ମୋତେ ଭୁଲିଯିବନି ମୁନୁ

ଦିନକର ନିଜ କର୍ତ୍ତବ୍ୟ ସାରି ଫେରି ଯାଉଥାନ୍ତି। ରକ୍ତିମ ଆଭାରେ ପଶ୍ଚିମାକାଶ ଅଧିକ ସୁନ୍ଦର ଦେଖାଯାଉଥାଏ।ଶୀତୁଆ ପବନ ହାଲୁକା ହାଲୁକା ଭାବେ ଆସି ଦେହରେ ବାଡେଇ ହେଉଥାଏ। ଉପର ଛାତରେ ନୀରବରେ ମାଧବ ବାବୁ ବସିଥାନ୍ତି।ମନଟି ସେଦିନ କାହିଁକି ଅଜଣା ଭାରାରେ ଭାରାକ୍ରାନ୍ତ ଥାଏ। ହାତରେ ଡାଏରୀ ଓ କଲମ।କିନ୍ତୁ ଲେଖିବାକୁ ଇଚ୍ଛା ନାହିଁ। ଅନେକ ଚିନ୍ତା ମୁଣ୍ଡ ଉପରେ।ଆଜିର ପରିସ୍ଥିତିରେ ଘର ଚଳାଇବା କି କଷ୍ଟ।ଓହୋ ! ବେସରକାରୀ ଚାକିରୀ।ଦରମା ମାପଚୁପ। ହିସାବରେ ହିଁ ଚଳିବାକୁ…

Read More

ଅଧୁରା ପ୍ରେମ କାହାଣୀ (୨ୟ ଭାଗ )

ଆମେ ପ୍ରଥମ ଭାଗ ରେ ଦେଖିଲେ ଆକାଶ ଯୋଉ ବର୍ଷା କୁ ନିଜ ଠୁ ଅଧିକ ଭଲ ପାଉଥିଲା ତାକୁ ଆଉ ଜଣେ ଝିଅ ପାଇଁ ନିଜ ଠୁ ଦୂରେଇ ଦେଇଥିଲା । କିନ୍ତୁ ବର୍ଷା ତା ସବୁ ସ୍ମୃତି କୁ ସାଥିରେ ନେଇ ,ଆକାଶ ପୁଣି ଫେରିବ ବୋଲି ବିଶ୍ୱାସ ରଖି ଆଗେଇ ଚାଲିଥିଲା । ବର୍ଷା ଆଉ ଆକାଶ ମଧ୍ୟରେ ଦୂରତା ବଢ଼ି ଚାଲିଥାଏ । ଏମିତି ବହୁତ ସମୟ ବିତି ଗଲା ,…

Read More

ମଦ ରେ ଆଉ କେତେ ଦୁଃଖ ଦେବୁ

କୃଷ୍ମଚଦ୍ରପୂର୍ ନାମରେ ଗୋଟିଏ ଛୋଟ ଗାଁ ଥିଲା । ସେହି ଗାଁ ରେ ପ୍ରାୟତଃ ୮୦ ରୁ ୯୦ ଘର ବସବାସ କରୁଥାଆନ୍ତି ସେହି ଗାଁ ରେ ଦୁଇ ଟି ବନ୍ଧୁ ମଧ୍ୟ ରହୁଥାନ୍ତି ଗୋଟିଏ ହେଲା ଶଙ୍କରା ଆଉ ଗୋଟେ ଅଶ୍ଵିନୀ ଦୁଇଜଣ ଅତ୍ୟନ୍ତ ଘନିଷ୍ଟ ବନ୍ଧୁ । ଶଙ୍କରା ର ପରିବାର କହିଲେ ଚାରି ଜଣ, ୧୭ ବର୍ଷ ର ପୁଅ ,୧୫ ବର୍ଷ ର ଝିଅ ଓ ସ୍ତ୍ରୀ ।ଶଙ୍କରା ଓ ଅଶ୍ଵିନୀ…

Read More

ଭୂତ ଉପାଖ୍ୟାନ

ଭୁତ ଉପାଖ୍ୟାନ ମଣିମାଳା ଙ୍କ କଥା କୁ ନାତୁଣୀ ସିନୁ ଆଁ କରି ପିଇ ଯାଉଥାଏ ଖାଲି l ମଝି ମଝି ରେ କଥା ଟା ଟିକେ ନିରସ ମନେ ହେଲେ ପ୍ରଶ୍ନ ଗୋଟେ ଗୋଟେ ପଚାରୁ ଥାଏ ଯେ ପୁଣି ଗପ ଟି ନୂଆ ଦିଗ ରେ ମୁହାଁଉଥାଏ l —ମା ଭୁତ ଦେଖିବାକୁ କେମିତି ? —ଭୁତ ହେଉଛି ଗୋଟେ ଛାଇ l — ହେଲେ ତୁମେ କହିଲ ଯେ ଭୁତ ପୁଣି ମଣିଷ…

