ଇନ୍ଦୁ

ଅତି ଗେଲେହି ସରଲ୍‌ ସୁତର୍‌ନାଁ ଟା ତାର୍‌ ଇନ୍ଦୁ,ଅସୁଂଦର୍‌ ବଏଲେ କିଛି ନାଇଁଗାଲେ ଗୁଟେ କଲା ବିନ୍ଦୁ । ୧ ଅଝଟ୍‌ ନାଇଁ କରେ ଦରବ୍‌ ଲାଗିଜାଣା ଦେଲେ ନାଇଁ ମନା,ଅନାଥ୍‌ ଲେଖେ ଆଏ ତାର୍‌ ଜୀବନ୍‌ଠିକ୍‌ ଭାବେ ଅଛେ ଜନା। ୨ ଅର୍‌ଦଲି ଗୁହାରୀ ମାହାପୁରୁଠାନେମୁଡ଼ ପିଟି ଘାଏ କାନ୍ଦେ,ଅନ୍ଧାର୍‌ ଜୀବନେ ଉକିଆ କାହିଁଭାବଲେ ଜହଟେ ବାଧେ। ୩ ଅନ୍ତରୁ କିହେ ନାଇଁ ଚାହାନ୍‌ ମତେଉପରେ ଦେଖାସନ୍‌ ଭାବ୍‌,ଅଲଗ୍‌ ତୁନ୍‌ ସାଗ୍‌ ମତେ ମିଲ୍‌ସିଆଁଖି ଦେଖିଛେ…

Read More

ନାଇଁ କାଟ୍ ଗଛ୍

ହାତ୍ ଯୁଡି ବିନ୍ ତି କରେ ନାଇଁ କାଟ୍ ଗଛ୍ ରେ ଗଛେ ଅଛେ ଦାରୁ ଆରୁ ଜିବନ୍ ଅଛେ ଗଛେ ରେ ।। ଗଛ୍ ଥିଲେ ଅରନ୍ ଅଛେ ଗଛ୍ ବିନେ ମରନ୍ ଗଛୁ ମିଲ୍ ସି ପାଏନ୍ ପବନ୍ ଗଛୁ ମିଲ୍ ସି ପିନ୍ଧନ୍ ରେ…… ।। ହାତ୍ ଯୁଡି ବିନ୍ ତି କରେ ନାଇଁ କାଟ୍ ଗଛ୍ ରେ…… ଫଲ୍, ଫୁଲ୍, ଡାହି, ପତର୍ ଚେର୍, ମୂଲ୍, ଛାଲି, କହଁର୍ କାମେ ଆଏସି…

Read More

ସେ କାଲି ଟୁକେଲ୍

ସେ କାଲି ଟୁକେଲ୍ଅବ୍‌ଗା କାଲିବିଟ୍ କାଲିସେ ଟୁକେଲ୍…ଢ଼ଲି ଯାଉଛେବିହା ବଏସ୍ସାଂଗେ କେତେଉସ୍‌ନାକିର୍ ସପନ୍ ମନ୍‌କେ ତାର୍ ବୁଝେ କିଏସପନ୍‌କେ ହେଲେଁ ତାର୍ଠଠେଁ କିଏତାର୍ ବାଟେ ସେ’ନଅବ୍‌ଗା ଏକ୍‌ଲା ନ.. ଏକ୍‌ଲା ନୁ ଦୁକ୍‌ଲା ହେବାର୍‌କେତାର୍ ଜୁ’ ନାଇଁସମ୍‌କିରର୍ ଆଏଁଖ୍‌କେରୁଚ୍‌ଲେ ତ !ତାର୍ ବଏସର୍ସାଂଗ ସଏର୍‌ସାସଭେ ପରେ ଘର୍ କଲେନଛେନ୍ ଘର୍ ହେଉ କି ମହଲ୍ବିହି ଯାହାକେଯେନ୍ତା ଗଢ଼ିଛେଯାହାର୍ ଭାଗେଯେନ୍‌ଟା ଥୁଇଛେଭାଂଗି ବି ଗଲାନ,ଅଦର୍ବା ବି ହେଉଛେ ପରେକାହାର୍ କାହାର୍ ଘର୍ଖବର୍ ପାଏସି…ସେ କାଲି ଟୁକେଲ୍ବଲୁଛେ…ଏନ୍ତା ଭଂଗା ଘରମାନ୍‌‌କୁଁ…

