଙ୍ଗ୍ ।ମନ୍ ଖୁଜୁଛେ ସରଗତରାଦେଖି ପରକୁତିର୍ ଢଙ୍ଗ୍ ।।ପତରେ ଝରୁଛେ କାକର୍ ବୁନ୍ଦାଚମକୁଛେ ଦେଖ ଖରା ।ରାତି ଆସିଛେ ଶୀତ୍ ରାନିକମଲ୍ ପଡୁଛେ ନୁରା ।।ସୁରୁଜ୍ ମୁଖି ଠାନୁ ଗୁଲାପ ଦିହେସୁରଷୋ ଖେତେ ଜୀବନ୍ ।ମାହାପୁରୁ ଢାଲି ଦେଇଛନ୍ସରଗୁ ସୁନାର୍ ଜନ୍ ।।ସବୁଆଡେ ଆଏଜ୍ ସଜବଜ୍ଗହକି ଗଲାନ ଖୁଲି ।ନଦୀନାଲେ…

Read More

ନୂଆ ବଛରର୍ ନୂଆ ସପନ

ନୂଆ ବଛରର ନୁଆଁ ସପନ ପୁରା ହଉ ସପକର ମନସମଲେଇ ମା କେ ଜୁହାର କରିଅଗକେ ଚାଲମା ମିଶିକରିହସ ଖୁସି ଥି ବଛର ଆସୁଦିହେଁ ପା କେ ଭଲ ରଖୁକେତେ ପୁନି କେତେ ପରବମନଟା ବାକି ରହୁ ହରଷମା ସମଲେଇ ଆଶିଷ କରୁବନେ ବନେ କରି ବଛର କଟୁ ସନ୍ତୋଷି ମେହେର ରାଜେନ୍ଦ୍ର କଲେଛ ଛକ , ବଲାଙ୍ଗୀର)–

Read More

ମୁନୁଷ୍ ପନ୍

ତୁଲିଆ ଚିରି କରି ଦେଉଛୁ କାହାକେଖାଏଲେଁ ବୁହିଲେସରେ ନାଇଁ। ଦେଖେଇ ହେସିକେଡେ ଆଁଟେଁସେତ ମୁହେଁଟିକେ ଲାଜ୍ନାଇଁ। ନାଇଁ ହେଜେଲୁକୁଁ ରଁଚେ ବିସଥେଁ ଆନ୍ପୋକ୍ କିର୍ ଙ୍ଗା। ସୁଖର୍ ସପନ୍ଆଏ ସାତ୍ ସପନ୍ସଥେଁ ନୁହେଖୁଜା ନୁରା। ମାଏଟ୍ ଚାବି କରିମାଟି ରଙ୍ଗୁଥିସିନାଇଁ ଥାଏତାର୍ ଥିତି। କାହୁଁ ପାଏବାଦିହି ଢାପ୍ ବାବର୍ ଷା,ଶୀତ୍ଖରା ତାତି। ପେଟର୍ କଥାକିଏ ଗୁଚରେମାଗୁଥିସିହାତ୍ ପାତି। ମୁନୁଷ୍ ପନିଆଁହଜି ଗଲାନନାଇଁନ ଦୟାଧରମ୍। ହାତ୍ ଟେକିକରିସାଉଁଲି ଦେବେଭାବି କରିଭଲ୍ କରମ୍। ମୁନୁଷ୍ ପନର୍ଗଛ୍ ଜଗେଇ ଦିଅଦୟା ଧରମ୍କରୁ…

Read More

ଜୁନହା କେ ନୁଆଁ କରମା

ଚାଲ ରେ ନୁଆଁ ବରଷେ ପୁରୁନା ସ୍ମୁତି କେ ଫେରି ନୂଆ ନୂଆ କରମା….ଆର ପୂରନା ସାଙ୍ଗ ମାନଂକର ସାଙ୍ଗେ ନୁଆଁ ଭେଟ ଘାଟ ହେମାକିଏ ଦେଶେ,ବିଦେଶେ, ଆର ସହର ଥି ଅଛ …ସଭେ ଛୁଟି ନେଇ ଆସ….ଗାଁ ଜଙ୍ଗଲେ ଭୂଜି କରମା…ଛୁଆ ବେଳର କଥା ସୋର କରିଖୋ ଖୋ.. କବାଡି.. ଆର ବେଲଗାଦା ଥି ଖେଳମା..ପାନ ଖାଏମା ଦୁକାନେ ବସି ଆର ରାତିରେ ଜୁଏ ତାପମା….ସଂସାର ର ଝାମଲା ଭୁଲି କରି ଦୁଇ ଘଡି ନିଜର…

Read More

ନୂଆଁ ବଛର

ଲରୋଥରୋ ଶୀତଟା ଥରିଥରିବଢେ ଜାନଵାର ଲେଖେଁ,ଫଲ୍ ଫୁଲ୍ ,ପରିବାର୍ ଉଲିଆ ଭଦରି ନେଇ ମାଥାବର୍ ସାଜିଛେ,ଇଟା କେତେ ଦିନର୍ ଯେ?ହୁର୍ ଗୁନି ହେଉଛେ,ନିଜକେ ନିଜେ,ବିତା ସମିଆର୍ ସୁର୍ତାର ଧାରେ,ସତେତ ସମିଆନୁ ବଡ଼ ଆରୁ କିଏ ଯେ?କାହାର୍ ରହିଛେ ସବୁଦିନିଆ ଥପାମରା ଝାଁପି।ଦିନ ଗୁଡ଼ଗୁଡି ଗଲା,ଗଡ଼ି ଗଲା ମାସ୍ ବଛର୍,ଅବଦି ଅବଦି ଏଦେ ଆଏଲା ଫେର୍ ଗୁଟେ ନୂଆଁବଛର୍,ଶୀତର୍ ରାଜପାଟ୍ ସରିଗଲାଆଏଲା ଵସନ୍ତର୍ ଦପଦପି।ଇ ନୂଆଁ-ଜୁନହା କାଣାଯେ?ସବୁତ ଆଏଲା ଗଲା,ବାଏଗନ୍ ପଲହା,ଛେଲ ଖାଏଲେଗଲା,କାଲହିର୍ ନୂଆଁଟା ଆଝିର୍ ଜୁନହା,ଆଝିର୍ ନୂଆଁ…

Read More