बाबुल तेरा घर

याद आए बाबुल तेरा घर वो तेरा गांव,याद आती मlई तेरी पीपल की वो छांव।याद आए झूला मेरा याद आती गुड़िया,याद आती दादी अम्मा मीठी गोली पुड़िया।याद सताए बहना तेरी मीठी मीठी बातें,याद आए गर्मी के दिन बरसातों की रातें।याद आती नानी मेरी ममता की वो मूरत,याद आए भाई मेरा भोला भाला सूरत।आयेगी जब भाबी…

Read More

କନ୍ୟା ରତ୍ନ

କନ୍ୟାଟିଏ ପରା ଦୁଇ କୁଳ ହିତାନାଆଁଟି ତାର ଦୁହିତାଦୁନିଆ କୁ ଧରି ଚଳି ପାରିଲେସେ ହୁଏ ଜଗତ ଜିତାତା ଚଲା ପଥରେ ପଡିଥାଏ କଣ୍ଟାତାକୁ ଦେଖିବାକୁ ହୁଏଭାଗ୍ୟହୀନ ଥିଲେ ଯଦି କିଛି ଘଟେଅପଦସ୍ତ ସିଏ ହୁଏକନ୍ୟାଟିଏ ହୁଏ ଜାୟା ଓ ଜନନୀଭଗିନୀ ବି ହୋଇ ଥାଏଜନନୀ ରୂପରେ କେତେ ଖୁସିରେସମସ୍ତଙ୍କ ଯତ୍ନ ନିଏସୀତା ଓ ସାବିତ୍ରୀ ଅହଲ୍ୟା ଦ୍ରୌପଦୀତାଙ୍କରି ଆଦର୍ଶ ସିଏନିଜ ସୁଖ ଭୂଲି କଷ୍ଟକୁ ଆବୋରିସଂସାରେ ନାଆଟି ବାହେତାର ଅବଦାନ ସ୍ବର୍ଗଠୁ ବଡସବୁଠି ପ୍ରଶଂସନୀୟସ୍ନେହ, ପ୍ରେମ,…

Read More

ନୁଆ ବରଷ

ବରଷକେ ଥରେ ଆସିଛି ଧରାପୃଷ୍ଠକୁଆମ ଏ ନୁଆ ବରଷ ନୂଆ ସ୍ପର୍ଶଭୁଲିଯାଇ ରାଗ ରୁଷା ଆପଣାର କରିମନରେ ଆଣ ଯେ ଅଶେଷ ହରଷ ll ହେ ପ୍ରଭୂ ଜଗତ ନାଥ ଆହେ ଜଗନ୍ନାଥଅଜାଡି ଦିଅ ତୁମ ସ୍ନେହ କରୁଣାବନ୍ଧୁ ବାନ୍ଧବଙ୍କୁ ମୋର ଭଲରେ ଯେ ରଖବିପଦେ ନ ହେବେ କେବେ ବାଟବଣା ll ନୂଆ ବରଷର ନୂଆ ଆଶା ଉନ୍ମାଦନାନୂଆ ଚେତନା ନୂଆ ଜାଗୃତି ଆଣେଓଡ଼ିଆ ପରବ ଓଡିଶା ମାଟି ଗୌରବକୋଟି ଜନତାଙ୍କ ଯହିଁ ମନ କିଣେ…

Read More

ସମୟର ସାନ୍ତ୍ଵନା

କେଡେ ବିଶ୍ୱାସ ତୋରକେବେ ବି ତୋ ପ୍ରଶ୍ନର ଉତ୍ତର ଦେଉନଥିବାପାଷାଣ ଈଶ୍ୱର ଉପରେବିଶ୍ୱାସ ଥିଲା ଦିନେ ନା ଦିନେସମୟ କଡ ଲେଉଟାଇ କହିବଏବେ ପାହି ଆସୁଛି ରାତିକ୍ରମଶଃ ଫର୍ଚ୍ଚା ହୋଇ ଆସୁଛି ଦୂର ଦିଗ୍ବଳୟଧୀରେ ଧୀରେ ଅନ୍ଧାରକୁ ଏଡେଇ ଏଡେଇଆଲୋକ କରୁଛି ପ୍ରତ୍ୟାଗମନସମୟର ସାନ୍ତ୍ଵନାରେ ତୁ ପୋଛି ଦେଉଥିବୁଆଜୀବନ ଝରୁଥିବା ତୋ ଆଖି ଲୁହକୁତୋ ଓଠରେ ଧାରେ ହସ ଦେଖିବାକୁଶେଷ ହେଉଥିବ ଆମ ଯୁଗ ଯୁଗର ଅପେକ୍ଷା। ହେଲେ ଆଜିବି ସେହି ଲୁହ ଛଳ ଛଳ ଆଖିତୋ…

