ପ୍ରୟାଣ ପ୍ରହର

ମୋ ଭାରୁ’ଏ ଭାଗ୍ୟର  ସବୁତକ ଭାଜ୍ୟ  ଏବେ ! ପଳାତକ ତଥାସ୍ତୁ ? ମହଣ ମହଣ  ମୂର୍ଦ୍ଧନ୍ୟ ମନଃସ୍ତତ୍ୱ’ ଏବେ ! ଗମ୍ବୁଜରେ ବନ୍ଦୀ  ବାରୁଦ ଲେସା ଶବ୍ଦ ସବୁ   କ୍ଷତାକ୍ତ କ୍ଷେପଣାସ୍ତ୍ର , ଶବ୍ଦଭେଦୀ ବାଣ ଆଜି  ଶବ୍ଦଶୁନ୍ୟ ତୁଣୀର, ସବୁତକ ଆହ୍ବାନ ଆଜି ଅପହୃତ ଅଙ୍ଗିକାର , ଅଭିଷିକ୍ତ ଆୟୁଷ ମାନେ, ଏବେ ଯୁଦ୍ଧ ଫେରନ୍ତା ପରସ୍ତେ ପରସ୍ତେ, ପରାସ୍ତ ପୂର୍ଣ୍ଣାହୁତି। କାହାକୁ ନେଇ ଲେଖିବି ! ଜୀବନ ଚକ୍ରର  ଅସରନ୍ତି ଆସ୍ତରଣ ?…

Read More

ଜୀବନ

ବିଶ୍ବାସ ଓ ଅବିଶ୍ବାସ ଜୀବନର ଦୁଇଟି ଅଭିନ୍ନ ଅଙ୍ଗ ମଣିଷର କର୍ମ ଉପରେ ସବୁକିଛି ନିର୍ଭର କରେ ବିଶ୍ବାସ ହାସଲ କରିବା କଷ୍ଟକର କାର୍ଯ୍ୟ  ସାମାନ୍ୟତମ ଭୁଲ୍ ମଣିଷକୁ  ଅବିଶ୍ବାସର ଗଭୀରତା ମଧ୍ୟକୁ ଠେଲି ଦିଏ ଜୀବନର ପ୍ରତି କ୍ଷଣ ମଣିଷ ଏମିତି  ବିଶ୍ବାସ ଓ ଅବିଶ୍ବାସର ଦୁଇଟି ପଥରେ ଅଗ୍ରସର  ନିଶ୍ଚିତ କରିବାକୁ ହେବ ଆମେ କେଉଁ ପଥରେ ପରିଚାଳିତ ହେବା  ଈଶ୍ୱର ବିଶ୍ବାସର ପ୍ରତୀକ  ଆଉ ଅବିଶ୍ବାସ ଠିକ୍ ଭାଙ୍ଗିଥିବା ସେଇ ସ୍ବପ୍ନ ପରି…

Read More

ଝିଅ ଟିଏ ମୁଁ

ଝିଅଟିଏ ମୁଁ ଭାବିଲା ବେଳକୁ ଯେ         ଦ୍ବନ୍ଦ ମନେ ଭରିଯାଏ , ବସି ନୀରବତାରେ   ଭାବେ ଅନ୍ତରରେ         ଝିଅକୁ ଗଢିଲା କିଏ ?  ।।     ପରେ ଜ୍ଞାତ ହୋଇ ମନେ ଖୁସି ହେଲି          ଭଗବାନଙ୍କର ଏହା ଦାନ , ସବୁ ଜାଣି ମଧ୍ୟ   ଶିଶୁ  କନ୍ୟାଙ୍କର             ହତ୍ୟା କରେ ମୂର୍ଖ ଜନ ।।   …

Read More

ଠିକଣା

ଜୀବନ ଏଠି ଚାରି ଦିନର  ତଥାପି ମଣିଷ ପାଲଟିଛି ଅଜଣା  ତୁମେ ଆଜି ଯେଉଁ ଠିକଣା ଖୋଜୁଛ  କାଲି ଥିବ କି ନଥିବ କାହାକୁ ଜଣା  କେବଳ ସ୍ମୃତି ଚିହ୍ନ ଥିବ  ପୁଣି କିଏ ବାହୁନି ହେଉଥିବ ଏଠି ସେଠି ସବୁଠି ସମୟ ବହୁଥିବ ଦିଗନ୍ତ ପର୍ଯ୍ୟନ୍ତ ପଥ ଲମ୍ବି ଥିବ  ହେଲେ ନିରୁଦିଷ୍ଟ ଥିବ ସେଇ ଅଗଣା  କିଏ ଏଠି ରାଜା କିଏ ମହାରାଜା  କିଏ ମହାଜନ, କିଏ ସେବକ ଜୀବନ ଏଠି ଅଭିନ୍ନ ତଥାପି…

Read More