ଇଚ୍ଛାର ଶୋଭାଯାତ୍ରା

ମେଣ୍ଢାଙ୍କ ଭଳି ଧାଇଁ ଧାଇଁବାଟବଣା ହେବା ଓଶେଷରେଗୋଟିଏ ଇଚ୍ଛାର ଅପମୃତ୍ୟୁ ଘଟଣାଆଉ ଶରୀରରେଶୀହରଣ ଖେଳାଉନି ଏମିତି ଅନେକ ଇଚ୍ଛା ବର୍ତମାନସେଇ ମାଟି ରାସ୍ତାରେଦଦରା ଦରଜାର ଅପର ପାର୍ଶ୍ୱରେଜହ୍ନକୁ ଉଙ୍କି ମାରୁଥିବାଭଙ୍ଗା ଚାଳର ଫାଙ୍କରେନଇଁ ପଡ଼ିଥିବା ପିଠିରବୟସ ଆଢ଼ୁଆଳରେଶେଷ ନିଃଶ୍ୱାସ ତ୍ୟାଗ ପାଇଁ ଅପେକ୍ଷା କରିଛି ମହଣେ ସ୍ବପ୍ନକୁ ଜାଳିବା ପାଇଁମହଣେ କାଠ ବି ମିଳିବା କଷ୍ଟକରଅଭାବର ଏହି ମୁହୁର୍ତ୍ତରେପ୍ରତିଶ୍ରୁତିର ସେଇ କୁକୁଡ଼ା ଗୁଡିକବେଶ ସହାୟ ହୋଇଛିମୁକ୍ତି ପ୍ରାପ୍ତିର ପଥ ପ୍ରସ୍ତୁତି ପାଇଁ ଶବ, ନିଶ୍ଚିତ ଏକ ଆଶ୍ୱସ୍ତିଅକଥନୀୟ…

Read More

ଅନ୍ନ ଗୁଣେ ଜ୍ଞାନ

ପ୍ରଭୁ ହେ,ଯେଉଁଭଳି ଅନ୍ନ ସେହି ଭଳି ଜ୍ଞାନଉଦୟ ହୁଏ ମଣିଷ ହୁଦୟେଏହା ପରା ତୁମ ଇସ୍ତାହାର lକିନ୍ତୁ ମାନୁଛିକି କିଏ ପ୍ରଭୁ ତୁମର ଏ ବାଣୀ ଯେ ଯାହା ଇଛାରେ ତାର ପlଦଟିକା ଦିଅନ୍ତି ବଖାଣିଶସ୍ତା ଓ ସୁବିଧାବାଦେ ଏଠି ଆଜିସବୁ ଏକାକାରପ୍ରଭୁ ହେ,କୁହ କାହିଁ ତୁମ ଇସ୍ତlହାର llତୁମେ ପରା କହିଥିଲ ସ୍ୱାତ୍ତିକ ଆହାରଜନମଠୁ ଜରାଯାଏ କରିବ ଗ୍ରହଣତେବେ ଯାଇ ତନୁ, ମନ,ପ୍ରାଣ ପାଇବ ନିସ୍ତାରକିନ୍ତୁ କୁହ କିଏ ତାହା ଆଜି କରୁଛିବିଚାରପ୍ରଭୁ ହେ,କୁହ କାହିଁ…

Read More

ପତରେ ପତରେ ପୀୟୂଷ

ବାଡିପଟେ ଅଛି ତୁଳସୀ ପତରଖାଅ ଚାରୋଟି ଚୋବାଇ,ପାଖ ମାଡିବନି କଫ ଅବା ପିତ୍ତସର୍ଦ୍ଦି କେବେ ହେବ ନାହିଁ ।ବେଲ ପତ୍ରଟିଏ ସକାଳୁ ଖାଆନ୍ତୁତୁଟିବ ପେଟର ବ୍ୟଥା,ଗ୍ୟାଷ୍ଟ୍ରିକ୍ ଭଳି ପ୍ରବଳ ବେମାରୀହଜାଇବ ତାର ପତ୍ତା।ନାବାଳକ ଠାରୁ ସାବାଳକ ଯାଏଁସମସ୍ତଙ୍କୁ ରକ୍ତଚାପ,ପିଜୁଳି ପତ୍ରକୁ ସିଝାଇ ପିଅନ୍ତୁପାଖରେ ଅଛି ଅମାପ।ନିଦ ହେଉନାହିଁ ଚିନ୍ତାରେ ଅଛନ୍ତିଅକାମୀ ନିଦ ବଟିକା,ପାଳିଲେ ନିତ୍ୟ ମୋ ସରଳ ସୂଚନାନିଶ୍ଚେ ହୋଇବ ତାଟକା।ପାଚିଲା କଦଳୀ ଚୋପାକୁ କାଟିଣସିଝାଇ ରଖିବ ଛାଣି,ରାତ୍ରି ଭୋଜନର ଆଦ୍ୟାନ୍ତେ ପିଇଲେନିଦରେ ଖୋଜିବ ରାଣୀ।କରଞ୍ଜ ପତ୍ରକୁ…