Read More

କୋଣ୍ଡାକାମ୍ବେରୁ: ଖୁଆଡ

ଛାତିରେ ! ଛାତିଏ ଅତିକ୍ରାନ୍ତ’ ଅତିତ ! ଇତିହାସରେ ବନ୍ଦୀମହଣେ ମହଣେ ବୀରବୀର୍ଯର ଵହ୍ନିକା ! ପଥର ପିଠିରେ ଲେସା,ଅଗ୍ନିଵୀରର ଆଞୁଳେ ସମର୍ପିତ ରକ୍ତାଞଳି ! କୋୟା “କ୍ରାନ୍ତି”ର ଗର୍ଜିତ’ ଘର୍ଘର ଘୋଷଣା !ସ୍ତବ୍ଦ କରିଦିଏ’ ସମଗ୍ର ବିଶ୍ଵବ୍ରହ୍ମାଣ୍ଡ । ମାଟି, ତତେଇଦିଏ ମଞକୁ !ପାଣି, ମତେଇଦିଏ ଧୈର୍ଯ୍ୟକୁ !ପବନ ଫୁଙ୍କେ, ବୀରବୀର୍ଯର କାହାଳୀ !ମାଳୁଆ ମଗଜ କାଟିଚାଲେଫିରିଙ୍ଗି ଫରମାନ୍ ର ବେକମୁଣ୍ଡ !ଟକ୍ ମକ୍ ଫୁଟୁଥାଏସିଂହ ଶାବକର ରକ୍ତସ୍ରୋତ !ବାହୁଡୁଥାନ୍ତି,ବେଣ୍ଟ ଡଙ୍ଗରିଆ କୋୟାଐର !ଆଟବିକ ଅଗଣାରଅକ୍ଷୌହଣୀ…

Read More

ମଣିଷ ରଚୁଛି ମହାଭାରତ

ଏ ଜଗତ ଅଟେ ବଡ଼ ବିଚିତ୍ରଜାଣି ପାରୁଛ କେମିତି ଚରିତ୍ର।ମଣିଷ କରେ ଭୁଳ,ମୋହ,ମାୟାତାପାଖେ ନଥାଏ ଟିକିଏ ଦୟା । ପଶୁକୁ ମାରି ଖାଉଛି ତାକୁଦୁଃଖ ନାହିଁ ଟିକିଏ ଆମକୁ ।ଧନ ଉପରେ ଅଧିକ ଲୋଭଧନ କଣ ସବୁ ଦିନ ଥିବ ? ମଣିଷ ଜୀବନ ଦୁଇ ଦିନିଆଗୋଟିଏ ଜନ୍ମ ଓ ମୃତ୍ୟୁର ନିଆଁ ।ଭାଇ ଭାଇ ମଧ୍ୟରେ କୋଳାହଳଏମିତି ଅଟେ ଏ ମର୍ତ୍ତ ମଣ୍ଡଳ। ପ୍ରଭୁ ଯୋଡୁଛି ତୁମକୁ ଦି ହାତ!ମଣିଷ ରଚୁଛି ମହାଭାରତ ।ବାପାକୁ ବୁଢା…

Read More

ସମ୍ପର୍କ

ପାଶୋରି ଦେଲି ମୁଁ,ସୁରଟିଏ ବୋଲି –ଗୀତ ହଜିଗଲା ମୋ’ ଓଠରେ ।ଦି’ଧାର ଲୁହ,ନିଗିଡି ଗଲା ଯେ –ସ୍ବପ୍ନ ଭିଜିଗଲା ମୋ’ ଆଖିରେ ।। ନାଳିଆ ପାଣିରେ,ଭସାଇ ଦେଲି ମୁଁ –କାଗଜ ଡଙ୍ଗାର ମୋହ ।ଅଟକି ଅଟକି,ଭାସି ଯାଉଥିଲା –କେତେ କଥା କେତେ କୋହ ।। ଉଡୁଥିବା ଗୁଡି,ଇସାରା କଲା ତ –ଛିଡାଇ ଦେଲି ମୁଁ ସୁତା ।ଖଣ୍ଡିଏ ତା’ ସାଥେ,ଖଣ୍ଡିଏ ମୋ’ ହାତେ –ଦେଉଛି ବିରହ ବ୍ୟଥା ।। ଆକାଶେ ହସଇ,ଅନେକ ତାରା –ଅମବାସ୍ୟା ଅନ୍ଧାରରେ ।ଘିଅ…

