
କବି ଗଙ୍ଗାଧର
ଓଡ଼ିଆ ଭାଷାର ଅଳକାନନ୍ଦା ହେତୁମେ କବି ଗଙ୍ଗାଧରସତେକି ପଙ୍କରୁ ପଙ୍କଜ ଅଙ୍କୁରସୁଧା ଅମୃତର ଝର I ତୁମ କଲମରେ କଳକଣ୍ଠ କହେକେତେ କଥା ସୁମଧୁରସକାଳ ଆସଇ ମଙ୍ଗଳ ବେଳାରେଧରି ପଲ୍ଲବିନୀ ହାରପ୍ରକୃତିର ଚିତ୍ର ଆଙ୍କିଛ ଜୀବନ୍ତସାଜି ଏକ ଚିତ୍ରକର I ବିଲରେ କୃଷକ ଗାଇଛି ସଙ୍ଗୀତଅମଳ କରିଛି ଶସ୍ଯଲେଖନୀ ମୁନରୁ ଝରିଛି ଅନେକକାବ୍ୟ କବିତାର ରସତପସ୍ଵିନୀ ଇନ୍ଦୁମତୀ ଅର୍ଘ୍ୟଥାଳିଆଦି ରସ-ରତ୍ନାକର I ମାତୃଭୂମି ପ୍ରୀତି ମାତୃଭାଷା ପ୍ରତିସଦା ତୁମେ ସମର୍ପିତଭାଷାର ପରାଣେ ଜୀବନ ଭରିଛଥିଲା ଦିନେ ମୃତବତ୍ଭକ୍ତି…