ଭକ୍ତ ବତ୍ସଳ ଭାବ ଗ୍ରାହି

ହେ ଦିନ ବାନ୍ଧବ ଶ୍ରୀହରିବନ୍ଦଇ ଚରଣ ସୁମରି II ମାୟା କଳ୍ପ ତଳେ ଆସରାଜୀବନେ ଲୋଭର ପସରା II ବିକାର ଗ୍ରସ୍ତ ଏ ପରାଣପୂର୍ବ କର୍ମର ସେ ବିଧାନ II ମର୍ତ୍ତ୍ୟ ମଣ୍ଡଳରେ ଆସ୍ଥାନନର ଦେହ ଧରି ଜନମ II ଈଶ୍ୱର ସତ୍ତାର କଣିକାଭୁମଣ୍ଡଳେ ଆଲୋକ ଶିଖା II ପଦ୍ମ ପତ୍ରେ ଜଳ ଯେମିତିନିଃଶ୍ୱାସ ଚାଲିଛି ସେମିତି II ସୃଷ୍ଟି ଚଞ୍ଚଳ ତୁମ୍ଭ ଇଚ୍ଛାରେପ୍ରାଣୀ ପ୍ରାଣ ତୁମ୍ଭ ହସ୍ତରେ II ଅଦୃଶ୍ୟ କର୍ତ୍ତାଙ୍କ ଆଶିଷବିକାର ହୀନ ସେ…

Read More

ହେ ଈଶ୍ୱର ହୁସିଆର୍

ହେ ଈଶ୍ୱର ଶେଷ ବେଳ ଆସିଲାଣିହୁସିଆର୍ ହୋଇଥାଅଦେଖି ପାରିବନି ତୁମ ସୃଷ୍ଟିନାଶଏବେ ଅନ୍ଧ ହୋଇଯାଅ ll ୧ ମଣିଷ ମାତିଛି ସଭ୍ୟତା ନିଶାରେଗର୍ବରେ ଫୁଲେଇ ଛାତିଆକାଶ ପାତାଳ ପୁଣି ରସାତଳସବୁଠିଁ ତାର ରାଜୁତି ll ୨ ବିକାଶ ନାମରେ ବିନାଶ ପଥରେଚଳାଏ ସ୍ୟନ୍ଦନ ତାରବିଜ୍ଞାନ ବଳରେ ହୋଇ ବଳିଆନନମାନନ୍ତି ଧର୍ମାଚାର ll ୩ ଖଞ୍ଜିଲାଣି କେତେ ପରମାଣୁ ନାମେବୋମା ମହା ଭୟଙ୍କରନିୟୁକ୍ଲିଅର୍ ମହା ବିନାଶି ଶକ୍ତିକୁକରଗତ କରି ତାର ll ୪ ମହାଶୁନ୍ୟେ ଉପ- ଗ୍ରହ ମାଳମାଳକଳନା…

Read More

ମୃତ୍ୟୁ ତୁମେ ଆସ ନାହିଁ

ମୃତ୍ୟୁ ତୁମେ ଆସ ନାହିଁହୀମ ଶୀତଳ ସ୍ପର୍ଶରେମଥାପିଟା କ୍ରନ୍ଦନ ମଧ୍ୟରେବଞ୍ଚିବାର ଦୁର୍ବିସହଆଶା ଆଙ୍କାକ୍ଷାରେ । ମୃତ୍ୟୁ ତୁମେ ଆସ ନାହିଁକଳ୍ପନାରେ ଅବା ବାସ୍ତବରେଆସିଗଲେ ଫେରିଯିବ-ସମାଜର କଟୁକ୍ତି ଭିତରେ । ଗଗନ କୁମାର ଦାଶ ଶୁଭଙ୍କର ନିବାସମାଁ ମାଣିକେଶ୍ଵରୀ ମନ୍ଦିର ସାହିମୋହନା, ଗଜପତି-୭୬୧୦୧୫ବାର୍ତ୍ତାଳାପ = ୮୨୪୯୫୦୩୬୫୮

Read More

ରୂପସୀ ପଦୁଅଁ

ସୂରୁଜ ଉଇଁଲେ ରୂପସୀ ପଦୁଅଁହୋଇଥାଉ ପ୍ରଷ୍ପୁଟିତଅନନ୍ତ ତୁମର. ପ୍ରେମ ପୀୟୁଷକୁଦେଖି ହୁଅନ୍ତି ଚକିତ !! ପ୍ରତ୍ୟୁଷରୁ ଝରେ କେତେ ଅନୁରାଗହସ ହସ କାନ୍ତି ଝରେଭକ୍ତି ଭାବ ଲୟ ମୁଦ୍ରିତ ନୟନେଚାହିଁଥାଏ ପ୍ରତିକ୍ଷାରେ !! ପାଇବାର ନୁହେଁ ଭକ୍ତିରେ ସୁନ୍ଦରଢଳ ଢଳ ଦିଶୁଥିଲଗୋଟାଇ ନେବେନି ପଥିକ ତୁମକୁପୁଲକିତ ମନେଥିଲ !! ଏହି ସଂସାରଟା ବିଶାଳ ସାଗରପ୍ରେମବି ଅଧୁରା ନୁହେଁତୃଷ୍ଣା ବିନା ଜୀବ ଚଳେ ନାହିଁ ବୋଲିଏ କଥା ହୃଦୟ କହେ !! ପଦ୍ମିନୀ ପ୍ରେମରେ ଗଗନେ ତପନଚିର ଶାଶ୍ଵତତା…

