ସମିୟାଁ
ସମିୟାଁ କାଏଁ ଗାଡିଥି ଆଏସି ଯେ ଜୁଗିଛୁସମିୟାଁ ତ ଗୁଟେ ମାୟା ୟେକାଲି ବି ଥିଲାଆଜି ବି ଅଛେକାଲି ବି ଥିବାଯଉଥିବା- ଆସୁଥିବାଇଟାତୋ ପର୍ କୁତିର ଦୟା ୟେ।ସମିୟାଁ କେନ୍ ଗାଡିଥି ଆଏସି ଭାଏଲ୍ଯେ, ପଞ୍ଚର୍ ହେଲେ କେନ ରହିଯିବାଯାନିଥା, ଘଡିର କଣ୍ଟା ଥେବି ଦେଲେବିସମିୟାଁ ଚାଳିବାର ଟା ଚାଲୁଥିବା।ତୁଇ ସିନା ଜାନସୁ ଦିନ୍, ବାର୍, ମାସ୍ ,ବଛର ତିଥିସମିୟାଁ କେଁ ଜାନସି ଖରା, ବର୍ଷା, ଶିତ୍ ରାତି।ସମିଆଁର ଗୁଡ଼ ନାଇନ ବି ଆକ୍ କେ ଯଉଛେ…