ଦଦରାର ମୂଲ୍ୟ

ମଣିଷ ଜୀବନ ଯେ, ରହସ୍ୟମୟ। ଏହି ରହସ୍ୟ ଉନ୍ମୋଚନ ପାଇଁ ଚାଲିଛି ପ୍ରଚେଷ୍ଟା। କୋଟି କୋଟି ବର୍ଷର ଅନୁସନ୍ଧାନ ତଥାପି ଜିଜ୍ଞାସାର ଅନ୍ତ ହୋଇନି। ଏହାରି ମଧ୍ୟରେ ମଣିଷର ବ୍ୟାପକ ପରିବର୍ତ୍ତନ ଘଟିଛି। ସ୍ଥାନ, କାଳ ଓ ପାତ୍ର ଅନୁଯାୟୀ ସେ ପାଇ ଚାଲିଛି ସ୍ନେହ, ଶ୍ରଦ୍ଧା, ସମ୍ମାନ କିମ୍ବା ଅବହେଳା ଓ ତିରସ୍କାର। ଠିକ୍ ସେଇ ସାମଗ୍ରୀ ଭଳି ଯାହା ଦିନେ ସମସ୍ତଙ୍କ ପାଇଁ ମହତ୍ବପୂର୍ଣ୍ଣ ଥିଲା। ସମୟ ବିତିବା ସହ ଦଦରା ହୋଇ ଘରର…

Read More

ନ୍ୟୁରୋଗ୍ରାଫିକ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍

ଯେତେବେଳେ ମୁଁ ଜେଣ୍ଟାଙ୍ଗଲ୍ ଆର୍ଟ ମାଧ୍ୟମରେ ମେଡିଟେସନ୍ ବିଷୟରେ ଆଲାଚନା କରିଥିଲି, ଲେଖାଟି ସମ୍ପୂର୍ଣ୍ଣ ପଢିବା ପୂର୍ବରୁ ହିଁ ଜଣେ ଭଦ୍ରବ୍ୟକ୍ତି ମେସେଜ୍ କରିଥିଲେ, ‘ହଁ ଯେ ମାଡାମ୍, ଏଥିରେ ମେଡିଟେସନ୍ କେମିତି ହେବ?‘ସାଧାରଣତଃ ସମସ୍ତେ ଭାବନ୍ତି ଯେ ‘ମେଡିଟେସନ୍’ର ଅର୍ଥ ପଦ୍ମାସନ ନହେଲେ ଚକାମାଡି ଏକାନ୍ତରେ ଆଖି ବନ୍ଦ କରି ବସିବା। ନା’ ମେଡିଟେସନ୍ ବା ଧ୍ୟାନ ପ୍ରକୃତ ଅର୍ଥ ହେଉଛି ମନକୁ ଶାନ୍ତ ଓ ସ୍ଥିର କରିବା, ଏକାଗ୍ରତା ବଢାଇବା, ଆତ୍ମସନ୍ତୋଷ ଓ ଆତ୍ମତୃତ୍ପି…

Read More

କବି ମାନସ ଓ ରହସ୍ୟ ଚେତନା

କବି ମାତ୍ରେ ଦାର୍ଶନିକ । ମୁଁ କ୍ଷୟଶୀଳ ଶରୀର ଅସାରତକୁ ଅତିକ୍ରମ କରି ପରମାତ୍ମାଙ୍କର ଅଂଶ ବିଶେଷ ରୂପେ ଉପଲବ୍ଧି ହେଲେ ସେହି ସ୍ୱୟଂଭୂ ଉପଲବ୍ଧିରୁ ଦର୍ଶନ ଜନ୍ମେ । ବାଂଙ୍ମୟ ଦର୍ଶନ କାବ୍ୟିକ ଅଭିବ୍ୟକ୍ତିରେ କବିତାର ସୃଷ୍ଟି । ପଞ୍ଚ ଇନ୍ଦ୍ରିୟ ଅତିରିକ୍ତ ଷଡ଼ ଇନ୍ଦ୍ରୀୟର ଅଧିକାରୀ କବି କଳ୍ପନା ଦ୍ଵାରା ପ୍ରବେଶ କରେ ଏକ ଅଲୌକିକ ଜଗତରେ ତହିଁରୁ ଜନ୍ମ ନିଏ କବିତା । କବି ମାତ୍ରେ ତେଣୁ ଦାର୍ଶନିକ । କାବ୍ୟ ସାହିତ୍ୟ…

Read More

କିଣି ପଢିବା

ଦିନେ ଦୁଇଦିନ ତଳେ ଗୋଟେ ବୁକଷ୍ଟଲ ରେ ଠିଆହୋଇ କିଛି ବହି ଦେଖୁଥିଲି।ଜଣେ ଭଦ୍ରଲୋକ ଆସି ଏକ ପେପର୍ ମାଗି ପଢିବା ସହ ‘ଦେଖ ମୋର କବିତା ବାହାରିଛି’ କହି ବହିଦୋକାନୀ ପିଲାଟିକୁ ଦେଖାଇଲେ ।ଭଦ୍ରଲୋକ ଜଣେ କବି ଜାଣି ଖୁସି ଲାଗିଲା। ତାପରେ ସେ କିଛି ଅନ୍ୟାନ୍ଯ ପତ୍ରିକା ଦେଖି ସେଥିରୁ ରୁ ନିଜର ଆଉ ଏକ କବିତା ପାଇ ଗଦ୍‌ଗଦ୍ ହୋଇ ଲେଖାଟିଏ କିପରି ଜନ୍ମିତ ପିଲା ଠାରୁ ଅଧିକ ତା ଉପରେ ଏକ…

Read More

ପ୍ଲେଜାରିଜମ୍: ଡିଜିଟାଲ୍ ଯୁଗ ଓ କପିକରା ସାହିତ୍ୟ

           ତିନି ବର୍ଷ ତଳେ ଗୋଟିଏ କୋରିଆନ୍ ଭିଡିଓ ଦେଖିଥିଲି। ଉକ୍ତ ଭିଡିଓରେ ଜଣେ ସୁନ୍ଦରୀ ତରୁଣୀ ଧଳା ଜିନ୍ସ ଏବଂ କ୍ରପ-ଟପ୍ ପିନ୍ଧି ସହରର ରାସ୍ତାରେ ଚାଲିକି ଯାଉଥିବା ସମୟରେ ଅନେକ ଲୋକ ତାଙ୍କୁ ବୁଲି ବୁଲି ଚାହିଁ ହସୁଥିଲେ, ନିଜ ଭିତରେ ଚୁପଚୁପ କଥା ହେଉଥିଲେ। କିଛି ସମୟ ଝିଅଟି କିଛି ନବୁଝି ପାରି ଚାରି ପାଖର ଲୋକଙ୍କୁ ଚାହିଁ ସେମିତି ଚାଲୁଥିବା ସମୟରେ ହଠାତ୍ ଜଣେ ଯୁବକ,…

Read More