Read More

ଗୋ-ଧୂଳି ଲଗ୍ନ

ବନ୍ଧୁ ମିଳନର ଏ ଗୋ ଧୂଳି ଲଗ୍ନେଆମେ ସଭେଁ ଉପନୀତ ।ଆଗତ ସନ୍ଧ୍ୟା ସୂଚେଇ ଦେଉଛିଜୀବନ ସୂର୍ଯ୍ୟ ହୋଇଯିବ ଅସ୍ତମିତ ॥ ଏଭଳି ସମୟେ ସବୁ ବିସ୍ମରି,ପୋଛି ଦେଇସବୁ ତିକ୍ତ ଭାବନାଖୋଲା ମନ ନେଇ,ଆମେ ହେବା ଏକତ୍ରିତ ॥ କିଏ ଆଗ କିଏ ପଛେ ଯିବା ସିନାଗନ୍ତବ୍ୟ ତ ସୁନିଶ୍ଚିତ ।ଆଜିର ଜୀବନ କାଲିକୁ ଥିବ କି ?ପ୍ରତିକ୍ଷଣେ ସନ୍ଧିହାନପ୍ରକୃତି ନିୟମ ଚିରାଚରିତ,ଏ ଧରାପୃଷ୍ଠେ ସିନାଅଲଂଘ୍ଯ ତା’ ସବୁ ଦିନ ।କେତେ ସାଙ୍ଗ ଆମ ବାହୁଡ଼ି ଗଲେଣି,ଆମ…

Read More

ପାରିବ କି ସମୟ ?

ପାରିବ କି ସମୟ ?ଫେରେଇ ଦେଇ ମୋତେମୋର ସେହି ପିଲାବେଳ,ସାଙ୍ଗ ସାଥି ମେଳେ ଖେଳୁଥିବା ମୁହିଁଆଉ ମୋର ଧୂଳିଖେଳ ।। ଫେରି ଦେଖିବି ମୋ ଗାଁକୁ ପୁଣିଖୋଜିବାକୁ ମୋ ଭୁଲା ମନ,ନିର୍ମଳ ଆକାଶ ତଳେ ଆଈମା କାହାଣୀଶୁଣିବାକୁ ସବୁଦିନ ।। ହେ! ସମୟ ଆଣି ଦିଅ ମୋତେଅତୀତର ସବୁ ଆଶା ଅସୁମାରୀ,ଜୀଇଁବି ସେଇ ସ୍ମୃତିକୁ ସାଉଣ୍ଟିଓଠରେ ମୋର ହସକୁ ଧରି ।। ମୋ ଗାଁ ମନ୍ଦିର ଭାରି ସୁନ୍ଦରତୁଳନାରେ କିଏ ସରି ??ନିର୍ମଳ ପବନେ ଉଡେ ପ୍ରଭୁବାନାଜୟ…

Read More

ମୂର୍ତ୍ତି ଆଉ ଲୁହ

ଦେଖିଛି ପୂର୍ବ ରୂପ ଶକ୍ତି ସାମର୍ଥ୍ୟ ଧାପଖୋଳିନେଇ ମୋର ବଦଳିଲେ ନିଜ ରୂପପାଣିଢ଼ାଳି ପୁଣି ପାଦରେ ସେ ଦେଲେ ଦଳିହାତକୁ ମନ୍ଥି ଛଡ଼ାଇଲେ ଯେତେ ମଳି ! କାଟିଲେ ବାଛିଲେ ଗଡ଼ ଗଡ଼ ଗଡ଼ କରିଛାପିଦେଲେ କେତେ ପାଳ ନଡ଼ା ଆଉ ଜରିଜୋର୍-କରି ମୋତେ କେତେ ସତେ ମାଡଦେଲେକେତେ ଅଭିନବ ରୂପରେ ସଜାଇ ଦେଲେ ! ପିନ୍ଧିଲି ରଙ୍ଗ ପିଇଲି କେତେ ଯେ ରସଦିଶିଲାନି ମୋର ନିଜ ରଙ୍ଗ ଅବଶେଷକହିଲେନି କେହି ମାଟି ମୁଁ ମରିଲି ଖାଲିଯିଏ…

