
ସକାଳ
ସୁନା ଝରା ସକାଳ ରେ ମୁକ୍ତା ଝରା ପାଗ,ନାନା ପୁଷ୍ପେ ସୁସଜ୍ଜିତା ଧରଣୀ ର ବାଗ।ସବୁଜ ଶାଢ଼ୀ ପିନ୍ଧି ସୁନ୍ଦରୀ ତରୁଣୀ,ବଧୂ ଟିଏ ସାଜିଛି କି ସତେ ଏ ଧରଣୀ।ଧାନ କ୍ଷେତ ସତେ ତାର ସୁନା ଅଳଙ୍କାର,ଝର ଝର ଝରଣା ତା ଗଜରା ହାର।ସୁର୍ଜମୁଖି ଫୁଳ ତାର କାନ ର ଝୁମୁକା,ପଦ୍ମ ଫୁଲ ସତେ ଅବା ତା ମଥା ର ଟୀକା।ରୂପେଲି ନଦୀ ର ଧାର ତା ପାଦ ପାଉଁଜି,ସ୍ଵର୍ଗ ଅପସରି ଫିକା ପଡ଼ିଯିବେ ଆଜି।ସୂର୍ଯ୍ୟ ସୁନେଲି…