Read More

କଳିଯୁଗ

ମୋବାଇଲ କଲା ବାଇ ରେ ଭାଇନାଶୁଣ ହେଲା କଳିଯୁଗବାପ ପୁଅ କଥା ହେଉନାହିଁ ଆଉପଚାରିଲେ ଭାରି ରାଗ ।।ଭାଇ ଭଉଣୀ ର ନାହିଁ ଆଉ ସ୍ନେହକଥାରେ କଥାରେ କଳି ,ଆଉ ଆଗ ଭଳି ନାହିଁ ସେ ସରାଗ,ଯୁଗ ଆଜି ପରା କଳି ।।ବାପା ମାଆ କୁ ପୁଅ ଚିନ୍ନହେ ନାହିଁଭରିଯା କୁ ପାଏ ଭଲ,ମାଆ ବାପା ଆଜି ଲାଗୁ ଅଛି ବୋଝ,ଏକି ଦଶ। ପ୍ରଭୁ ଦେଲ ।।ବନ୍ଧୁ ପରିଜନ ସୁଖରେ ନିଜରଦୁଃଖ ବେଳେ ଦେଖା ନାହିଁ,ମଣିଷ ପଣିଆ…

Read More

ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନିରାତାରାତି ସବୁ ଭାଙ୍ଗି ଯାଆନ୍ତାଗଢ଼ିଉଠିଥିବା ଯେତେସବୁ ଅନାଥ ଏବଂ ବୃଦ୍ଧାଶ୍ରମ। ସବୁ ପୁଅବୋହୂଙ୍କହୃଦୟରେ ଲହଡ଼ି ଭାଙ୍ଗନ୍ତା ଦୟାର ଗଙ୍ଗାମାନ ଅଭିମାନରାଗ ଅହଂକାରସବୁକିଛି ଧୋଇ ହୋଇ ବହିଯାନ୍ତା ବୟାଅଶୀର ବଢ଼ୀପରି ସମୟ ସୁଅରେ ଏମିତି ହୁଅନ୍ତାନିଘୃଣାସବୁକରୁଣାର ଫୁଲ ହୋଇ ଫୁଟନ୍ତେମରି ଯାଇଥିବା ସେଇ ମନ ଅଗଣାରେମହମହ ବାସି ଉଠନ୍ତା ଘରଯେମିତି ବାସି ଉଠୁଚି ଶ୍ରୀମନ୍ଦିର। ରିତିନୀତି ସଂସ୍କୃତି କୁ ନେଇହସଖୁସିରେ ଫାଟି ପଡ଼ନ୍ତା ସମୟଇର୍ଷାରେ ବି କୁହନ୍ତେ ଜଗନ୍ନାଥମୋରଛତିଆ ଯିବାର ନାହିଁ,କି ଲୋଡ଼ା ନାହିଁ ମନ୍ଦିରରଖିବାର ଅଛି…

Read More

ମୋ ଜୀବନର ଚଲା ପଥରେ…..

ମୋ ଜୀବନର ଚଲା ପଥରେ…..ମୁଁ ହସିବାକୁ ଭଲ ପାଏଁତାମାନେ ନୁହେଁ ଯେମୁଁ କାନ୍ଦି ଶିଖିନିମୋ ପାଇଁ କାନ୍ଦିବା ନୂଆଁ କଥା ନୁହେଁଆଖିର ଲୁହ ତ ପିଇବାମୋର ଅଭ୍ୟାସ ହେଲାଣି ।ଅନେକ ଥର ମୁଁଭୋକରେ, ସ୍ବପ୍ନ ରେ, ଆଶାରେ ଜଳିଛିକିନ୍ତୁ କେବେ ପାଉଁଶ ହୋଇନି ।ବାସ୍ତବିକ।ମୋ ପାଦରେ ହଜାରେ ସମସ୍ୟା ର ଜଞ୍ଜିର୍ତଥାପି ମୁଁ ଜିଇଁ ଛିମୁଁ ସଂଘର୍ଷ କରି ବଞ୍ଚିବାକୁ ଚାହେଁତା ମାନେ ନୁହେଁମୋ ଜୀବନରେ ଦୁଃଖ ନାହିଁ ।ଅନେକ ଅଭାବ ଅସୁବିଧା ଅସମୟରେ ଆସେତଥାପି ମୁଁ…

