
ତୁଇ ଆମର୍ ଶେଷ୍ ଆଶା
ଲହଣ୍ଡା ନୁ ଗୋଡଭଗା କେମ୍ପ୍ଯିବାର୍କେ ଥିବା ରାସ୍ତାଥିବଢେଟେ ଲଟ୍’କନା ଅଛେ:‘ରେଲୱେ ଫାଟକ୍’,ଛକୁ ଗୋଲକନଗର ଆସ୍’ବ ବଏଲେସେଇ ଗୁଟେ ଫାଟକ୍ ଛେକୁଛେ…!ହଲ୍’ଦିଆ ଆରୁ କଲା କଲା ଦାନ୍ତ୍ ଥିବାଛାଟ୍ ଛାଟ୍ ଜୁଡେ ଲମ୍ ମାଢି,ସବୁବେଲେ ଅଟ୍’କଉ ଥିସନ୍ଲୁକ୍’କୁ ଅକ୍ଷାସ୍ କରି…! ଟ୍ରେନ୍ ଯିବା ଆଗ,ତୁମେ ଯିବ ପଛେ…! ମଲେ ମରୁଥାଉ ପେସେଣ୍ଟ୍ପଛେ ଯିବା ଡାକ୍ତରଖାନା,ଗିନି ବଜଉ ଥ ଖରା ତାତି ଥିକରି ତାରେ ନାରେ ନା…ସ୍କୁଲ୍ କଲେଜ୍ ଯିବାର୍ ଲେଟ୍ ହେଲେମାଷ୍ଟର୍ ଗାଏଲ୍ ଦେବା,ଇଣ୍ଟର୍ଭିଉନ ଫେଲ୍ ହେଲେକା’ର୍ କା’ଣା…