ଲହ ଧାରେ

ଜୀବନ୍ ଜଂଜାଲେ ସୁଖ୍ ଦୁଃଖ୍ ଭାଇଲହ ଗୁଟକ ବୁହେନ,ସମିୟା ଜାନି ସାଙ୍ଗ ଦେଉଥିସିବୁହେନ୍ ଟା ବଡ଼ା ଉଏନ୍ ।। ଦୁଃଖିର ଦୁଃଖଥି ଝରି ସରାବନ୍ବୁହେଲେ ଲାଗେ ଉସାସ,ଛଲ୍’କି ଆଏସି ସୁଖିର ସୁଖେସବୁ ବୁହେନ ନୁ ଖାସ୍ ।। ରଙ୍ଗ୍ ରୂପ୍ ସ୍ଵାଦ୍ ନାଇଁନ୍ ଯାହାର୍ଭିନ୍ ଭିନ୍ ରକମ୍ ତାର୍,କାହାର୍ ଲାଗି ଯଦି ତତି ବାହାରେସେ ମୁନୁସ୍ ହେସି ଖାର୍ ।। ମହାପୁରୁ ଭି ତର୍’ଲି ଜାଏସନ୍ଅଛେ ତାରନୁ ଶକ୍ତି,ଗଙ୍ଗା ଯମୁନା ଲେଖେ ଆଖଲ୍ ଧାରଦେଇ କରି ପାରେ…

Read More

ପଲସାଫୁଲ

ନାଲ୍ ଟହ ଟହ ଡଉଲ ଡାଉଲସତେ ସରଗ ନୁ ଅପସରୀକେନ୍ ଦେବତା ଅଭିଶାପ ବଲେହେଇଛେ ପଲସା ସୁନ୍ଦରୀବାଟେ ଘାଟେ ଯେନେ ଦେଖପଡ଼ିଚେ ଲାଲ୍ ଗାଲିଚାବାସ୍ ଗନ୍ଧ୍ ନାଇ ସିନା ତାରହୃଦୟ ଟା ଫରଛା ବଉଲିଆ ଧୁକା ହଲେଇ ଦେଉଛେ ତାର ସୁନ୍ଦର ନାକ୍ଗୀତ ଗାଇ କି ନାଚୁଛେ ସେ ହସ ଟା ବି ତାର୍ ଖାସ୍ଧରତି ମା ଲାଲ୍ ପାଟ ସତେପିନ୍ଧିଚେ ତାର୍ ଲାଗିମା ମଙ୍ଗଳା ଟାକି ଥିସନ୍ପୂଜା ପାଇବାର୍ ଲାଗି କାହିଁ କେତେ କବି ମନ୍…

Read More

ନିଜ୍’କେ ନାଇଁ ମାର୍

ନିଜର୍ ଜିବନ୍ ନିଜେ ହlର୍’ଲେଁଲାଗ୍’ସି ବଢ଼େ ପାପ୍ମାହାପୁରୁ ନେ ରଖ୍ ଭର୍’ସାସବୁ କର୍’ବା ଥାବ୍ । ଦୁଖ୍ ନାଇଁ ରହେ ହରେ ହର୍’ମିସାକିନ୍ଦ୍’ରି ଆଏବା ସୁଖ୍ତୁଇଁ କିଏ ଆଉ କହତ ବେଡାରାମ୍ ‌ସିତା ଭି ପାଇଛନ୍ ଦୁଖ୍ । ଝାରେଁ ଜଙ୍ଗ୍’ଲେଁ ବୁଲ୍’ଲେ ରାମ୍ରଜାର୍ ପୁଓ ହେଇଁସହରେ ଜିବନ୍ ବଏଲେ ତିନ୍’ହେକଁଚା ଫଲ୍ ମୁଲ୍ ଖାଇଁ। ସମ୍’ସାନ୍ ଜୁଗ୍’ଲା ହରିଚନ୍ଦର୍ଲଟା ଘିଚିଥିଲା ନଲ୍’ରଜାଆମର୍‌ ଲୋକ୍ ଆଘ ମାକର୍ ଥିଲେମୁନୁସ୍ ହେଇଛନ୍ କିନି ବୋ ବଝା । ସମିଆ…