Read More

ବନ୍ଦେ ଉତ୍କଳ ଜନନୀ

ସୁନ୍ଦର ମୋ ମାଆ ଉତ୍କଳ ଜନନୀ ଗାରିମା ମୟୀ ମୋ ମାଟିଭାରି ମିଠା ଲାଗେ ମୋ ମାଟି ର ଭାଷା ପ୍ରିୟ ଓଡ଼ିଆ ଭାଷା ଟି,ସବୁଜିମା ଭରା ରତ୍ନ ଗର୍ଭା ମାଆ ହସଇ ବଣ ପାହାଡ଼ମନ୍ଦିର ମାଳିନୀ ଉତ୍କଳ ଜନନୀ ସାଜଇ ମଠ ମନ୍ଦିର,ବାର ମାସେ ତେର ପରବ ପାଳଉ ଉତ୍କଳୀୟ ପରମ୍ପରାମହ ମହ ବାସେ ଗାଁ ଠୁ ସହର ପର୍ବ ପର୍ବାଣୀ ରେ ବାସ୍ନା,କୃଷି ର ସମୃଦ୍ଧ ଉତ୍କଳ ର ମାଟି କ୍ଷେତ ରେ ହସଇ…

Read More

ପାଦ ଚିହ୍ନ

ଉଡିଗଲା ସାଥି ଦୂରେ ବହୁଦୂରେଫେରିତ ଆସିଲା ନାହିଁସବୁଜ ବନର ତରୁ ଡାଳେ ବସିଆଳାପ କରିବା ପାଇଁମନ ଆଢୁଆଳେ ଅନେକ ଅକୁହାକଥା ରହିଗଲା ବାକି ।ମୁଁ ,ଯେ ବେଦନା ବନର ପକ୍ଷୀ ——— କୋଳାହଳ ଏଇ ନୀଳ ବନାନୀରେନିଃସଙ୍ଗତା ଆସେ ମାଡିନୀଳ ଆକାଶର ଶୂନ୍ୟତା ମତେଧରିଛି ଆଜି ଜାବୁଡିମାଟିରୁ ଆକାଶ ପ୍ରେମରୁ ବିଶ୍ବାସସବୁଠି ପଡିଛି ଛକି ।ମୁଁ,ଯେ ବେଦନା ବନର ପକ୍ଷୀ ———- କ୍ଳାନ୍ତ ଅପରାହ୍ନ କଳରବ ଶୂନ୍ୟନିରବତା ଖେଳେ ନୀଡେମୋ,ବୁକୁ ବେଳାରେ ଲୁହର ଲହଡିନିତି ଆସି ମଥା…

Read More

ସେବା ର ପ୍ରତିମୂର୍ତ୍ତି ମଦର୍ ଟେରେସା

କର୍ତ୍ତବ୍ୟ ହିଁ ଭଗବାନ୍ସେଇ ବାର୍ତ୍ତା ବହନ କରିନିଜ ଦେଶ ଛାଡ଼ି କୋଳେଇ ନେଲଭାରତ ବର୍ଷ କୁ।କୋଟି କୋଟି ଭାରତୀୟ ଙ୍କ ହୃଦୟ ରେବିରାଜିତ ହେଲ ମା ଟେରେସା ରୂପେ।ସତରେକେହି ଯଦି ଦେବୀ ଙ୍କ ରୂପ ଅବୟବପରି କଳ୍ପନା କରି ପାରେନାସେ ହିଁ ତ ତମେ, ତୁମେ ମା ଟେରେସା। କେତେ ସରାଗ ରେ ସେବା କରିବସତୁମେ ରୋଗୀ କୁସତେକିତୁମ ହାତ ରେ ଯାଦୁ ଅଛିତୁମ ସ୍ପର୍ଶ ରେ ସେ ଫେରି ପାଇଛି ନୂଆ ଜୀବନ। କଲିକତା ମହାନଗରୀର…

Read More

କନ୍ଯା ରତ୍ନ

କନ୍ୟାଟିଏ ପରା ଦୁଇ କୁଳ ହିତାନାଆଁଟି ତାର ଦୁହିତାଦୁନିଆ କୁ ଧରି ଚଳି ପାରିଲେସେ ହୁଏ ଜଗତ ଜିତାତା ଚଲା ପଥରେ ପଡିଥାଏ କଣ୍ଟାତାକୁ ଦେଖିବାକୁ ହୁଏଭାଗ୍ୟହୀନ ଥିଲେ ଯଦି କିଛି ଘଟେଅପଦସ୍ତ ସିଏ ହୁଏକନ୍ୟାଟିଏ ହୁଏ ଜାୟା ଓ ଜନନୀଭଗିନୀ ବି ହୋଇ ଥାଏଜନନୀ ରୂପରେ କେତେ ଖୁସିରେସମସ୍ତଙ୍କ ଯତ୍ନ ନିଏସୀତା ଓ ସାବିତ୍ରୀ ଅହଲ୍ୟା ଦ୍ରୌପଦୀତାଙ୍କରି ଆଦର୍ଶ ସିଏନିଜ ସୁଖ ଭୂଲି କଷ୍ଟକୁ ଆବୋରିସଂସାରେ ନାଆଟି ବାହେତାର ଅବଦାନ ସ୍ବର୍ଗଠୁ ବଡସବୁଠି ପ୍ରଶଂସନୀୟସ୍ନେହ, ପ୍ରେମ,…

Read More