Category: ସମ୍ବଲପୁରୀ କବିତା
ହଁ ଆଶ୍ ତ ଅଛେ
ଆଶ୍ ଅଛେ ବଲି ତ ସଂସାର ଚାଲୁଛେ ଚାରହି କୁତି ବିଶ୍ବାସ କେ ନୁରି ହେଉଛେ ନିଶାସ୍ ମିଲବା ମିଲବା ଦିନେ କେନସି ଠାନେ ସେଭିଲ୍ ଅନ୍ ନିଶାସ୍ ହେଇକରି ତୁମକୁ ଖୁଜୁଛେ ଦେଖୁଁ ମୁନୁଷ ଆର୍ କାଣା ରଙ୍ଗ ସଜଉଛେ ଶରାବନ୍ ତ ଝଙ୍କେର୍ ଭୁଲଲାନ ହେ ଯେନ୍ ସପନ୍ ବୁଝିଥିଲେ ସେମାନେ ଗଜା ମରଡିର୍ ଶିକାର୍ ହେଲାନ ଦୋଷ କାହାକେ ଦେମା ଦୁଃଖିର୍ ଦୁଃଖ୍ ଇହେଦେ ହୁରୁଦ୍ ଖୁଜୁଛେ କେତେଯେ ସକାଲ ପାହିକରି ରାଏତ୍…
ନୂଆଁଖାଇ ତିହାର
ଅଛରା ଅଛରା ବରଷା ପାନି ଖେତ ଖଲା ନ ଭରଲା ପାନି ଉଷତ ହେଇ ଚାଷୀ ଭାଇ ସୁନାର ଫସଲ ଆନଲା ଦାଇ ନୂଆ ଧାନ ଭୋଗ ଲଗେଇ ସମଲେଇ ମାଁ ର ଆଶିଷ ନେଇ ମାନମା ଆମେ ନୂଆଁଖାଇ ଏକଜୁଟ ହେଇ ନାଚି ଗାଇ । ପଛିମ ଉଡ଼ିଶାର ସିଂଘା ପରବ ଭାବ,ପିରତିର ବନ୍ଧନ ରାଗ , ରିଷମି ଭୁଲି କରି ଆମେ ଚିହ୍ନମା ସବକର ମନ୍ ନିଜେ ଖାଇ କରି ପରକେ ଖୁଆମା ଆମେ…
ନୂଆଁଖାଇ
କଲାହାଁଣିର୍ ବହ ମୁଇଁ ଭବାନୀପାଟନା ମୋର୍ ଘର ଛତର୍ ଢାପି ରଖିଥା ମାଁ କରୁଛେଁ ଜୁହାର। ତୁଇ ଗୋ ମାଁ ଇଷ୍ଟଦେବୀ କଲାହାଁଣିର୍ ଶିରୀ ତୋର୍ ପାହା ତଲେ ଗୋ ମାଁ କରୁଛେଁ ଗୁହାରି। ବଛର୍ ଟାକର୍ ତିହାର୍ ଇଟା ଆମର୍ ବଡ୍’ଖା ପରବ୍ ମିଶି ଘୁଲି ରହେମା ସଭେ ସାନ୍ ହେଉ କି ବଡ୍ କର୍’ମା ସବକର୍ ଆଦର୍। ପରବ୍ ଭିତ୍’ରେ ରଜା ଆଏ ବଲି କହେସୁଁ ଶିଘା ତିହାର୍ ଜିଁ ଜାଗିଥିଲେ ଫେର୍ ଭେଟ୍ …
ନୂଆଁଖାଇର୍ ଅନୁଚିଂତା