Read More

ଫଗୁନ୍

ଫଗୁନ୍ ଆନିଚେ ରଙ୍ଗ୍ ପସରାତାର୍ ସଙ୍ଗେ ହୁଲି ଖେଲ୍ଦୁଖ୍ ସୁଖ୍ ସବୁ ବାଆଁଟି ନେମାହେଇ ସଭେ ଆମେ ମେଲ୍ । ଫଲସା ଫୁଲ୍ ହଁସେ ମୁଲ୍‌ମୁଲ୍,ଲାଲ୍ ଗଲଗଲ୍ ହେଇ,ନୁଆଁ ଭୁଆସେନ୍ ଉଢନା ତଲେ,ହଁସୁଥିସି ଖଲ୍ ଖଲେଇ । ବାଦଲ୍ ଭିତରେ ସୁରୁଜ୍ ରଜାଖେଲୁଛେ ଲୁକ୍ ଲୁକାନି ,ଗରମ୍ ଥି ତତେଇ ଦେସି ଫେର୍ଶୀତଲ୍ ଖରା ଦେସି ବୁନି । ହୁର୍ ହୁରିଆ ବଉଲିଆ ଧୁକାତାର୍ ସଙ୍ଗେ ଖରାର୍ ଦାନ୍ଦି,ଘାଏ ହେସି ମନ୍ ଉସତ୍ ଫେର୍ମନ୍ ପକାସି କାନ୍ଦି…

Read More

ଫଗୁନ୍ ରାତିର ଆକାଶ୍

ଥରେ ରାତି ଦୁଇଘଡି ସମିଆଥିଁଟିକେବି ବାଦଲନେ ଛାଇ ହଇଥିବାରହେ ଆକାଶ କେ ପଚାରାଲିଁଆଏଜ୍ ତ ତୁଇଁ ଭଲ ଅଛୁଭଲ କରି ଜହ୍ନର ଉକିଆଟେ ପାଉଛୁ।ରଗଁ ରଗିଁଆ ତାରା ମନକର୍ ସଂଗେଚକମକ୍ ତୁଇଁ କରୁଛୁରଜା ଘରର ଫୁଲବଗିଚା ବାଗିର୍ଫଗୁନରାତିର ଆକାଶସତେ କେତେ ଭଲଦିଶୁଛୁ ।ନିଲିଆ ଆକାଶେଁ ସଫେଦ ଶାଢ଼ୀଟେସଥେ ତ ଢାପିହଇଛେଉକିଆ ଆକାଶେ ଜନ୍ ବିତାର୍ କରାମତି ଦେଖେଇଛେଫଗୁନ ରାତିର ଆକାଶସଥେତ ଭଲ୍ ଦିଶୁଛେ। ବୃନ୍ଦାବନ ପ୍ରଧାନ

Read More

ଇଲେକ୍ସନ

ଆଏଲେ ଇଲେକ୍ସନ୍ କେତେ ଟେନ୍ ସନ୍ନେତା ମନ୍ତ୍ରୀ ମାନ୍ କର୍,ଘର୍ ଘର୍ ଯାଇ କହେସନ୍ ସବ୍ କେ,ଦେମୁ ଇନ୍ଦ୍ରା ବାସ୍ ଘର୍।। ନାଇଁ ଥାଉ ପଛେ ଚିହ୍ନା କି ଜନା,ବେଭାର ଦେଖ୍ ବ କେତେ,ଜେନ୍ ତା ମିତ୍ରି ଡାକ୍ ସନ୍ ସବ୍ କେ,ମାଆ ର୍ ପେଟ ର୍ ଭାଇ ସତେ।। ଗୁଟେ ଥାଳି ରେ ଭାତ୍ ଖାଇ ଦେବେ,ପିବେ ଅଁଏଠା ପାନି,କାମ୍ ସରିଗଲେ କିଏ ଆର୍ ପଚାରେ,ନାଇଁ ପାରନ୍ କାହାକେ ଚିହ୍ନି।। ଦେବେ ପଏସା ପିଆବେ ପାଉଚ୍ଖୁଆବେ…

Read More

ବୁଆର୍ ରିସ୍‌ମି

ବୁଆର୍ ରିସ୍‌ମି ମୁନୁଷ୍ କର୍‌ସିତାର୍ ଛୁଆ ପିଲାକେବୁଆର୍ ରିସ୍‌ମି ତାକତ୍ ଦେସିଅସମିଆଁର୍ ବେଲ୍ କେ ।।ବୁଆର୍ ରିସ୍‌ମି ବାଟ୍ କଢାସିବୁଦ୍ଧିର୍ ବାଡ଼ି ହଜିଗଲେବୁଆର୍ ରିସ୍‌ମି ହଁସେଇ ଦେସିଛୁଆର୍ ଭୁଲ୍ ସୁଧିର୍’ଲେ ।।ବୁଆର୍ ରିସ୍‌ମି ପାଏନ୍ ଦେସିମୁର୍’ଝାଲେ ତହଁକ୍ ପତର୍ବୁଆର୍ ରିସ୍‌ମି କନ୍ଦେଇ ଦେସିପାଏଲେ ସଫଲ୍ ମନ୍ତର୍ ।।ବୁଆର୍ ରିସ୍‌ମି ଉଁଚା ମନର୍ଉଁକିଆ ଦେଖାସି ସତେବୁଆ ଆମ୍’କୁ ଛାଡ଼ି ପଲାଲେସେ ରିସ୍‌ମି ଝୁର୍’ସୁଁ କେତେନାଇଁ ମିଲେ ଆର୍ ସତେ ।। ସନ୍ତୋଷ କୁମାର ଅଦାବରବୀରମହାରାଜପୁର,ସୁବର୍ଣ୍ଣପୁରମୋ-୯୭୭୭୯୧୦୭୧୮

