ବନୀତା

ସାମାନ୍ୟ ଦୂରରେ ଥିବା  ନିଅନ୍ ଖୁଣ୍ଟକୁ ଧରି ଘୂରିଘୂରି ବର୍ଷାରେ ଭିଜୁଥିଲା ସେ।ଆକାଶକୁ ଅନାଇ ଦେଉଥିଲା ଥରକୁ ଥର।ସତେ ଯେମିତି ମାପୁଥିଲା ବର୍ଷାର ଉଷ୍ମତା ଅଥବା ତା ଗତିର ତିବ୍ରତା। ରାତି ଗଭୀର ହେଉଥିଲା। ସେ ନିର୍ମୋହୀ କିନ୍ତୁ  ନିର୍ଭରରେ ବର୍ଷା ଆଗରେ ନିଜକୁ ଉନ୍ମୁକ୍ତ କରି  ଦେଇଥିଲା ! ଝରକା ଦେଇ ଦେଖୁଥିଲି ମୁଁ । ବିନ୍ଦୁବିନ୍ଦୁ ବର୍ଷାର ହିମ ଶୀତଳତା ରେ ଥରଥର ହୋଇ ଥରି ଉଠୁଥିଲା ତା କ୍ଷୀଣ ତନୁବହ୍ଲରୀ । ନିଅନ…

Read More