ମୃତ୍ୟୁ ର ଜନ୍ମ
ମୁଁ ବୋଧେ କିଛି କହୁଥିଲି କିଛି ତ କହୁଥିଲି ହଁ ଆପଣ କିଛି କହି ପାରିବେ ମୁଁ କ’ଣ କହୁଥିଲି କ’ଣ କହିଲେ ମୁଁ ଜମାରୁ କିଛି କହିନି ଓ ହୋ ବୁଝିଲି, ବୁଝିଲି ଏମିତି ମୋ ସହିତ ଅନେକ ଥର ହୁଏ କଥା କ’ଣ କି ….., ହେ ଭଗବାନ୍ ଦେଖିଲ ମୁଁ ଯେଉଁ କଥା କହିବା ପାଇଁ ଆସିଥିଲି ହଁ ମୃତ୍ୟୁ ର ଜନ୍ମ ଉପାଖ୍ୟାନ । ସେ କେମିତି ଆସିବ ? ମୃତ୍ୟୁ…