ଅହଁକାର୍ ଜୁଏ

ଦଁ ଦଁ ଜଲୁଛେ ନିଜର୍ ଘର୍ ଦୁଆର୍ନାଇଁ ଦିସୁଛେ ଆଁଖି ,ପରହର୍ ଘର୍ ଜଲି ଯାଉଛେ ବଲିଦେଖ୍ ତ ଯାଇଛେ ଦେଖି । ନିଜର୍ ଟାକେ ସମହାଲି ନି ପାର୍ବାର୍ଦୁସରା ଠାନକେ ଯାଉଛେ କୁଦି,ନିଜର୍ ଆଁଖି ତ ପରଦା ଢାପି ହଇଛେଦେଖ୍ ଏନରେଗିଆର୍ ବୁଧି । ମୁଇଁ ଆଏଁ ବନେ ବଲି ଦେଖେଇ ହଉଛେପଛାଡ଼େ ତାର୍ ହଜାରେ କନ୍’ହାଁ,ମାଛି ପଛଆଡ଼େ ଭନ୍ ଭନେଇ ଯାଉଛନ୍ଜାନି କରି ଫେର୍ ହଉଛେ ଅଜନା । ଚିକନ୍ ଚାକନ୍ ଉପରେ ଉପରେ…

Read More

ଖଁଡେ କାଗଜ୍ ଆର୍ ମାଁ

ତତେ ଲେଖମି ବଲିଇ ଆକାଶ କେଇ ମାଟି କେଇ ପାନି କେଇ ପବନ୍ କେ ଲେଖି ପକାଲିହେଲେ ତତେ ଲେଖି ନାଇଁ ପାର୍‌ଲି । ତୁଇ ତ ସବୁଠାନେ ଅଛୁ ବୋଲିଇ ପାହାଡ଼ କେଇ ନଦୀ କେଇ ସୁମଦ୍ର କେ ଲେଖି ପକାଲିହେଲେ ତୋର ଗୁନ୍ ଗାଇ ନାଇଁ ପାର୍‌ଲି ତୁଇ ସରବ୍ ମଙ୍ଗଲ୍‌ଦାୟନି ବୋଲିଇ ଦୁଃଖ କେଇ ସୁଖ କେଇ ଜଞ୍ଜାଳ କେମୋର ଆଁଖଲ୍ କେ ଭିଲ୍ ଲେଖି ପକାଲିହେଲେ ତୋର ମହିମାଁକେ ଲେଖି ନାଇଁ…

Read More

ସବୁ ସ୍ବପ୍ନ

ଏ ଧନ ଏଯୌବନ ଅଢେଇ ଦିନରଆଜି ଅଛି କାଲି ନାହିଁକେତେ ଆସି ପୁଣି ବାହୁଡି ଯାଆନ୍ତିହସାଇ କେତେ କନ୍ଦାଇନୁହେ କେ ନିଯର ସବୁ ଏଠି ପରମିଛ ମାୟା ଏ ସଂସାରସୁଖ ବେଳେ ଏଠି ହୁଅନ୍ତି ନିଯରଦୁଃଖ ବେଳେ ସବୁ ପରଲୋତକ ର ନଦୀ ଆପେ ବହି ଯାଏଝରା ଶ୍ରାବଣ ର ବରଷା ପରିଜ୍ରାଗତ ହୁଏ ମନେ କେତେପ୍ରଶ୍ନଭାବିଲେ ନ ହୁଏ ଉତର କରିଶିଶୁ ରୁ ଯୁବକ ଯୁବକ ରୁ ପ୍ରୌଢଏହାହିଁ ସମ୍ ଚକ୍ରନୂଆ ଅଛି ଆଜି ପୁରୁଣା…

Read More

ନିଶା

ଲୋକ୍ କହେସନ୍ ମତେ….ମୁଇଁ ବହୁତ୍ ସୁତର୍ ପିଲାମଦ୍ କୁଷୁନା କିଛି ନିଶା ନାଇଁ କରେଁକିଏ ବୁଝାବା ତାହାକୁ…ତୋର୍ ପିରତି ନିଶା ମତେ ଘାରିଛେ… ତୋର୍ ଆଖିର୍ ନିଶା…ମତେ ମତୁଆଲ୍ କରିଛେ…!ସେ ନିଶାନୁ ଉତିରି ନାଇଁ ପାରବାର୍ଫେର୍ କାଏଁ ଦରକାର୍ ମହୁଲି ନିଶାଯେନ୍ ନିଶା ଉତିରି ଯିବା….. ଦରକାର୍ ନାଇଁ ଅଲଗ୍ ନିଶାତାକର୍ ସାଙ୍ଗେ ଉଠାବସାମତେ ତୋର୍ ନିଶା ଘାରିଥାଉମରବାର୍ ତକ୍ ନାଇଁ ଉତୁରୁ କେଭେଁ। ତୋର୍ ନିଶାଥି ମୋର୍ ଜୀବନ୍ ସରୁଫଗୁନ୍ ଆସୁ ଫଗୁନ୍ ଫିରୁହେଲେଁ ନିଶା…

