
ବୟସ
ଅମାନିଆଁ ଝରଣା ଭଳି ଗଡ଼ି ଚାଲେ,ନିଶବ୍ଦ ନିର୍ବିକାର ଭାବରେ ବିତିଯାଏ ମୋ ପିଲାଦିନ ,କେତେ ଅଳି ଅଝଟ ବାଲି ଖେଳସବୁ କାଲି ପରି ଲାଗେ ହେଲେ ,ସମୟର ସ୍ରୋତରେ ବହିଯାଏ ମୋ ସେ ସୁନ୍ଦର୍ ଝାପସା ଅତୀତ ।।ସ୍କୁଲ୍ ଯିବା ବୟସ ଟା ଖୁବ୍ ଧୀରେ ଚାଲେ,ଶଗଡ଼ ର ଚକ ଭଳି ଖୁବ୍ ଆସ୍ତେ ଆସ୍ତେ,ସେ ସମୟଟା କୁ ସେତେବେଳେ ଭାରି କଷ୍ଟ ଲାଗେମାଷ୍ଟ୍ରେ ଙ୍କ ନାଲି ଆଖି ଭାରି ଅବୁଝା ସେ ଅଙ୍କ,କେମିତି ଚାଲି ଯାଆନ୍ତା…