Read More

ଜରାଶ୍ରମ

ଦଶମାସ ଗର୍ଭେ ଧରି ସନ୍ତାନ କୁଦେଇଥିଲା ପରିଚୟପାଦେ କଣ୍ଟାଟିଏ ଫୁଟିଗଲେଝରି ଯାଉଥିଲା ଆଖିରୁ ଲୁହ llଦୀପଶିଖା ପରି ନିଜେ ଜଳି ଜଳିକରୁଥିଲା ସିଏ ଆଲୋକ ପ୍ରଦାନତ୍ୟାଗ ସଂଘର୍ଷ ବଳିଦାନସର୍ବ ଉତ୍ସର୍ଗୀତ ଥିଲା ତା ଜୀବନ llମାନଅଭିମାନ ଲହୁଲୁହ ଇଛାବାଞ୍ଛାସବୁ ଲୁଚାଇ ସେ ହୃଦୟ ଭିତରେନିଜକୁ ନିଜେ ସଂକୁଚିତ କରିରହିଥିଲାଆପଣା ପୃଥିବୀରେ llଅତୀତଟା ସମ୍ମୁଖ ରେ ହୁଏ ଉଦ୍ଭାସିତହୃଦୟ ଟା ବେଦନାରେ ଖଣ୍ଡ ବିଖଣ୍ଡିତନିଜ କର୍ମ କୁ ଆଦରି ଆଜି ଶୂନ୍ୟହସ୍ତ , ଦୁଃଖ ବେଦନାରେ ହୃଦୟ କ୍ଷତାକ୍ତ…

Read More

ଏଇ ଜୀବନଟା ଜୀବନ ନୁହେଁ

ବାପା ମା ସ୍ନେହ ଛୁଆ ପାଉନାହିଁଯଦି ହଷ୍ଟେଲରେ ଦିନ କାଟୁଛି…..ମା ପଣତକାନି ମିଳିପାରୁ ନାହିଁମା ଯଦି ଡ୍ରେସ୍ ପିନ୍ଧୁଛି…..!! ଅଜା ଆଇ ଗପ ଶୁଣିପାରୁ ନାହିଁଛୁଆ ମୋବାଇଲ ଖେଳୁଛି…..ମା ହାତ ରନ୍ଧା ଭଲ ଲାଗିବ ନାହିଁଅନଲାଇନ୍ ରେ ଖାଦ୍ୟ ଆସୁଛି…..!! ପୁଅ ବୋହୂ ସେବା ମିଳିବ ନାହିଁପୁଅ ବଡ ଚାକିରି କରିଛି…..ବାହାନା ଦେଖେଇ ନିଜ ସ୍ତ୍ରୀ ସାଥେବିଦେଶରେ ଦିନ କାଟୁଛି….!! ଭାଇ ଭାଇ ମଧ୍ୟେ ଝଗଡ଼ା ଲାଗିବଯଦି ମାଇପ ବୁଦ୍ଧିଆ ହୋଇଛି…..ସ୍ବାମୀ ସ୍ତ୍ରୀ ସମ୍ପର୍କ ଭଲ ହବ…

Read More

ଯନ୍ତ୍ରଣାର ହାଇଫେନ୍

ବିସ୍ତରଣଶିଳ ଇତିହାସର ଡାଳ ପତ୍ରକୁମାଟିରେ ଗୁଞ୍ଜିଦେଇକଳା ଘୁମର ସେଇ ଆକାଶର ବେଣୀରେଚମକୁଥାଏ ଚିକମିକ୍ ବିଜୁଳୀବର୍ଷା ଝରିଗଲା ପରେ ପବନର ଆଉ ପ୍ରାଣ କାହିଁ??ସକଳ କ୍ଳାନ୍ତିକୁ ଭୁଲି ଘୂର୍ଣିବାୟୁରେ ରୂପାନ୍ତରିତ ହେବା ପାଇଁ!!ଛୁଇଁ ବାକୁ ପାହାଡ଼, ଝରଣା, !!ଆଉ ସବୁ ଦିଗ୍ ବଳୟ…..??ଜହ୍ନ ମାମୁଁ କୁ ତୋଳି ଆଣିଛାତିରେ ଜାବୁଡ଼ି ଧରିବାର ଇଛା!ଝାଉଁ ବଣର ଦୀର୍ଘଶ୍ୱାସ କୁ ଆଲିଙ୍ଗନ କରିସମ୍ଭବତଃ ତାକୁ ପାଇ ଯିବାର ପ୍ରେମାଞ୍ଜନ! ଉଦୁଉଦିଆ ଖରାର ଟହଟହ ହସବେଳେ ବେଳେ ଉପହାସ ଭଳି ମନେ ହୁଏତା…

Read More