ଗୁତି
ଚତୁର୍ଭୁଜର ମଝଆଁ ପିଲାଟାଗଉଁତିଆ ଘରର୍ ଗୁତିବଛର୍ ଗୁଟା ଖଟ୍ ଲେ ପାଏସିଧାନ୍ ଦଶ୍ ପୁରୁଗ୍ ଭୁତି ଆମର୍ ଦୁଇ ଆମେ ଦୁହେଁ ଦୁଇମାନିଛେ ସର୍ କାରୀ ନୀତିବେର୍ କେ ବତା ବାଗିର୍,ହେନ୍ ତାକନିଁଆ ତାର୍ ରାଏମତୀ ଧୁକା ବର୍ ଷା ଗର୍ ଡି ଝଁକେରଶୀତ୍ କାକର୍ ବାରମାସିଝୁଲ୍ ଝୁଲୁନୁ ସାହାକାର୍ ଘରେଁବିନ୍ ଡାକେଁ ହାଜ୍ ରା ଦେସି ହଲେ ବଳଦ୍ ଜୁଏଡ୍ ଲଙ୍ଗଲ୍ହାତେଁ ଧରି ପାଚେନ୍ ବାଡ଼ିଯାଏସି ମାଡି ଧର୍ ସା ବାହାଲପିଲା ଜଞ୍ଜାଲ୍ ପଛେଁ ଛାଡି…