Read More

ଜରା ଶୀତ୍

ଆଇଛେ ଜରା ଶୀତ୍,ଦମ୍’ଧରା ଛାତି କେ କନ୍’କନିଥି ଥରେଇକରି,ବଏସର୍ ଋତୁ ବଦଲେଇ କରି ସମିଆର୍ ଧାରେ,କମ୍ପ୍ କମ୍ପାଲା ଶୀତୁଆ ପଵନର୍ହୁଲକା ଥି ଆଇଛେ ଶୀତ୍,ଆଇଛେଶୀତ୍।।ଫୁଟଲା ଫୁଲର୍,ଜୁଆନ୍ ଭମର୍ ର ସୁର୍ତାକେନେଇ,ପ୍ରଦୂଷଣର୍ କୁହୁଲାର୍ କୁହୁଡ଼ି ର୍ ପର୍ଦ୍ଦାକେ ଅଡେଇ କରି ଆଇଛେଇ ଶୀତ୍ ।।ଝରା ପାଚଲା ପତରର୍ ଝର୍ଲା ଦୁଃଖର୍ ଝର୍ଲା ଗୀତର୍ ସୁରକେ ନେଇ,ପାଚଲା ବାଲ୍ ,ଭାଙ୍ଗଲା ଦାନ୍ତକେ ଦେଖେଇ,ମଗଶୀରର୍ ଶିରୀ ପଛେ ପକାଇ,ଜାଡ଼ର୍ ସାଙ୍ଗେ ବସି ମିତ୍ଆଇଛେ ଶୀତ୍।।ସୁଖର୍ ଦିନ୍ ଅଢେଇ ପହର୍,ଦୁଃଖର୍ ଦିନ୍ ଅସରା…

Read More

ଜିଁତି ମାଁ କେ ଲାତ୍, ମଲେ ଭୁଜି ଭାତ

ଅକ୍ଲିଆ ଗାଁର ଅକେଲ ପରାଥିଥିଲା ଗୁଟେ ମାଁ ବୁଢି,ଦୁଇ ପୁଓ ସାଙ୍ଗେ ଦୁଇ ଵହ ତା’ରଥିଲା ସେତ ଘର୍ କରି ।। ଫଠା କପାଲ୍ ନେଇ ଜନମି ଥିଲାବାଲୁତ ଥିଲା ସେ’ ରାଆଁଣୀ,ବଡ଼ା ଦୁଃଖେ ପାଲି ଥିଲା ଛୁଆ ସେତଫେର୍ ବାପର୍ ସୁଖ ବାଢ଼ି ।। ପନ୍’ତେ ପିନ୍ଧି ପନ୍’ତେ ସୁଖେ ଆହାଛୁଆ ଖୁଏ, ପେଟ୍ ମାରି,ମଜରି ବୁତା ସଙ୍ଗେ ବଢୁଁନ ଗଥାଧରି ଗଲେ ଆନେ ମାରି ।। ତାର ସସେଁ ସର୍’ଧା ସେବା ଜତନେକରି ନାଇଁ…

Read More

ଫରକ୍

ତୁମେ ପିତଲ୍ ଗରିଆ,ମୁଇଁ ପରେ ମାଏଟ୍ ହାଏଁଡ୍ ଟେ…ଜନମବେଲୁଁ କୁମ୍ଭାର୍ ମୋର୍ ଦିହୁଁ ଗୁଢ଼ି ବାଛୁଥିସି,ମତେ ବନାଲା ବେଲେ।ଅଂଘରା ଦପ୍ ଦପ୍ କରୁଥିବା ଭାଟିନ ମୁଇଁ ପୁଡାହେସିଁ,ଟାନ୍ ହେବାରତକ୍।ଯେନ୍ତା ଖପରା ହେବାରତକ୍ ସବୁ ସହିପାରମି,ହରମେଶା ନିଆଁଥି ପୁଡି଼ପାରମି ।ହେଟାନ ମୋର୍ ଭାଗ୍ୟ…. ଭାଏଲ୍ କଣହା ଥିବା,ଖୁନା ଥିବା ବଲି,ମତେ ଟାମଡି଼ଟୁମଡି଼,ଆଂଗଠିଥି ଠନଠାନ୍ କରି,ମୋର୍ ରଂଗରୂପ୍ ଦେଖିକରି ମୂଲଚାଲ୍ ହେସି। ମୋର୍ ଦେହେଥି ମାହାପରସାଦ ସିଝୁ କି ମାଉଁସ୍…ମୋର୍ ଅକ୍ତିଆରଥି କିଛିଭି ନାଇଁ ଥାଏ,ସିଉକାର୍ କରବାର୍ ଛଡ଼ା ଦୁସରା…