Read More

ମାଗୋ ଗୁହାରି ମୋ ଶୁଣ

ପ୍ରଥମ ଦୀନ ଏତ ପ୍ରଥମ ଦୀନମନରେ ଭରିଛି ଅନେକ ସପନଗୁହାରି କରୁଛି ମା ଗୁହାରି ଶୁଣଜଗତେ ରହୁ ମା ମଣିଷ ପଣକ୍ଳେଶ ଦ୍ୟେଶ ସବୁ ନଷ୍ଟ ଯେ ହେଉତୋ ଆଶିଷ ସଦା ସର୍ବଦା ଥାଉସୁଖ ଦୁଃଖ ରେ ଭରା ଯେ ସଂସାରଜଗତେ ନ ବଢ଼ୁ କେବେ ପାପର ଭାରଖୁସି ରହୁ ଏହି ଜନ ଜୀବନଜଗତେ ମିଳୁ ମା ମାନ ସମ୍ମାନ ସନ୍ତୋଷୀ ମେହେର ରାଜେନ୍ଦ୍ର କଲେଜ ଛକ, ବଲାଙ୍ଗୀର

Read More

କୃଷକ

ସ୍ବର୍ଣ୍ଣାଭ ଫସଲ ଖଳାରେ କୃଷକଥୋଇଛି ଯତନେ ନେଇମାର୍ଗଶିର ମାସେ ଗୃହେ ଲକ୍ଷ୍ମୀ ବିଜେହୋଇଛନ୍ତି ମହାମାୟୀ ।। ଗୃହେ ଓ ବାହାରେ ଖୁସିର ଉଲ୍ଲାସଗାଆଁ ମାନଙ୍କରେ କେତେକ୍ଷୀରୀ ପିଠା ପଣା କେତେ ପରକାରେଲକ୍ଷ୍ମୀଙ୍କୁ ପୂଜିବେ ସତେ ।। ବରଷ ଯାକ ଅକ୍ଳାନ୍ତ ପରିଶ୍ରମକରିଥିଲା ଚାଷୀ ଭାଇସଭିଙ୍କର ମୁଖେ ଆହାର ଦେବ ସେସିଏ ବି ବଞ୍ଚିବ ତହିଁ ।। ଦେଶର ଭିତରେ ଚାଷୀ ଭାଇ ରହିସୀମା ରେ ସୈନିକ ରହିଦେଶର ଲୋକଙ୍କୁ ବଞ୍ଚାଉଛନ୍ତି ସେତ୍ୟାଗ ବଳିଦାନ ଦେଇ ।। ସମସ୍ବରେ…

Read More

ବହୁ କଥା ଅଛି

ବହୁ କଥା ଅଛି। କିଛି କଥା ଦେଲି ଏବେପ୍ରତିପଦାର ପହିଲି ସୂରୁଜ ଉଇଁବା ଆଗରୁ ଯେବେଦୁଧିଆ ଦିନାଙ୍କ ଦୋହଲି ଦୋହଲି ଯାଏମଉଳା ମାସକୁ ମସିହା ମୂଲେଇ ନିଏ। ଯାଯାବର ସାଜି ଜୀବନ ଜଉରେ ଜଳେଯୌବନ କେବେ କଏଦୀ ସାଜି କାୟା କାନ୍ଥରେ ଝୁଲେଆଖିର ଆଳାପ ଅକୁହା ପ୍ରଳାପ ଲହୁ ଲୁହେ ଯାଏ ଲେସିଆନମନା ସଦା ଅଳପ ବୟସୀ ଭରସା ପଡଇ ଧସି। ଆକାଶର ଆୟତ୍ତ ଜହ୍ନ ଅମୁହାଁ ଅମାକୁ ଭେଟେକୁଆଁରୀଆଖିର କଜଳଗାରେ କୁମୁଦ କଣେଁଇ ଉଠେଆମ୍ର ମୁକୁଳ…

Read More