କଳିଯୁଗ

ମୋବାଇଲ କଲା ବାଇ ରେ ଭାଇନାଶୁଣ ହେଲା କଳିଯୁଗବାପ ପୁଅ କଥା ହେଉନାହିଁ ଆଉପଚାରିଲେ ଭାରି ରାଗ ।।ଭାଇ ଭଉଣୀ ର ନାହିଁ ଆଉ ସ୍ନେହକଥାରେ କଥାରେ କଳି ,ଆଉ ଆଗ ଭଳି ନାହିଁ ସେ ସରାଗ,ଯୁଗ ଆଜି ପରା କଳି ।।ବାପା ମାଆ କୁ ପୁଅ ଚିନ୍ନହେ ନାହିଁଭରିଯା କୁ ପାଏ ଭଲ,ମାଆ ବାପା ଆଜି ଲାଗୁ ଅଛି ବୋଝ,ଏକି ଦଶ। ପ୍ରଭୁ ଦେଲ ।।ବନ୍ଧୁ ପରିଜନ ସୁଖରେ ନିଜରଦୁଃଖ ବେଳେ ଦେଖା ନାହିଁ,ମଣିଷ ପଣିଆ…

Read More

ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନିରାତାରାତି ସବୁ ଭାଙ୍ଗି ଯାଆନ୍ତାଗଢ଼ିଉଠିଥିବା ଯେତେସବୁ ଅନାଥ ଏବଂ ବୃଦ୍ଧାଶ୍ରମ। ସବୁ ପୁଅବୋହୂଙ୍କହୃଦୟରେ ଲହଡ଼ି ଭାଙ୍ଗନ୍ତା ଦୟାର ଗଙ୍ଗାମାନ ଅଭିମାନରାଗ ଅହଂକାରସବୁକିଛି ଧୋଇ ହୋଇ ବହିଯାନ୍ତା ବୟାଅଶୀର ବଢ଼ୀପରି ସମୟ ସୁଅରେ ଏମିତି ହୁଅନ୍ତାନିଘୃଣାସବୁକରୁଣାର ଫୁଲ ହୋଇ ଫୁଟନ୍ତେମରି ଯାଇଥିବା ସେଇ ମନ ଅଗଣାରେମହମହ ବାସି ଉଠନ୍ତା ଘରଯେମିତି ବାସି ଉଠୁଚି ଶ୍ରୀମନ୍ଦିର। ରିତିନୀତି ସଂସ୍କୃତି କୁ ନେଇହସଖୁସିରେ ଫାଟି ପଡ଼ନ୍ତା ସମୟଇର୍ଷାରେ ବି କୁହନ୍ତେ ଜଗନ୍ନାଥମୋରଛତିଆ ଯିବାର ନାହିଁ,କି ଲୋଡ଼ା ନାହିଁ ମନ୍ଦିରରଖିବାର ଅଛି…

Read More

ମୋ ଜୀବନର ଚଲା ପଥରେ…..

ମୋ ଜୀବନର ଚଲା ପଥରେ…..ମୁଁ ହସିବାକୁ ଭଲ ପାଏଁତାମାନେ ନୁହେଁ ଯେମୁଁ କାନ୍ଦି ଶିଖିନିମୋ ପାଇଁ କାନ୍ଦିବା ନୂଆଁ କଥା ନୁହେଁଆଖିର ଲୁହ ତ ପିଇବାମୋର ଅଭ୍ୟାସ ହେଲାଣି ।ଅନେକ ଥର ମୁଁଭୋକରେ, ସ୍ବପ୍ନ ରେ, ଆଶାରେ ଜଳିଛିକିନ୍ତୁ କେବେ ପାଉଁଶ ହୋଇନି ।ବାସ୍ତବିକ।ମୋ ପାଦରେ ହଜାରେ ସମସ୍ୟା ର ଜଞ୍ଜିର୍ତଥାପି ମୁଁ ଜିଇଁ ଛିମୁଁ ସଂଘର୍ଷ କରି ବଞ୍ଚିବାକୁ ଚାହେଁତା ମାନେ ନୁହେଁମୋ ଜୀବନରେ ଦୁଃଖ ନାହିଁ ।ଅନେକ ଅଭାବ ଅସୁବିଧା ଅସମୟରେ ଆସେତଥାପି ମୁଁ…