Read More

ଚାହା ବିକୁଥିବା ପିଲାର୍ ସପନ୍

ଚାହା ଚାହା ରଡି ଥିରେଲ୍ ପ୍ଲାଟଫରମ୍ ଗର୍ ଜେଇ ଦେଉଛେ,ଦୁଇ ପଏସାର୍ ଲାଗିଜୀବନ୍ ଟା ବାଜି ଲଗେଇଛେ ,କାଲ୍ ଛୁଇଲେ ଲୁହା ରାକ୍ଷସଟାଯେଚାପି ଦେବାଇ କଥା ଟା ସଭେ ଦେଖୁଛନ୍ ,ବୁଢା ବାପ୍ କେ ବିଡିଗୁଟେଆଉବୁଢୀ ମା’କେ କପଟା ଟେଘିନି ଦେବାର୍ ଆଘ୍ ରୁସଭେ ମରିଗଲେ ନ ।ଇ ପ୍ଲାଟଫରମ୍ ଟାଏକା ତାର୍ ମା ବୁଆ ,ଅଟ୍ କୁ ଅଟ୍ କୁ ନରଦି ଯାଉଛେବାବୁ, ଭାୟା, ଆଁଗିଆ ,ହଜୁରନୁକପ୍ ଟେ ବଢେଇ ଦେଉଛେ ।ବରସ୍ ଯାକର୍ ଯାତ୍ରା…

Read More

‘ମା’

ଶରତ୍ ର ଆକାଶ୍ ତଲୁଁମେଘର୍ ଉହାଡେଁତୋର୍ ମୁହୁଁଟାଝକ୍ ଝକ୍ କରୁଛେ। ଲହରି ଲହରିକାଏଁଶ୍ ଫୁଲ୍ତୋର୍ ସ୍ତୁତିଗାଉଛେ । ଶାଗୁଆ ସୁନ୍ଦରପାଟ୍ ବସନୀତୋର୍ ରୂପ୍ଉଭାଗର୍ କରୁଛେ। ପହପହନୁଁ ଉଦଲାବେଲ୍ ସଥେଁକପାଲେଁ ତୋର୍ଠାନ୍ ପାଇଛେ। ବାମହନ୍ ଟୁଣର୍ସ୍ତୁତି ମଂତର୍ହୁମ୍ କୁଡଁର୍ତେଜ୍ ଲା ଜୁଏ। ମହମହ ଦହନାଧୂପ୍ ଦୀପ୍ ଅଠିପହର୍ମା ଗୋ ତୋର୍ମହିମାଁ ଗାଉଛେ। ଅସୁର୍ ନାସ୍ କାଜେଁଆଇଛୁ ସଥେଁ।ଦିନ୍ ନଅଁଟାତୋର୍ ରହନି। ଅନିଏ କଲେଁମର୍ ବା ଅସୁର୍।କହି ଯାଏସୁଇ କାହାନୀ। ଫିରି ନାଇଁ ଯିବୁଏସୁର୍ ଆଉ।ଅନିଏ ଅତିଆଚାର୍ସାଧୁଛେ ଦାଉ। ପନତ୍…

Read More

ତୁଇ ଆଏସୁ ବଲି

କାଏଁଶ୍‌ ଫୁଲ୍‌ ବଗ୍‌ବଗାନୁ ଫୁଟ୍‌ସିତୁଇ ଆଏସୁ ବଲିଲାଲ୍‌ ଜର୍‌ଜର୍‌ ମନ୍ଦାର୍‌ ଫୁଲ୍‌ଗହଗହ ମହମହ ହେସିଆର୍‌ ଦହନାର୍‌ କଥା କାଣା କହେମିମଗ୍‌ମଗେଇ କହଁର୍‌ ଛୁଟେଇ ଦେସି।ତୁଇ ଫି ବଛର୍‌ ଆଏସୁବନେ କର୍‌ସୁ ମାତୁଇ ଆଏସୁ ବଲି ତ ଆମର୍‌ବୁତ୍‌ରିଲା ଆଶ୍‌ ଫେର୍‌ ଘାଏ ପାଆଁଲି ଉଠ୍‌ସିକୁଲା ଏଡ଼େ ହେସି ହିଆମନ୍‌ ବଲ୍‌ସି ଇ ଖେପ ଆର୍‌ ବଁଚୁତ୍‌ ନାଇଁସବୁ ମହିଷାସୁର ମାନେପିନ୍‌ପିନ୍‌ ଖଁଡ଼ା ତିର୍‌ଶୂଲର୍‌ ଚୁଟେପର୍‌ଛା ହେଇଯିବେ ସୁହାହାଏ କର୍‌ବା ଧର୍‌ତୀ ମାଉସାସ୍‌ ହେଇଯିବା ପୁରଥୀ।ସବୁଥର ହେନ୍‌ତା ହିଁ…

