ଭିକ୍ଷା

ଭିକ୍ଷା ଭିକ୍ଷାର ଅନ୍ୟ ନାମ କ’ଣ ମୁଁ ଜାଣେନାତେବେ ଭିକ୍ଷୁକକୁ ଦାନ କଲେ ପୁଣ୍ୟ ପ୍ରାପ୍ତି ହୁଏଆପଣଙ୍କ ପୁଣ୍ୟ ବୃଦ୍ଧି ପାଇଁମୁଁ ଭିକ୍ଷା ମାଗିବାକୁ ସର୍ବଦା ପ୍ରସ୍ତୁତକ’ଣ ବିଶ୍ବାସ ହେଉନି ? ମୁଁ ସେଦିନ ଭିକ୍ଷା ମାଗିବାକୁ ଧାଇଁ ଥିଲିସର୍ବଶ୍ରେଷ୍ଠ ଦାନୀଙ୍କ ଦ୍ଵାରକୁସେ ମନା ତ କରିନଥିଲେକିଛି ଉତ୍ତର ମଧ୍ୟ ଦେଇନଥିଲେଆଞ୍ଜୁଳା ମୋର ଅବଶ୍ୟ ରିକ୍ତ ଅଛିଆଉ ତୁମ ପୂଣ୍ୟ ବୃଦ୍ଧି ଘଟିଛି ନା ନାହିଁମୁଁ ଜାଣେନା ପୁଣି ଦିନେ ଇଚ୍ଛା ହେଲା ଭିକ୍ଷା ମାଗିବାକୁଧାଇଁ ଥିଲି…

Read More

ହେ ସପନ ମାନେ

ହେ ସପନ ମାନେକେନ କେନ ବୁଲୁଥିସନସଥେ ଦେଖଲାବେଲକେକେଡେ ସୁନଁରଲାଗୁଥିସନଚମକୁଥିସନ,ଝଟକୁଥିସନମହକୁଥିସନ୍ମଲିଫୁଲ ବାଗିର୍।ହେ ସପନ ମାନେକେତେବେଳେଁ ତଖୁବ୍ କନ୍ଦାସନ୍ଖୁବ୍ ଦୁଖ୍ ଦେସନ୍ଆଁଖଲ ଧାର୍ବାହାର କରାସନ୍ଝରି ସରାବନର୍ଝକେର୍ ବାଗିର୍ ।। ବୃନ୍ଦାବନ ପ୍ରଧାନବାଉଲସିଁହା, ଭଟଲି, ବରଗଡ଼

Read More

ସାଧବ ବୋହୁ

ବରଷା ର ଧାରାଦେଖି ଦିଏ ଯେବେଉଲୁସି ଉଠଇ ସାଧବ ବୋହୁ ର ମନତା ଦେହେ ଗୁଡାଇ ନାଲିଆ ପାଟଟିହରି ସଭିଙ୍କ ମନ ।ତା ଆଖି ସଜଳ ମୁହଁଟି ସୁନ୍ଦରଚାହାଣି ରେ ମନ ଜିଣେତା ଚାଲିରେ ସତେ ଫୁଲ ଝଡି ପଡେଓଠରେ ଗୋଲାପୀ ବୁଣେଚାରି ଆଡେ ଯେବେମେଘ ଘୋଟି ଯାଏଚଉଦିଗେ ଯାଏ ଭରିଅତି ଖୁସି ମନେ ସାଧବ ବୋହୁଟିଚାଲୁ ଥାଏ ଥିରିଥିରିଘାସ ଗାଲିଚାରେ କଅଁଳ ପତରେମୋତି ସମ ପାଣି ଝରେଲାଲ ଟୁକୁ ଟୁକୁ ସାଧବ ବୋହୁରନାଲିଆ ପାଖକୁ ଧରେବାଡି…

Read More

ତମେ ଗଲା ପରେ

ଚାଲେ ଯେବେ ଆଜିସ୍ମୃତି ସିନ୍ଧୁ ତୀରେପାଦଚିହ୍ନ ମୋରମୁଁ ଖୋଜିବୁଲେ ।ମିଶିଛି କେତେ ଯେଲୋତକର ନଈଢେଉ ବି ଖୁସିରଯାଇଛି ଭିଜାଇ ,କଳନା ମୁଁ କରିଚାଲେ। ପାଦେ ଫୁଟେ ଯେବେତୀକ୍ଷ୍ଣ ପଥରମନେ ପଡିଯାଏଗ୍ଳାନି ଅତୀତର ।ପାଦତଳୁ ଯେବେବାଲି ଖସିଯାଏକୋକୁଆ ଭୟରେଛାତି ଥରିଯାଏ,ଖୋଜେ ମୁଁ ହାତ ତୁମର । କାହିଁ ଇନ୍ଦ୍ରଧନୁସପ୍ତରଙ୍ଗ ବିଭାକାହିଁ ସେ ମଳୟଆତ୍ମସ୍ପର୍ଶୀ ବାଆ ।କଳୁଷିତ ଆଜିସ୍ମୃତିର ସାଗରମିଶି ମିଶି ତହିଁବିଷାଦ ଜହର,ଜୀଇଁବାକୁ ଖୋଜେ ରାହା । ତଥାପି ତୁମରସ୍ମୃତିକୁ ସେମିତିସୁନା ଶାମୁକାରେରଖିଛି ସାଇତି ।ହୃଦୟ କାନ୍ଥରେଆଙ୍କି ତାର…

