ଫଗୁନ୍

ଫଗୁନ୍ ଆନିଚେ ରଙ୍ଗ୍ ପସରାତାର୍ ସଙ୍ଗେ ହୁଲି ଖେଲ୍ଦୁଖ୍ ସୁଖ୍ ସବୁ ବାଆଁଟି ନେମାହେଇ ସଭେ ଆମେ ମେଲ୍ । ଫଲସା ଫୁଲ୍ ହଁସେ ମୁଲ୍‌ମୁଲ୍,ଲାଲ୍ ଗଲଗଲ୍ ହେଇ,ନୁଆଁ ଭୁଆସେନ୍ ଉଢନା ତଲେ,ହଁସୁଥିସି ଖଲ୍ ଖଲେଇ । ବାଦଲ୍ ଭିତରେ ସୁରୁଜ୍ ରଜାଖେଲୁଛେ ଲୁକ୍ ଲୁକାନି ,ଗରମ୍ ଥି ତତେଇ ଦେସି ଫେର୍ଶୀତଲ୍ ଖରା ଦେସି ବୁନି । ହୁର୍ ହୁରିଆ ବଉଲିଆ ଧୁକାତାର୍ ସଙ୍ଗେ ଖରାର୍ ଦାନ୍ଦି,ଘାଏ ହେସି ମନ୍ ଉସତ୍ ଫେର୍ମନ୍ ପକାସି କାନ୍ଦି…

Read More

ଫଗୁନ୍ ରାତିର ଆକାଶ୍

ଥରେ ରାତି ଦୁଇଘଡି ସମିଆଥିଁଟିକେବି ବାଦଲନେ ଛାଇ ହଇଥିବାରହେ ଆକାଶ କେ ପଚାରାଲିଁଆଏଜ୍ ତ ତୁଇଁ ଭଲ ଅଛୁଭଲ କରି ଜହ୍ନର ଉକିଆଟେ ପାଉଛୁ।ରଗଁ ରଗିଁଆ ତାରା ମନକର୍ ସଂଗେଚକମକ୍ ତୁଇଁ କରୁଛୁରଜା ଘରର ଫୁଲବଗିଚା ବାଗିର୍ଫଗୁନରାତିର ଆକାଶସତେ କେତେ ଭଲଦିଶୁଛୁ ।ନିଲିଆ ଆକାଶେଁ ସଫେଦ ଶାଢ଼ୀଟେସଥେ ତ ଢାପିହଇଛେଉକିଆ ଆକାଶେ ଜନ୍ ବିତାର୍ କରାମତି ଦେଖେଇଛେଫଗୁନ ରାତିର ଆକାଶସଥେତ ଭଲ୍ ଦିଶୁଛେ। ବୃନ୍ଦାବନ ପ୍ରଧାନ

Read More

ଇଲେକ୍ସନ

ଆଏଲେ ଇଲେକ୍ସନ୍ କେତେ ଟେନ୍ ସନ୍ନେତା ମନ୍ତ୍ରୀ ମାନ୍ କର୍,ଘର୍ ଘର୍ ଯାଇ କହେସନ୍ ସବ୍ କେ,ଦେମୁ ଇନ୍ଦ୍ରା ବାସ୍ ଘର୍।। ନାଇଁ ଥାଉ ପଛେ ଚିହ୍ନା କି ଜନା,ବେଭାର ଦେଖ୍ ବ କେତେ,ଜେନ୍ ତା ମିତ୍ରି ଡାକ୍ ସନ୍ ସବ୍ କେ,ମାଆ ର୍ ପେଟ ର୍ ଭାଇ ସତେ।। ଗୁଟେ ଥାଳି ରେ ଭାତ୍ ଖାଇ ଦେବେ,ପିବେ ଅଁଏଠା ପାନି,କାମ୍ ସରିଗଲେ କିଏ ଆର୍ ପଚାରେ,ନାଇଁ ପାରନ୍ କାହାକେ ଚିହ୍ନି।। ଦେବେ ପଏସା ପିଆବେ ପାଉଚ୍ଖୁଆବେ…

Read More

ବୁଆର୍ ରିସ୍‌ମି

ବୁଆର୍ ରିସ୍‌ମି ମୁନୁଷ୍ କର୍‌ସିତାର୍ ଛୁଆ ପିଲାକେବୁଆର୍ ରିସ୍‌ମି ତାକତ୍ ଦେସିଅସମିଆଁର୍ ବେଲ୍ କେ ।।ବୁଆର୍ ରିସ୍‌ମି ବାଟ୍ କଢାସିବୁଦ୍ଧିର୍ ବାଡ଼ି ହଜିଗଲେବୁଆର୍ ରିସ୍‌ମି ହଁସେଇ ଦେସିଛୁଆର୍ ଭୁଲ୍ ସୁଧିର୍’ଲେ ।।ବୁଆର୍ ରିସ୍‌ମି ପାଏନ୍ ଦେସିମୁର୍’ଝାଲେ ତହଁକ୍ ପତର୍ବୁଆର୍ ରିସ୍‌ମି କନ୍ଦେଇ ଦେସିପାଏଲେ ସଫଲ୍ ମନ୍ତର୍ ।।ବୁଆର୍ ରିସ୍‌ମି ଉଁଚା ମନର୍ଉଁକିଆ ଦେଖାସି ସତେବୁଆ ଆମ୍’କୁ ଛାଡ଼ି ପଲାଲେସେ ରିସ୍‌ମି ଝୁର୍’ସୁଁ କେତେନାଇଁ ମିଲେ ଆର୍ ସତେ ।। ସନ୍ତୋଷ କୁମାର ଅଦାବରବୀରମହାରାଜପୁର,ସୁବର୍ଣ୍ଣପୁରମୋ-୯୭୭୭୯୧୦୭୧୮