Read More

ପଶ୍ଚିମ ଓଡ଼ିଶା ର ବଡଖା ତିହlର

ପଶ୍ଚିମ ଓଡ଼ିଶାର ବଡଖା ତିହାରଆମର ଗୋ ନୂଆଁଖାଇଯେନ୍ ଠାନେ ଥିଲେ ଭାଇ ଭାଇସବୁ ଘର୍ କେ ଆଏସନ୍ ଧାଇଁ । ଜାତି ଜାତି ଦରବ ସଙ୍ଗେପିଠା ପନା ଲେଥା ଖିରିଦେଖି ଦେଲେ ଟିକେ ମନ୍ ଭରିକରିପେଟ୍ ଯାଉଥିସି ପୁରି। ଲିପା ପୁଛା ହେଇକରି ଘର୍ ଦୂଆର୍ ସବୁଲଗୁଥିସି ନୂଆ ନୂଆନୂଆଁ କୁର୍ତ୍ତା ପିନ୍ଧି ନୂଆଁ ଖାଇମି ବୁଲିମନ୍ ହେଉଥିସି ଛାନିଆ । ଇଷ୍ଟ ଦେବୀ ଆମର ପୂଜା ପାଏସନ୍ଭୋଗ ଲଗସି ଖିରି ନଡ଼ିଆସବୁ ପୂଜା ପାଠ ସlରିନୂଆଁ…

Read More

ଶଗଡ୍ ଗାଡ଼ି

ଶଗଡ୍ ଗାଡିରେ ଶଗଡ୍ ଗାଡ଼ିକାହିଁ ହଜିଗଲୁ ତୁଇଦେଖିବାର୍ ଲାଗି ସପନ୍ ହୋଇଛେତୋର୍ ଦେଖା ଦର୍ଶନ୍ ନାଇଁ।ରକମ୍ ରକମ୍ ଗାଡି ଦିଶୁଛେଇଛେନ୍ ବାଟେଁଘାଟେଁତୋର୍ ଚକା ଆଉ ନାଇଁ ଗଡ୍ବାର୍ଗାଁ ସହରେ ମୁଟେଁ।କେତେ କେତେ କାମ୍ କରିଚୁସବୁ ଲୁକର୍ ଲାଗିତୋର୍ ଉପକାର୍ ଭୁଲିଗଲେହୋଇ ସଭେଁ ମତ୍ଲବି।କାଠେ ତିଆରି ତୋର୍ ଦେହେଁଟାଅବଗା ନିଦା ଶରୀର୍କେଁ କଟ୍ କଟ୍ କରି ଯାଉଥିଁସୁନାଇଁ ହୁଏ କେଭେଁ ପାଶ୍ ରି।ବଳଦ୍ ଜୁଡ଼ା ସଙ୍ଗେ ଶଗ୍ଡିଆଟାଜୁଟିଥିଲେ ଗୁଟେ ଠାନେବଡା ଆରାମେ ଗଡି ଯାଇସୁଉଷତ୍ ହେସନ୍ ଲୋକ୍ ମାନେ।ଉପର୍…

Read More

ଦୁଇ ବଟିଆ

ଇ,ହସ୍ ଖୁସିର୍ ସୁର୍ତାତୋର୍ ମୋର୍ ସାଥ୍ଛଟନା ଛଟନା ଦୁ଼ଃଖମନା, ଆଉର୍ ଚାଙ୍ଘରି ଚାଙ୍ଘରି ରୁଷାଫୁଲାର ବୋଝ୍,କେତେ ଦୂର ତକ୍ ଯେ,ସବୁ ସେ ଦୁଇ ବଟିଆନ ହିଁ ସରିଯିବା,ପୁଟା ଲିଆଆଉ ଅଚଲ୍ ପଏସା ଭୁଗାନୁ ଝାରିଝୁରାକରି ଝିଟିଁସାଏଲେ।୧।ଅଁତରି ନୁ ଆଏଜ ତକ୍ଦୁଇ ବଟିଆ ର ଦୁହି ବାଟ,ଗୁନ୍ଦାଗୁପଲିଆ କରିଛେନ କେତେ,ଇବାଟେ ଯିମି କି ସେବାଟେବାଛବାର୍ ଥିନ ଗୁଜରି ଗଲାନ ସମିଆର୍ ଅନଲେଉଟା ବାଟ୍,ଅଜାନତକେ ନ ସରିଗଲା ସଵୁ ନାଟ।୨।ରେଲ୍ ଲାଇନ୍ର ଦୁଇ ଧାରେ ଠିଆ ହେଇକରି, ହାତ ଧରାଧରି,କେତେ…

Read More