Read More

ଜରାଶ୍ରମ

ଦଶମାସ ଗର୍ଭେ ଧରି ସନ୍ତାନ କୁଦେଇଥିଲା ପରିଚୟପାଦେ କଣ୍ଟାଟିଏ ଫୁଟିଗଲେଝରି ଯାଉଥିଲା ଆଖିରୁ ଲୁହ llଦୀପଶିଖା ପରି ନିଜେ ଜଳି ଜଳିକରୁଥିଲା ସିଏ ଆଲୋକ ପ୍ରଦାନତ୍ୟାଗ ସଂଘର୍ଷ ବଳିଦାନସର୍ବ ଉତ୍ସର୍ଗୀତ ଥିଲା ତା ଜୀବନ llମାନଅଭିମାନ ଲହୁଲୁହ ଇଛାବାଞ୍ଛାସବୁ ଲୁଚାଇ ସେ ହୃଦୟ ଭିତରେନିଜକୁ ନିଜେ ସଂକୁଚିତ କରିରହିଥିଲାଆପଣା ପୃଥିବୀରେ llଅତୀତଟା ସମ୍ମୁଖ ରେ ହୁଏ ଉଦ୍ଭାସିତହୃଦୟ ଟା ବେଦନାରେ ଖଣ୍ଡ ବିଖଣ୍ଡିତନିଜ କର୍ମ କୁ ଆଦରି ଆଜି ଶୂନ୍ୟହସ୍ତ , ଦୁଃଖ ବେଦନାରେ ହୃଦୟ କ୍ଷତାକ୍ତ…

Read More

ଏଇ ଜୀବନଟା ଜୀବନ ନୁହେଁ

ବାପା ମା ସ୍ନେହ ଛୁଆ ପାଉନାହିଁଯଦି ହଷ୍ଟେଲରେ ଦିନ କାଟୁଛି…..ମା ପଣତକାନି ମିଳିପାରୁ ନାହିଁମା ଯଦି ଡ୍ରେସ୍ ପିନ୍ଧୁଛି…..!! ଅଜା ଆଇ ଗପ ଶୁଣିପାରୁ ନାହିଁଛୁଆ ମୋବାଇଲ ଖେଳୁଛି…..ମା ହାତ ରନ୍ଧା ଭଲ ଲାଗିବ ନାହିଁଅନଲାଇନ୍ ରେ ଖାଦ୍ୟ ଆସୁଛି…..!! ପୁଅ ବୋହୂ ସେବା ମିଳିବ ନାହିଁପୁଅ ବଡ ଚାକିରି କରିଛି…..ବାହାନା ଦେଖେଇ ନିଜ ସ୍ତ୍ରୀ ସାଥେବିଦେଶରେ ଦିନ କାଟୁଛି….!! ଭାଇ ଭାଇ ମଧ୍ୟେ ଝଗଡ଼ା ଲାଗିବଯଦି ମାଇପ ବୁଦ୍ଧିଆ ହୋଇଛି…..ସ୍ବାମୀ ସ୍ତ୍ରୀ ସମ୍ପର୍କ ଭଲ ହବ…

Read More

ଯନ୍ତ୍ରଣାର ହାଇଫେନ୍

ବିସ୍ତରଣଶିଳ ଇତିହାସର ଡାଳ ପତ୍ରକୁମାଟିରେ ଗୁଞ୍ଜିଦେଇକଳା ଘୁମର ସେଇ ଆକାଶର ବେଣୀରେଚମକୁଥାଏ ଚିକମିକ୍ ବିଜୁଳୀବର୍ଷା ଝରିଗଲା ପରେ ପବନର ଆଉ ପ୍ରାଣ କାହିଁ??ସକଳ କ୍ଳାନ୍ତିକୁ ଭୁଲି ଘୂର୍ଣିବାୟୁରେ ରୂପାନ୍ତରିତ ହେବା ପାଇଁ!!ଛୁଇଁ ବାକୁ ପାହାଡ଼, ଝରଣା, !!ଆଉ ସବୁ ଦିଗ୍ ବଳୟ…..??ଜହ୍ନ ମାମୁଁ କୁ ତୋଳି ଆଣିଛାତିରେ ଜାବୁଡ଼ି ଧରିବାର ଇଛା!ଝାଉଁ ବଣର ଦୀର୍ଘଶ୍ୱାସ କୁ ଆଲିଙ୍ଗନ କରିସମ୍ଭବତଃ ତାକୁ ପାଇ ଯିବାର ପ୍ରେମାଞ୍ଜନ! ଉଦୁଉଦିଆ ଖରାର ଟହଟହ ହସବେଳେ ବେଳେ ଉପହାସ ଭଳି ମନେ ହୁଏତା…

