ଚାଷୀର ଦୁଃଖ
ମେଞ୍ଚା ମେଞ୍ଚା ଖାଦ୍ୟ ନଷ୍ଟ କରୁଥିବାମଣିଷ ହେ ଯାଅ ଦେଖି,ତୁମ ପାଇଁ ଖାଦ୍ୟ ଯୋଗାଉଛି ଯିଏସିଏ କେତେ ବଡ଼ ଦୁଃଖି l(୧)ଗ୍ରୀଷ୍ମରେ ଖୋଜେନି ଶୀତଳତା ପୁଣିବର୍ଷାକୁ ଭଲ ସେ ପାଏ,ଶୀତ କାକରରେ ଫୁଙ୍ଗୁଳା ଦେହରେକ୍ଷେତପରେ ଖଟୁଥାଏ l(୨)କୀଟ ଠୁ ପତଙ୍ଗ ଅବା ସରୀସୃପସଭିଙ୍କୁ ଆଦରି ନିଏ,ମାଟିପରି ଧୌର୍ଯ୍ୟ ହୃଦୟରେ ଭରିସୁନାର ଫସଲ ଦିଏ l(୩)ଝାଟିମାଟି ନଡ଼ା ଛପର ଘରଟେସେଠି ମୁଣ୍ଡ ଗୁଞ୍ଜି ସୁଏ ,ସ୍ଵପ୍ନରେ ଗଢେ ସେ ସୁନାର ମହଲସ୍ୱପ୍ନରେ ସେ ଭାଙ୍ଗିଦିଏ l(୪)ସାହସ ପାଏନି ଦେଖିବାକୁ…