ଝିଅ ଟିଏ ମୁଁ

ଝିଅଟିଏ ମୁଁ ଭାବିଲା ବେଳକୁ ଯେ         ଦ୍ବନ୍ଦ ମନେ ଭରିଯାଏ , ବସି ନୀରବତାରେ   ଭାବେ ଅନ୍ତରରେ         ଝିଅକୁ ଗଢିଲା କିଏ ?  ।।     ପରେ ଜ୍ଞାତ ହୋଇ ମନେ ଖୁସି ହେଲି          ଭଗବାନଙ୍କର ଏହା ଦାନ , ସବୁ ଜାଣି ମଧ୍ୟ   ଶିଶୁ  କନ୍ୟାଙ୍କର             ହତ୍ୟା କରେ ମୂର୍ଖ ଜନ ।।   …

Read More

ଠିକଣା

ଜୀବନ ଏଠି ଚାରି ଦିନର  ତଥାପି ମଣିଷ ପାଲଟିଛି ଅଜଣା  ତୁମେ ଆଜି ଯେଉଁ ଠିକଣା ଖୋଜୁଛ  କାଲି ଥିବ କି ନଥିବ କାହାକୁ ଜଣା  କେବଳ ସ୍ମୃତି ଚିହ୍ନ ଥିବ  ପୁଣି କିଏ ବାହୁନି ହେଉଥିବ ଏଠି ସେଠି ସବୁଠି ସମୟ ବହୁଥିବ ଦିଗନ୍ତ ପର୍ଯ୍ୟନ୍ତ ପଥ ଲମ୍ବି ଥିବ  ହେଲେ ନିରୁଦିଷ୍ଟ ଥିବ ସେଇ ଅଗଣା  କିଏ ଏଠି ରାଜା କିଏ ମହାରାଜା  କିଏ ମହାଜନ, କିଏ ସେବକ ଜୀବନ ଏଠି ଅଭିନ୍ନ ତଥାପି…

Read More