
ତମ୍କୁ ମାରୁଛୁଁ ମୁଡ଼ିଆ
ବନ୍ଧା ପଡ଼ିଥିଲା ଭାରତ୍ ମାଆଁଇଂରେଜ୍ ମାନ୍କର୍ ହାତେଁଗୁଡ଼େ ଶିଁକ୍ଲା ମୁଡ଼େ ଆଁକ୍ଡ଼ା ଛାତିଥି ଅଁଗ୍ରା କେତେ।ମା ମାଟିର୍ ଆଁଖଲ୍ ଧାର୍ ଦେଖିଛୁଆର୍ ହୁରୁଦ୍ ଫାଟେଝଁପେଇ ହେଲେ ଉଲ୍ଗୁଲାନ୍ଥିଯାଉ ଜୀବନ୍ ପଛେ।ଗାଲି ସେହେଲେ ମାର୍ ସେହେଲେଛାତିକେ ପଥର୍ କରିଗୁରା ଫଉଜର୍ ବନ୍ଧୁକ୍ ଗୁଲିକେମୁଟେ ନାଇଁ ଯାଇ ଡରି।ଛୁଆନୁ ବୁଢ଼ା ଗାଆଁ ଗଁଡ଼ାସହର୍ ନଗର୍ ପରାହମ୍ ଭେଲେଭେଲେ ଝଁପେଇ ହେଲେକେତେଯେ ଧାଂଗ୍ରି ଧଂଗ୍ରା।ଇନ୍କିଲାବ୍ ଜିଂଦାବାଦ୍ ନାରାଗଗନ୍ ପବନ୍ କଁପ୍ଲାଗୁରା ଫଉଜର୍ ଥର୍ଲା ହିଆପଲାବାର୍ ବାଟ୍ ଖୁଜ୍ଲା।ଦେଶର୍ ଲାଗି ଏତ୍କି ଲୁକର୍ତ୍ୟାଗ୍…