Read More

ପଶ୍ଚିମ ଓଡ଼ିଶା ର ବଡଖା ତିହlର

ପଶ୍ଚିମ ଓଡ଼ିଶାର ବଡଖା ତିହାରଆମର ଗୋ ନୂଆଁଖାଇଯେନ୍ ଠାନେ ଥିଲେ ଭାଇ ଭାଇସବୁ ଘର୍ କେ ଆଏସନ୍ ଧାଇଁ । ଜାତି ଜାତି ଦରବ ସଙ୍ଗେପିଠା ପନା ଲେଥା ଖିରିଦେଖି ଦେଲେ ଟିକେ ମନ୍ ଭରିକରିପେଟ୍ ଯାଉଥିସି ପୁରି। ଲିପା ପୁଛା ହେଇକରି ଘର୍ ଦୂଆର୍ ସବୁଲଗୁଥିସି ନୂଆ ନୂଆନୂଆଁ କୁର୍ତ୍ତା ପିନ୍ଧି ନୂଆଁ ଖାଇମି ବୁଲିମନ୍ ହେଉଥିସି ଛାନିଆ । ଇଷ୍ଟ ଦେବୀ ଆମର ପୂଜା ପାଏସନ୍ଭୋଗ ଲଗସି ଖିରି ନଡ଼ିଆସବୁ ପୂଜା ପାଠ ସlରିନୂଆଁ…

Read More

ଶଗଡ୍ ଗାଡ଼ି

ଶଗଡ୍ ଗାଡିରେ ଶଗଡ୍ ଗାଡ଼ିକାହିଁ ହଜିଗଲୁ ତୁଇଦେଖିବାର୍ ଲାଗି ସପନ୍ ହୋଇଛେତୋର୍ ଦେଖା ଦର୍ଶନ୍ ନାଇଁ।ରକମ୍ ରକମ୍ ଗାଡି ଦିଶୁଛେଇଛେନ୍ ବାଟେଁଘାଟେଁତୋର୍ ଚକା ଆଉ ନାଇଁ ଗଡ୍ବାର୍ଗାଁ ସହରେ ମୁଟେଁ।କେତେ କେତେ କାମ୍ କରିଚୁସବୁ ଲୁକର୍ ଲାଗିତୋର୍ ଉପକାର୍ ଭୁଲିଗଲେହୋଇ ସଭେଁ ମତ୍ଲବି।କାଠେ ତିଆରି ତୋର୍ ଦେହେଁଟାଅବଗା ନିଦା ଶରୀର୍କେଁ କଟ୍ କଟ୍ କରି ଯାଉଥିଁସୁନାଇଁ ହୁଏ କେଭେଁ ପାଶ୍ ରି।ବଳଦ୍ ଜୁଡ଼ା ସଙ୍ଗେ ଶଗ୍ଡିଆଟାଜୁଟିଥିଲେ ଗୁଟେ ଠାନେବଡା ଆରାମେ ଗଡି ଯାଇସୁଉଷତ୍ ହେସନ୍ ଲୋକ୍ ମାନେ।ଉପର୍…

Read More

ଦୁଇ ବଟିଆ

ଇ,ହସ୍ ଖୁସିର୍ ସୁର୍ତାତୋର୍ ମୋର୍ ସାଥ୍ଛଟନା ଛଟନା ଦୁ଼ଃଖମନା, ଆଉର୍ ଚାଙ୍ଘରି ଚାଙ୍ଘରି ରୁଷାଫୁଲାର ବୋଝ୍,କେତେ ଦୂର ତକ୍ ଯେ,ସବୁ ସେ ଦୁଇ ବଟିଆନ ହିଁ ସରିଯିବା,ପୁଟା ଲିଆଆଉ ଅଚଲ୍ ପଏସା ଭୁଗାନୁ ଝାରିଝୁରାକରି ଝିଟିଁସାଏଲେ।୧।ଅଁତରି ନୁ ଆଏଜ ତକ୍ଦୁଇ ବଟିଆ ର ଦୁହି ବାଟ,ଗୁନ୍ଦାଗୁପଲିଆ କରିଛେନ କେତେ,ଇବାଟେ ଯିମି କି ସେବାଟେବାଛବାର୍ ଥିନ ଗୁଜରି ଗଲାନ ସମିଆର୍ ଅନଲେଉଟା ବାଟ୍,ଅଜାନତକେ ନ ସରିଗଲା ସଵୁ ନାଟ।୨।ରେଲ୍ ଲାଇନ୍ର ଦୁଇ ଧାରେ ଠିଆ ହେଇକରି, ହାତ ଧରାଧରି,କେତେ…