Read More

ହେ କଳାବଦନ କମଳ ନୟନ

ହେ କଳାବଦନ କମଳ ନୟନଘେନ ମୋ ମାଗୁଣି ଥରେନୀଳସିନ୍ଧୁବାସୀ ପ୍ରଭୁ ବ୍ରହ୍ମରାଶିଆଶ୍ରା ଦିଅ ଚରଣରେ। ଜୀବନ ଜାତକ ଲେଖିଲ ପ୍ରଭୁ ହେସୁଖ ଛାଇ ପଡେ ନାହିଁଦୁଃଖୀଟିଏ ବୋଲି ମନ ଊଣା କେବେକରି ନାହିଁ ଭାବଗ୍ରାହୀ। ଡ଼ରିଗଲ ପ୍ରଭୁ କାଳିଆ ସାଆନ୍ତସୁଖର ମୋହରେ ଜଡ଼ିଭୁଲିଯିବି କାଳେ ତୁମ ଜପାମାଳୀମାୟା ଅନ୍ଧକୂପେ ପଡ଼ି। ଦୁଃଖର ଥାଳକୁ ଦେଇଛ ଧରେଇଦିବାନିଶି ଭଜୁଥିବିକଳାବଦନ ମୋ କମଳ ନୟନତୁମ ନାମ ଗାଉଥିବି। ଷାଠିଏ ପଉଟି ଭୋଗକୁ କାଳିଆକରିବିନି କେବେ ଆଶାଟଙ୍କ ତୋରାଣିରେ ଶୋଷ ମୋ…

Read More

ଲୁହ

ଲୁହ ମୋର ଯେତେ ନିଜରକେହି ନୁହେଁ ଆଉ ସେତେ ଆପଣାର ଭାଇ ବନ୍ଧୁ ଯେତେ ସଖା ସହୋଦରକେତେବେଳେ ଆତ୍ମୀୟ ତ’ କେତେବେଳେ ଲାଗନ୍ତି ପର ଲୁହ ଏକା ଯିଏ ପ୍ରିୟ ମଧ୍ୟରେ ମୋର ହୁଏ ଗଣାସୁଖରେ ହେଉ କି ଦୁଃଖରେ ହେଉମନ କରେ ନାହିଁ କେବେ ସେ ଉଣା ଲୁହ ମୋର ଝରୁଥାଏ ଚିରସ୍ରୋତା ପରିଦୁଃଖରେ ଦୁଃଖୀ ହୋଇ ଦୁଇ ଆଖିରୁଯାଏ ସେ ବାହାରି ସୁଖରେ ସୁଖି ହୋଇ ଆତ୍ମହରା ହେଲେମୋ ଖୁସିରେ ଖୁସି ହୋଇ ସିଏ…

Read More

ତୁମେ ଗଲାପରେ

ତୁମେ ଗଲାପରେଲାଗେ….ଏ ସହର ମିଛମିଛ ସବୁ ସଖାସୋଦରଅଜଣା ଏ ରାସ୍ତା ଘାଟଭୂଲିଯାଇଅଛି ଘରର ଠିକଣାଚାଲୁଅଛି ଅସରନ୍ତି ବାଟ।ପାଦରେ ମୋ କଣ୍ଟା ଟେ ବାଜିଲେରକ୍ତ ଝରୁ କି ନ ଝରୁତୁମ ହୃଦୟକୁ ଢାଙ୍କି ଦେଉଥିଲେଶତ ଶତ ଆଶଙ୍କାର ବାଦଲବର୍ଷା ହୋଇ ନିଗିଡ଼ି ପଡୁଥିଲେତୁମ ଆଖିର କଜ୍ଜଳ କୁ ଧୋଇ ।ହାୟଅତିକ୍ରାନ୍ତ ସମୟର ଧାରାବହମାନ ସ୍ରୋତରେକେମିତି ଭାସିଯାଇ ପାରିଲକୁଟାଖିଅଟିଏ ପରି ।ନା ଆଉ ଦୁଃଖଯାକ କାହିଁକିତୁମ ସହ ବାଣ୍ଟିବି ଯେତୁମେ ତ ଆକାଶର ତାରା.।ତୁମେ ବରଂ ଭଲଥାଅଜୁଳୁଜୁଳୁ ଦେଖୁଥାଅହସୁଥାଅ ଅବା…

Read More

ତା’ର ହଁସି

ଲଖେ ଗାଏଲ୍ ହଜାରେ ଝକର୍ଖାଇଥିଲେ ବି !ତାର୍ ମୁହଁ ର ହସିଁ ଦେଖି ନେଲେଁସବୁ ଯାଏସି ମୁଇଁ ଭୁଲି। ତାର୍ ଏକା ଖଣିଆ ଖଣିଆ କଥାମନକେ ନେସି ଘିନିସଥେଁତ ତାର ଇ ପହେଲା କଥା ତଆଏ ଆମର ଭାଷାର ବୁଲି । ତାର୍ ଗେଲେହି କାନ୍ଦିବା ବା ଡାକ୍ ଥିଁସମିଆ ମୋର ଯାଏସି ସରିସଥେ ସମିଆ ଯାଏସି ସରି। ତାର ଅଲଝଟ୍ ପନ୍ ଟାବିହି ଦେଇଛେ ଗଢିମାଁ ଠାନୁ‌ ବୁଆ ଏକା ତାର୍ ନିଜର୍ଠିକ୍ ପାରିଛେ ପଢି…

Read More