ଟିକି ଚିନ୍ତନ

ସହିବା,ନଇଁବା,ପାଳିବାର ଗୁଣନାରୀ ପାଖେ ଥାଏ ଯେବେ,ଧୀର,ନମ୍ର,ଶାନ୍ତ,ସ୍ୱଭାବରେ ଗୃହପରିଣତ କରେ ସ୍ୱର୍ଗେ।ମନ ତଳ କୋହ,ଆଖିତଳ ଲୁହଲୁଚାଇ ଯେ ନାରୀ ହସେ,ଶତ୍ରୂତା ସ୍ୱଭାବ,ଥିବା ମନୋଭାବଶତ୍ରୁ ବି ଶରଣ ପଶେ।ସବୁଠାରୂ ନାରୀ ଶ୍ରେଷ୍ଠ,ଶ୍ରେଷ୍ଠତାର ଗୁଣେ,ଦେବୀର ସମ୍ମାନେରହିଛି ସଦା ସେ ଉଚ୍ଚ।ନାରୀ ସୁଲଭର ଗୁଣେ,ଘର, ପରିବାର,ସମାଜ ଓ ରାଷ୍ଟ୍ରବଦଳିଯାଏ ବି ଦିନେ। ବିବାସିନୀ ପଟ୍ଟନାୟକକାଳୁପଡା ଘାଟଖୋର୍ଦ୍ଧା

Read More

ପ୍ରଭାତ ଚିନ୍ତନ

ପ୍ରାର୍ଥନାରେ ଅଛି ଅଦ୍ଭୁତ ଶକ୍ତିମନେ ଭରି ଦିଏ ଅସୀମ ଭକ୍ତିପ୍ରାର୍ଥନା ବଢାଏ ଆତ୍ମବିଶ୍ବାସଅନ୍ଧାର ପଥେ ଆଲୋକର ଆଶପ୍ରାର୍ଥନାମୟ ହେଉ ଏ ଜୀବନଏତିକି ଗୁହାରୀ ଚକାନୟନ 🙏 ପ୍ରଣତି ମହାପାତ୍ର

Read More