Read More

ତୁଇ ଆମର୍ ଶେଷ୍ ଆଶା

ଲହଣ୍ଡା ନୁ ଗୋଡଭଗା କେମ୍ପ୍ଯିବାର୍କେ ଥିବା ରାସ୍ତାଥିବଢେଟେ ଲଟ୍’କନା ଅଛେ:‘ରେଲୱେ ଫାଟକ୍’,ଛକୁ ଗୋଲକନଗର ଆସ୍’ବ ବଏଲେସେଇ ଗୁଟେ ଫାଟକ୍ ଛେକୁଛେ…!ହଲ୍’ଦିଆ ଆରୁ କଲା କଲା ଦାନ୍ତ୍ ଥିବାଛାଟ୍ ଛାଟ୍ ଜୁଡେ ଲମ୍ ମାଢି,ସବୁବେଲେ ଅଟ୍’କଉ ଥିସନ୍ଲୁକ୍’କୁ ଅକ୍ଷାସ୍ କରି…! ଟ୍ରେନ୍ ଯିବା ଆଗ,ତୁମେ ଯିବ ପଛେ…! ମଲେ ମରୁଥାଉ ପେସେଣ୍ଟ୍ପଛେ ଯିବା ଡାକ୍ତରଖାନା,ଗିନି ବଜଉ ଥ ଖରା ତାତି ଥିକରି ତାରେ ନାରେ ନା…ସ୍କୁଲ୍ କଲେଜ୍ ଯିବାର୍ ଲେଟ୍ ହେଲେମାଷ୍ଟର୍ ଗାଏଲ୍ ଦେବା,ଇଣ୍ଟର୍ଭିଉନ ଫେଲ୍ ହେଲେକା’ର୍ କା’ଣା…

Read More

ମଁl ଆଉଛେ

ଢୋଲ ନିଶାନ ତାସା ର ଶବ୍ଦେଗରଜି ଘୁମରି ଯଉଛେଦେ, ଦେବତା କେ ସଙ୍ଗେ ନେଇକରିଆମର ମା ତ ଆଉଛେ.ସାରା ସଂସାର ଟା ସଜାଗୁଜା ଆଏଜସରଗ ତଲ ପଡୁଛେଧୂପ, ଗୁଆଘି ର କହଁରେ ସଥେମହ ମହ ହେଇ ବାସୁଛେ.ବଛରେ ପରେ ଆଉଛେ ମାଆ ତଦୁଃଖୀ ର ଦୁଃଖ ନେବାକେତାର ଛୁଆପିଲା ର ହାଏର ଗୁହେରମନ ଲଗେଇ ଶୁନବାକେ.ଇନ ଯାହା ଅଛେ ସବୁ ତ ତୋର ମାତୋତେ କିଏ ଦେଇପାରେ? ହୁରୁଦ କରପନୁ ମନପଦ୍ମ ଫୁଲରଖୁଁ ଅଛେ ତୋର ପାହାରେ.ଅନିଏ…

Read More

ଜଗତ୍ ଜନନୀ

ଜଗତ୍ ଜନନୀ ମା ଗୋ ତୁଇଆସିଛୁ ଆଏଜ୍ ଇ ଧରା,ତୋର୍ ବାଟ୍ କେ ଟାକି ରହିଥିଲେସଭେ ବଛର୍ ସାରା ।।ଦୁନିଆଁ ଆଏଜ୍ ଭରିଗଲାନପାପର୍ ଭାରେ ଘଡାଦେଖ୍ ତ ମୁନୁଷ୍ କେତେ ଉତ୍ ପାତ୍ହେଉଛନ୍ ସତେ ବଢା ।।ପିନ୍ଧନ୍ ଉଢନ୍ ସଫା ଚକ୍ ଚକ୍ଦେଖ୍ ତ ଘାଏ ଆଏଜ୍ମନ୍ ଟା ପର୍ ଛା କଲା ତକ୍ ତକ୍ଗଢ୍ ମାଁ ରାମ୍ ରାଏଜ୍ ।।କପଟ୍ ଛନ୍ ଭରି ରହିଛେକର୍ ସି କେତେ ପୂଜା ,ମା ସମ୍ କୁ ତୁଇ ତ…

Read More