
ଗାଁର୍ ଖଲା
ଗାଁର୍ ଖଲା ହେଉଥିଲା ଗହଲ୍ ଚହଲ୍ ,ହମ୍ବା ରଡି ଦେଉଥିଲା । ଖିଲ୍ ଖିଲେଇ ହସୁଥିଲା ଇ ଖଲା ବାଏର୍,ଦିନେ ସେଠାନେ ଖୁଟି ଗାଡି ବଲଦ୍ ଫାନ୍ଦି,ଧାନ୍ ମଡଉ ଥିଲା ହଲିଆ ପିଲା। ବେଲ୍ ଥାଉଁ ଥାଉଁ କାଟି ଆନସି ଧାନ୍ ଅଧା ଅଧା,ଗଦଉ ଥିଲା ଧାନ୍ ଗଦା ଗଦା ଦିଶୁ ଥିଲା ସୁନାମୟେ ଖଲା। ତାର୍ ପାଶେ ଥିଲା କଣ୍ଟା ଫୁଟି ଥିଲା ପଦମ୍,କଇଁ,ଦିଶୁ ଥିଲା ଆମର ଗାଁ ସୁନ୍ଦର। ନା ନା ପ୍ରକାରର ପାନି…