
ବୃଦ୍ଧା କାଳେ ବୃଦ୍ଧାଶ୍ରମ ସନ୍ତାନଙ୍କ ପ୍ରତିଦାନ
ମାତା ପିତା ଠାରୁ ନାହିଁ ବଡ ଗୁରୁନଭ ଧରା ପରି ମନ ।ତାଙ୍କ ଠାରୁ ଜ୍ଞାନ କରି ଆହରଣଜୀବନକୁ କର ଧନ୍ୟ। ବିଶାଳ ହୃଦୟ ଉଦାର ଆଳୟଅମୃତ ସାଗର ସମ।ପ୍ରତିଦାନ ତାଙ୍କ ଦେଇ କି ପାରିବସୁଝି ପାରିବ କି ଋଣ। ବହୁ ଦୁଃଖ ସହି ପାଆନ୍ତି ସନ୍ତାନପ୍ରଭୁଙ୍କ ଆଶିଷ ନେଇ।ତାଙ୍କୁ ପାଲି ଥାନ୍ତି ଅତି ଯତନ ରେନିଜ ମାଂସ ରକ୍ତ ଦେଇ। ଛୋଟ ରୁ ବିରାଟ କରିଥାନ୍ତି ସତଅବ୍ୟକ୍ତ ବେଦନା ସହି ।ଆଶା ରଖିଥାନ୍ତି ବୃଦ୍ଧା କାଳେ…