
ଅଜଣା ସମ୍ପର୍କ
ସମ୍ପର୍କ ଏମିତି ଏକ ଶବ୍ଦ ଯାହା ମଜବୁତ ବନେଇ ଦିଏ ଦୁଇଟି ପକ୍ଷକୁ। ଆଉ ସମ୍ପର୍କର ସୂତା ଖିଅଟା ଯେତେବେଳେ ଛିଣ୍ଡି ଯାଏ ନା ବହୁତ କଷ୍ଟ ହୁଏ। ସମ୍ପର୍କ କେବେ ମିଠା ଜହ୍ନରାତି ତ କେବେ ଅମାବାସ୍ୟାର ଚନ୍ଦ୍ର। କେବେ ବସନ୍ତର କୁହୁତାନ ତ କେବେ ବୈଶାଖର ଧୁ ଧୁ ଝାଞ୍ଜି। ସମ୍ପର୍କ ଦୁଇଟି ଆତ୍ମାର ମଧୁଗୀତି, ପୁଣି କେବେ ଦୁଇଟି ହୃଦୟକୁ ଭାଙ୍ଗି ଦେଇଥିବା ନିଷ୍ଠୁର କଳାପାହାଡ।ବେଳେ ବେଳେ କିଛି ଅଜଣା ସମ୍ପର୍କ ନିଜଠୁ…