
ପ୍ରତିକ୍ଷା
ସବୁକିଛି ନେଇଗଲା ପ’ରେଟିକିଏ ବି ଫେରି ଚାହୁଁନ!କେମିତି ବଞ୍ଚିବି ଯେ-ଆଙ୍ଗୁଠି ଗଣା ରେ ବି ସରୁ ନାହିଁ ଦିନ। ଅସହ୍ୟ ହେଉଚିନିଶ୍ୱ ଜୀବନରେ ନେବାକୁ ନିଶ୍ୱାସତୋଫା ତୋଫାଜହ୍ନ ଆଲୁଅରେ ମିଳେଇ ଯାଉଚିମୋ ପୁରୁଣା ଦିନର ବିଶ୍ଵାସ ଆଞ୍ଜଳୁ ରୁବାଲି ସବୁ ଝରି ଗଲା ଭଳିଆଙ୍ଗୁଳି ସନ୍ଧିରେ ସରି ଯାଉଚି ଆୟୁଷତୁମେ ଆସ ବା ନ ଆସଏମିତି ଚାହିଁଥିବିତୁମ ଫେରିବା ବାଟକୁଥିବା ଯାଏ ପିଣ୍ଡରେ ଶେଷ ନିଶ୍ଵାସ। ତପନ କୁମାର ବେହେରା କାନପୁର, ନରସିଂହପୁର,