ଏମିତି କିଆଁ ହୁଏ
ଧଳା ଚକ୍ ଚକ୍ ପୋଷାକ ଲଗାଇକଳା କାମ କିଆଁ କରୁଛିଭଦ୍ରତାର ମୁଖା ପିନ୍ଧି ରାଜନେତାଜନତାଙ୍କୁ କିଆଁ ଲୁଟୁଛି ।।ଗରିବଙ୍କ ପାଇଁ ଆସୁଛି ଯୋଜନାବାଟରେ କିଆଁ ଗଳୁଛିଗରିବ ର ଦାନା ବାଟ ରୁ କାହିଁକିଅମଲା ପାଖକୁ ଯାଉଛି ।।ଝିଅ ପୁଅ ଯଦି ସମାନ ହେଲେଣିଝିଅ ହେଲେ ଦୁଃଖ କାହିଁକି ,ପୁଅ ପାଇଁ ବାର ବରତ ଆଜିବିମା କିଆଁ ସତେ ରଖୁଛି ।।ସମସ୍ତେ ସମାନ ଡିଣ୍ଡିମ କରନ୍ତିସବୁ ସରକାର କାହିଁକି ?ଜାତିଭେଦ କିଆଁ ଚାକିରୀ କ୍ଷେତ୍ରରେସବୁଠାରେ ଆଜି ରହିଛି ।।ଭୋଟ୍…