Read More

ମୋ ଫାଜିଲ୍ ପ୍ରିୟାର ଦୁଷ୍ଟ ଇସାରା

ଛୋଟ ବୟସକୁ ଆଣ୍ଟ କରିଆଜି ଚେଇଁଥିଲା କଳ୍ପନାତୀତ ବ୍ୟଥାଅବ୍ୟକ୍ତ କୋହରେ ମୁଁ ଜୀଉଁଥିଲିପିଇ ପିଇ ରସାଳ ପ୍ରଣୟ ବିଥିକାଅମଡା ବାଟର ବାଟୋଇଟିଏ ତ ମୁଁ ହେଲେ ତୋ ଇସାରା ମୋ ଥୁଣ୍ଟା ମନରେସୃଜିଛି ପ୍ରେମର କଁଅଳିଆ ପତ୍ର ତୁ ତ ଅଭିପ୍ସାର ଅମୃତ ଫଳଟେଯାହା ଭାବର ମହୁଆ ବର୍ଷାରେ ମୁଁ ଭିଜୁଛିପ୍ରତି ସ୍ଵପ୍ନଭିଜା ନିର୍ଝୁମ୍ ରାତିରେ ତୋ ନିରିମାଖି ମନର ଅଭିସାରରେକିଏ ଜଣେ ମନର କାନ୍ଥରେ ଆଙ୍କିଲାଣିମାଣବସା ଗୁରୁବାରର ଝୋଟି ଚିତା ଉଜାଣି ଆଖିରେ ଗୋପନର କଣା…

Read More

ଲୁହ

ଲୁହ ତୁ ହିତାଙ୍କାକ୍ଷି ନାଁ ସ୍ୱାର୍ଥବାଦିଆଉ କି’ ନାଁ ତୋର,ରଙ୍ଗ ହିନ ବିନ୍ଦୁ ରୁ ହେଉ ଆରମ୍ଭପଥ ଟି ହୃଦ ଗଭିର ।। ଖୁସିରେ ସମୟେ ବହି ମୁକ୍ତସମଦୁଃଖ ରେ ଝରା ଶ୍ରାବଣ,ହୃଦୟରେ ଯେବେ ଉଠିଥାଏ କୋହବୋହି ଯାଉ ଅନର୍ଗଲ ।। ପୁଣି କେବେ ହଠାତ ଚାଳି ଆସୁଅମାନିଆ ଢେ଼ଉ ଟେ ସାଜି,ଅତୀତ ର ସେ ଅଭୁଲା ସ୍ମୃତି କୁଭିଜେଇ ଦେବ ବୋଲି ।। ଆନନ୍ଦ ଉଲ୍ଲାସେ ନାଚି ଉଠୁ ପୁଣିଯେମିତି ମନ୍ଦାକିନୀ ଜଳ,ତତେ ଚିହ୍ନିବା ଭାରି…

Read More

ରାସ୍ତାର ପଥର

ଅନେକ ଅସଫଳ କାହାଣୀର ନାୟକ ମଧ୍ୟଏଇ ରାସ୍ତାରେ ତାଙ୍କ ପାଦ ଚିହ୍ନ ଛାଡ଼ିଛନ୍ତିଯାହାକୁ ତୁମେ ସଫଳତାର ରାସ୍ତା ବୋଲି କହୁଛ ଭୋର୍ ରୁ ଅନ୍ନଦାତା ଟିଏ ଏହି ରାସ୍ତାରେ ଯାଇଥିଲାମରୁଡ଼ି ସହ ଯୁଝୁଥିବା ଫସଲ ନିକଟକୁଭିକ୍ଷୁକ ମଧ୍ୟ ବାରମ୍ବାର ଧାଏଁ ଏହି ରାସ୍ତାରେଏକ ଆଶା ନେଇ, ପେଟର ଭୋକ ମେଣ୍ଟେଇବାକୁ ଅପେକ୍ଷା କେତେ ଯେ ଦୀର୍ଘ ଜାଣିନଥିଲା ସେ ପ୍ରେମିକାଆକାଶର ବକ୍ଷକୁ ମାପିବା ପାଇଁ ବାହାରିଥିଲାଏଇ ଅବାହୁଡା଼ ପଥରେକମାର ଲୁହାକୁ ଗରମ କରି ଆକୃତି ପରିବର୍ତ୍ତନ କରୁଥିଲାତା…

Read More