Read More

ମୋର ଗାଁ କେ ଆଏଜ୍ ଦିଆଳି ଆଇଛେ

ମୋର ଗାଁ ଆଏଜ୍ ଦିଆଳି ମାନୁଛେମାଟିର ଦୀପ୍ ଛାଡି ଲିଚୁ ନେଇଛେମୋର ଗାଁ ଆଏଜ୍ ଚମକି ଯାଉଛେମୋର ଗାଁ କେ ଆଏଜ୍ ଦିଆଳି ଆଇଛେ l ନାଇଁ ଆନି ଆଏଜ୍ ମହମ ବତୀଡିବିରୀ ଆଉ ମାଟିର ବତୀମୋବାଇଲ ରେ ଫ୍ଲାସ ଲାଇଟ ଜଳୁଛେମୋର ଗାଁ କେ ଆଏଜ୍ ଦିଆଳି ଆଇଛେ l ତାଳ ଫୁଟୁକା ମିରିଚା ଫୁଟୁକାଚାରି ଆଡେ ଫୁଟୁଛେ କେତେମୋର ଗାଁ ଆଏଜ୍ ଚମକି ଯାଉଛେମୋର ଗାଁ କେ ଆଏଜ୍ ଦିଆଳି ଆଇଛେ l ଘର…

Read More

ଅହଁକାର୍ ଜୁଏ

ଦଁ ଦଁ ଜଲୁଛେ ନିଜର୍ ଘର୍ ଦୁଆର୍ନାଇଁ ଦିସୁଛେ ଆଁଖି ,ପରହର୍ ଘର୍ ଜଲି ଯାଉଛେ ବଲିଦେଖ୍ ତ ଯାଇଛେ ଦେଖି । ନିଜର୍ ଟାକେ ସମହାଲି ନି ପାର୍ବାର୍ଦୁସରା ଠାନକେ ଯାଉଛେ କୁଦି,ନିଜର୍ ଆଁଖି ତ ପରଦା ଢାପି ହଇଛେଦେଖ୍ ଏନରେଗିଆର୍ ବୁଧି । ମୁଇଁ ଆଏଁ ବନେ ବଲି ଦେଖେଇ ହଉଛେପଛାଡ଼େ ତାର୍ ହଜାରେ କନ୍’ହାଁ,ମାଛି ପଛଆଡ଼େ ଭନ୍ ଭନେଇ ଯାଉଛନ୍ଜାନି କରି ଫେର୍ ହଉଛେ ଅଜନା । ଚିକନ୍ ଚାକନ୍ ଉପରେ ଉପରେ…

Read More

ଖଁଡେ କାଗଜ୍ ଆର୍ ମାଁ

ତତେ ଲେଖମି ବଲିଇ ଆକାଶ କେଇ ମାଟି କେଇ ପାନି କେଇ ପବନ୍ କେ ଲେଖି ପକାଲିହେଲେ ତତେ ଲେଖି ନାଇଁ ପାର୍‌ଲି । ତୁଇ ତ ସବୁଠାନେ ଅଛୁ ବୋଲିଇ ପାହାଡ଼ କେଇ ନଦୀ କେଇ ସୁମଦ୍ର କେ ଲେଖି ପକାଲିହେଲେ ତୋର ଗୁନ୍ ଗାଇ ନାଇଁ ପାର୍‌ଲି ତୁଇ ସରବ୍ ମଙ୍ଗଲ୍‌ଦାୟନି ବୋଲିଇ ଦୁଃଖ କେଇ ସୁଖ କେଇ ଜଞ୍ଜାଳ କେମୋର ଆଁଖଲ୍ କେ ଭିଲ୍ ଲେଖି ପକାଲିହେଲେ ତୋର ମହିମାଁକେ ଲେଖି ନାଇଁ…

Read More

ସବୁ ସ୍ବପ୍ନ

ଏ ଧନ ଏଯୌବନ ଅଢେଇ ଦିନରଆଜି ଅଛି କାଲି ନାହିଁକେତେ ଆସି ପୁଣି ବାହୁଡି ଯାଆନ୍ତିହସାଇ କେତେ କନ୍ଦାଇନୁହେ କେ ନିଯର ସବୁ ଏଠି ପରମିଛ ମାୟା ଏ ସଂସାରସୁଖ ବେଳେ ଏଠି ହୁଅନ୍ତି ନିଯରଦୁଃଖ ବେଳେ ସବୁ ପରଲୋତକ ର ନଦୀ ଆପେ ବହି ଯାଏଝରା ଶ୍ରାବଣ ର ବରଷା ପରିଜ୍ରାଗତ ହୁଏ ମନେ କେତେପ୍ରଶ୍ନଭାବିଲେ ନ ହୁଏ ଉତର କରିଶିଶୁ ରୁ ଯୁବକ ଯୁବକ ରୁ ପ୍ରୌଢଏହାହିଁ ସମ୍ ଚକ୍ରନୂଆ ଅଛି ଆଜି ପୁରୁଣା…

Read More