ଅରନ୍ ଆଏ ଜୀବ୍ ଜଗତର୍ ସବୁନୁ ମୂଲ୍ ଆଧାର୍ ସେ ଅରନର୍ ବଲେ ଅଏସୋ ଚଲୁଛେ ସାରା ସଁସାର୍। ଅରନର୍ ଗୁନ୍ ଯେତେ ଗାଏଲେ କହେଲେ ସରେ ନାଇଁ ସେଥିର୍ ଲାଗି ତ ସଁସାର୍ ସାରା ଗୁନ୍ ଗାଉଛେ ଭାଇ। ସେ ଗୁନ୍କେ ଗାଏବାର୍ ଲାଗି ମାନୁଛୁଁ ହୋ ନୂଆଁଖାଇ ଉସତ୍ ମନେ ଗହକି ହେଇ ଯେତେ ଅଛୁଁ ଭାଇଦାଇ। ଧର୍ତି ମାଆର୍ ହିଆକେ ଚିରି ଧାନ୍ ଖେଡ଼୍ଟେ ପକାସି ଦିହିଁକେ ଦହି ମେଘ୍ ବାଦଲ୍ ପାଏନ୍…
ଭୋକ
ଦେଖ ତ ଲୋକମାନେ କେନତେହି ଖାଲି ଭୋକ୍ ଭୋକ୍ ହେଉଛନ୍ ଆରେ କେତେ ଖାଏଲେ ପେଟ୍ ପୁରବା ଚରି ତ ଗଲନ ସବୁ, ଆର୍ କାଣା ଅଛେ ଯେ ଭୋକ୍ ମେଟାବ ଗାଁର୍ ଆମ ବୁରେଇ ଝାର୍ ଜଙ୍ଗଲ, ବନ୍ଧ, ବନ୍ଧଲି ଗୋଚର ଜମି, ଭାଗବତ ଟୁଙ୍ଗି ମଶାନପଦା, ନାଗବାଚା କୁଠି କେନକେ ଗଲା କେଜାନି ନୁରୁଥ, ଇହାଦେ ହେ ଯେନ ଖେଲପଡିଆ ଥିଲା ସେଟା ଭିଲ୍ ପରେ ହଜି ଯାଇଛେ ଗାଁର ମାଏନ୍ ମାଏନତା ସବୁ…
କବିତାର୍ ଲାଗି କବିତା ଟେ
ତୁଇତ ପୁନି ରାତିର୍, ଜନ୍ ଉକୀଆ ତରାର୍ ଭିଲେ ରହେସୁ, କାଗଜ୍ ଉପ୍ରେ କଲମ୍ ଗାରେ କେତେ କଥା କହେସୁ।(୧) ତୋର୍ ତ ମନ୍ ପବିତର୍,ଜୀବନ୍ ଗଙ୍ଗା, ପାନୀର୍ ଧାରେ ବୁହିସୁ ତୁଇତ କବିର୍ ମନର୍ ସୁଖର୍ ହଣାଁ ଦୁଖ୍ ଥିଲେ ବି ସାଙ୍ଗେ ରହେସୁ (୨) ତୁଇତ ବାର ମାସର୍ ତେର ପରବ୍ ବଛର୍ କେ ବଛର୍ ଆଏସୁ ତୁଇତ…
ଇଟା
ମୁଇଁ ସିନେ ପେଟର୍ ଭୋକ୍ ସହି ନି ପାର୍ଲି ଯେ ତୋର୍ ସହର୍ କେ ଆସଲି, ଇଟା ବୁହି କେଁ ଜାନିଥିଲି ଇନୁ ଇଟା ବୁହିଲେ ପଏସା ନାଇଁ ମିଲେ ପଏସା ଦରକାର୍ ହେଲେ ବୁହିବାର୍ କେ ପଡସି ତୋର ମଦ୍’ଗନ୍ଧିଆ ଦିହିକେ ଛାତିର୍ ଉପରେ, ତୋର୍ ବିଷ ଚରା ଦାଁତ୍ ଖୁଁପାକେ ବେଞ୍ଜାଟି ଲେଖେନ୍ ରଚାବାର୍ ହେସି ବେକ୍ ତଳେ, ଜଙ୍ଘ ଉପରେ ନାହି ବୁଡକି ନୁ ମୋର୍ ଲାଗି ତୁଇ ବି ଗୁଟେ ଇଟା…