Read More

ପୋ’ ଜିଉଁତିଆ

ଦଶ୍ ମାସ୍ ଆଉ ଦଶ୍ ଦିନ୍ ଯିଏପେଟେ ଧରିଥିଲା ଦୁଖେ,ସେ ଫେର୍ ଆଏଜ୍ ଉପାସ୍ କରିଛେପୁଓ ରହୁ ବଲି ସୁଖେ । ପେଟ୍‌କେ ବୁଝାଇ ଟୁଁଣ୍ ଭୁର୍‌ତେଇନିଲ୍‌ଜେଇ କରି ତନ୍ପାଏନ୍ ବୁନ୍ଦେ ଘଲେ ଆସ୍‌ରା ନାଇଁତ’ବି ହକ୍‌ହକ୍ ମନ୍ । ସୁମରନା କରି ଦୁତି ବାହାନ୍‌କେଭଲେ ରଖିଥିବ ପର୍‌ଭୁତୁମର୍ ଦୟାନେ ପୁଓଟେ ପାଇଛେଁଜନମ୍ ଦେଇଛେଁ ଗର୍‌ଭୁ। ଅଲୁଆ ହେନ୍‌ତା ପୁଓଟା ମୋର୍ ହୋସବୁବେଲେ ଥାଉ ସଫାଖଁଡିଆ ନିହେଉ ଶହେ ଆଠ୍ ତକ୍ମଫା ହେଉ ସବୁ ଦଫା ।…

Read More

ବିସ୍ଥାପନ: ମଟର୍ ଆଏଲାନ କେଁ

ଉଠ୍ , ଉଠ୍ ବଡି ଉଠ୍ଦେଖ୍ ତ ମଟର୍ ଆଏଲାନ ରେଘରକେ ଯିବୁ ପରେଉଠ୍ ଗାସବୁଦିନ ରଡୁଥିଲୁଆଏଜ୍ ତୁନ୍ କାଏଁଯେ ହେଇଗଲୁଏ ବଡ଼ି ଉଠ୍ ନ ଗା….. । (ଫ୍ଲାସ୍ ବେକ୍) ଏ ହଁତାକାଣା ବଲସନ ଯେ ତତେଏ ମଙ୍ଗଲୁକାହିଁ ଗଲୁରେଦେଖ୍ ତ ପୁତାମଟର୍ ଅମିରଲା ନ କେଁଚାଲ ତ ଯିମା … ଖୋ, ମହାନଦୀର୍ ବଏଡ଼୍‌ ନୁହେଁ କମେଭୂଆସେନ୍ ହେଇକରି ଆସିଥିଲିବଏଡ଼୍‌ ଆସିଥିଲାମୁଡ଼ର୍ ବାଲ୍ ପଁର୍‌ରା ହେଇଗଲା ନତହବିଲ୍ ନୁହେଁ କମେ?ବାଉରି ଭାବଲ କେଁ ମତେ…

Read More

ଭାବୁଛେ… ନୁଆଁ ବଛର୍ ଆଏଲ୍ ବଲି

ଆଦେ‌ କିନ୍ଦିରି ଆଏଲା ନୁଆଁ ବଛର୍ସୁର୍‌ତାର୍‌ ଫରୁଆ‌ ଥିଗୁନ୍ଦୁଲୁ ଥିବାର୍‌ ଆଶ୍‌ ମାନେ‌… ସପନ୍‌ ମାନେ…ବୁନି‌ ହେଇ‌ ରହିଯିବେ‌ ଜିଇଁ ଜାବଦ୍‌ ଆଶ୍‌ ତ‌ ଥିସି…ସପନ୍‌ ଭି‌ ଥିସି…ପବନ୍‌ ଟିକାକ‌ ଥିବାର୍‌ ପତେକେତେ‌ ଧାଆଁ‌ ଧପଡ୍‌କିଛି‌ କରବାର୍‌ ଆକୁଲେ..? ହେଲେ‌ !!ସୁରତାର୍‌ ଫରୁଆକେ‌ ହିଟାଲେ ଦୁଖ୍‌ ଆରୁ‌ ସୁଖ୍‌ ଦୁହିଫାଲ୍‌ହେଟା‌ ତ‌ ଜିଇବାର ଅସଲ‌ ପନ୍‌ । ଭୋକର୍‌ ଭୁଗୋର୍‌ଶୀତ୍‌ ଭି‌ ଚିଆସିବ‌ଏଶାର୍‌ ଖରାଭି‌ ଚେତାସୀ‌କିଛି‌ ଟା‌ କରବାର୍‌ ଦମ୍‌ ଦେଇଆକ୍‌ କେ‌ ପେଲ୍‌ଘାସି‌ । ଗଛଟେ…

Read More