Read More

ଅଧୁରା ପ୍ରେମ କାହାଣୀ

ଆକାଶ ଓ ବର୍ଷା ବହୁତ ଭଲ ସାଙ୍ଗ ଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କ ମନ ରେ ପ୍ରେମ ର ଭାବନା ଜାଗି ଉଠି ଥିଲା , ହେଲେ କେହି କାହାକୁ କହି ପରୁ ନଥିଲେ । ହଠାତ୍ ଦିନେ ଦୁହେଁ ଗୋଟେ ସ୍ଥାନ ରେ ଭେଟ ହେଲେ ଆଉ ସେଠି ଦୁଇ ଜଣ କିଛି ସମୟ ବସି କଥା ବାର୍ତ୍ତା ହେଲେ । ଆଉ କଥା ରେ କଥାରେ ଦୁହେଁ ଜାଣି ପାରିଲେ ଯେ…

Read More

ବିନା ସ୍ୱର୍ଥେ କାର୍ଯ୍ୟ କରେ ଯିଏସଭିଙ୍କ ମନ କିଣେ ସିଏ।

ଏକ ଛୋଟ ଗାଁରେ ଗୋବିନ୍ଦ ନାମ ରେ ଜଣେ ଚାଷୀ ବାସ କରୁଥିଲା। ସେ ଏକ ବଡ଼ ମନର ଲୋକ ଥିଲା ଏବଂ ସେ ତାର ପରିବାରକୁ ଖୁବ୍ ଭଲ ପାଉଥିଲା । ତାର ପରିବାର କହିଲେ ଛୋଟ ଝିଅ ଦେବୀ ଏବଂ ଛୋଟ ପୁଅ ଶିବା, ଏହି ଦୁଇଜଣ ତା ପାଇଁ ତାର ସବୁ କିଛି ଥିଲେ । ଜୀବନରେ ତାର ଲକ୍ଷ୍ୟ ଗୋଟେ ସେ କେମିତି ଛୁଆ ଦୁଇ ଟାଙ୍କୁ ଭଲ ପାଠ ପଢ଼ାଇ…

Read More

ବୃତ୍ତି

ଭାରି ଖୁସି ଲାଗୁଥିଲା ପୁଅ ର ଉନ୍ନତି ଦେଖି l ଯେତେହେଲେ ବାପା ପରା l କୋଉ ବାପା ନ ଚାହେଁ ତା ଠାରୁ ତା ପୁଅ ଅଧିକା ହେଉ ବୋଲି ? ପୁଣି କୌଳିକ ବୃତ୍ତି ମାନେ ବିକାଶ ବାବୁ ଡକ୍ଟର ଏବଂ ତାଙ୍କ ପୁଅ ସୁପ୍ରତିମ ବି ସେଇ ରାସ୍ତା କୁ ଆପଣେଇଲା ଯଦି ଖୁସି ର କଥା ଓ ଏବେ ସିଏ ପୁଅର ଭବିଷ୍ୟତ ନେଇ ନିଶ୍ଚିନ୍ତ l ତାଙ୍କ ପୁଅ ବି…

Read More

ପ୍ରେମ ର ଭାଗ୍ୟ

ବଡ଼ ସହରଟିର ଛୋଟିଆ ପାର୍କ ଭିତରେ ଭାଲେଣ୍ଟାଇନ୍ସ ଡ଼େ ର ପ୍ରେମୀ ଯୁଗଳ ଙ୍କୁ ଠାଏ ଠାଏ ଦେଖିବାକୁ ମିଳୁଥିଲା ସେଦିନ l ଅନ୍ୟ କେତେଜଣ ଏମିତି ଉଦ୍ଦେଶ୍ୟ ବିହୀନ ହୋଇ ପଶି ଆସିଥିଲେ ଟିକେ ଘେରାଏ ବୁଲି ଆସିବା ପାଇଁ ନହେଲେ ଦିନ ଏଗାରଟା ରେ କାହାର କାମ ନାହିଁ ଯେ ପାର୍କ ବୁଲିବାକୁ ଯିବ, ଆଜିକାଲି ତ ରାତି ରେ ହିଁ ପାର୍ଟି କରିବା ପାଇଁ ଲୋକ ପସନ୍ଦ କରୁଛନ୍ତି l ଝିଅଟିଏ ଅଳ୍ପ…

Read More

ପ୍ରିୟତମା

ଘରେ ତେଳ ଲୁଣର ବଜେଟ୍ ସମ୍ଭାଳୁଥିବା ଘରଣୀ ହଠାତ୍ ଚେତାବନୀ ଦେଲେ, ବହୁତ ହୋଇଗଲା। ଏଥର କବିତା ଲେଖା ବନ୍ଦ କର। ଦେଖ ଦୁନିଆଁ କେବେଠୁ ବଦଳିଗଲାଣି। ଆଉ ତୁମେ ଭଙ୍ଗା ଚେୟାର୍ ଭଳି ସେମିତି ଗୋଟିଏ କଣରେ ପଡ଼ିଥାଅ। କ’ଣ ମିଳୁଛି ସେଥିରୁ ଯେ।ଘରଣୀଙ୍କ ମଥା ହଠାତ୍ କାହିଁକି ଘୁରିଲା କିଛି ବୁଝିବା ଆଗରୁ ଆଉ ଏକ ବିସ୍ପୋରଣ। ଦରଦାମ୍ କେବେଠୁ ଆକାଶ ଛୁଆଁ ହେଲାଣି। କିଛି ଜାଣିପାରୁଛ ନା ନାହିଁ। ଏଥର ତ ଆଉ…

Read More