ମାଁ

କେଉଁ ମାଁ କଥା କହିବି ତୁମକୁ ଉଭୟେ କରୁଣାମୟୀ ଜଣ କ ଗର୍ଭରୁ ଜନମ ହୋଇଛି ଆଉ ଜଣେ ମହାମାୟୀ। ଶରତ ଋତୁର ପାର୍ବଣ ଉତ୍ସବ କାଶତଣ୍ଡି ସଜାଇଛି ନିର୍ମଳ ଗଗନ ନୀଳ ରଙ୍ଗ ନଭ ସବୁଜ ଧରା ଦିଶୁଛି। ଏହି ଋତୁ ମଧ୍ୟେ ଆସିଥାଏ ମାଆ ନବରାତ୍ର ଦୁର୍ଗା ପୂଜା ଆଲୋକ ସଜ୍ଜିତ କୋଳାହଳ ମୟେ ଉଡାଇ ବିଜୟ ଧ୍ଵଜା। ଗୃହେ ଥିବା ମାଆ ସର୍ବସ୍ବ ଦେଇଛି ନିଃସ୍ଵାର୍ଥପର ସେବାରେ ମିଛେଇ ମାଆଟି ମିଛ କହି…

Read More

ମାଁ

ତୁମ ପରି ମାଁ ଥାଉଁ ଥାଉଁ କାହିଁକି ଡରିବି ଏଇ ଦୁନିଆ କୁ, ଯିଏ ପଛେ ଯେତେ କଷ୍ଟ ଦେଉ ତୁମ ପରି ମାଁ ଥାଉଁ ଥାଉଁ। ଜାଣିଛି ମାଆ ମୁଁ ଅମାବାସ୍ୟା ପରେ ପୁନେଇଁ ଆସିବା ସତ , ପଣତ ତଳେ ମାଁ ଶକ୍ତି ଦେଉଥିବୁ କରିବୁନି ତାକୁ ଛୋଟ। ପୁଅ ଝିଅ ଦୁଃଖ ଦେଖିଲେ ମାଆର ଆଖିରେ ଆସ‌ଇ ଲୁହ, ତୁମେ ସବୁ ଦେଖି ସହି ପାରିବକି ସତ କରି ତୁମେ କୁହ ।…

Read More

ମା

ମା.. କେବଳ ମାଆ!ଯେତେ ଚାହିଁଲେ ବି ଲେଖି ହେବନାହିଁତା’ ଜାଗାରେଆଉ କାହାର ନାଆଁ। ତାର ଗାଳିବଡ଼ ଦାଣ୍ଡର ଧୂଳିକାନି ପଣତଶିରୀମନ୍ଦିର ର ନେତ। ତା’ର ଭଲ ପାଇବା ଆଉ ସ୍ନେହକେଉଁ ଗୁଣରେ ବିକୈବଲ୍ୟ କଣିକା ଠୁ କମ୍ ନୁହଁ । ସାକ୍ଷାତ କଳ୍ପବଟନିଜେ ଜଳିଜଳି ପୁରା କରୁଥାଏପ୍ରତିଟି ମୁହୂର୍ତ୍ତେଆମ ଅସରନ୍ତି ଅଳି ଅଝଟ। ମୁକ୍ତି ମଣ୍ଡପରମୁକ୍ତ ସଂସ୍କାର ଟିଏ ମାଆଜୀବନ ନଈରେପାର ହେବା ପାଇଁ ଏକମାତ୍ର ରାହା। କହିପାର ତାକୁସେବା ଓ ମମତାର ପ୍ରତିମୂର୍ତ୍ତିଅନାସକ୍ତ ସନ୍ଥଟିଏମୁଁ କିନ୍ତୁ…

Read More

“ମାଁ”

ନମସ୍ତେ ନମସ୍ତେ ମାଗୋ ଦୁର୍ଗତିନାଶିନୀନମସ୍ତେ ନମସ୍ତେ ମାଗୋ ସଙ୍କଟହାରିଣୀ।।ମହାମାୟୀ, କାତ୍ୟାୟିନୀ ମାଗୋ ଦଶଭୁଜାଧରାଧାମେ ନାନା ରୂପେ ମାଗୋ ପାଉ ପୂଜା।।ଶିବଙ୍କ ଘରଣୀ ମାଗୋ ଉମା ହୈମବତୀମହାଶକ୍ତି ଯୋଗମାୟା ମାଗୋ ଶୈଳପୁତ୍ରୀ।।ନମସ୍ତେ ନମସ୍ତେ ମାଗୋ ମହିଷାମର୍ଦ୍ଦିନୀନମସ୍ତେ ନମସ୍ତେ ମାଗୋ ଜଗତ ଜନନୀ।।ସତ୍ୟ ଯୁଗେ ମହିଷାର ଅତ୍ୟାଚାର ପାଇଁଅଗ୍ନିସମ୍ଭୁତା ରୂପରେ ମରତେ ଓହ୍ଲାଇ।।ହୀନମତି ପାପିଷ୍ଠକୁ କରିଲ ନିଧନପାପ ନାଶି କରିଥିଲ ଜଗତ କଲ୍ୟାଣ।।ଦ୍ୱାପରରେ ଶ୍ରୀରାମ ଯେ ତୁମ ପୂଜା କରିଉଦ୍ଧରିଲେ ମାତା ସୀତା ଦଶାନନ ମାରି।।ଖଣ୍ଡା ଖର୍ପରଧାରିଣୀ କାଳୀ ମହାକାଳୀଭୈରବୀ…

Read More

ବହି ଟିଏ ମୁଁ

ମୁଁ କ୍ଲାନ୍ତ ପଥିକର ପାନ୍ଥଶାଳା ଟିଏଲିପ୍ତରୁ ନିର୍ଲିପ୍ତତାର ପଥ ଟିଏମୁଁ ଅପ୍ରାପ୍ତିରୁ ପ୍ରାପ୍ତିର ଗନ୍ତବ୍ୟ ଟିଏନାସ୍ତିକରୁ ଆସ୍ତିକର ବାଟ ଟିଏଶୂନ୍ୟତାରୁ ପୂର୍ଣ୍ଣତାର ଶିଖର ଟିଏମୁଁ ତମସାରୁ ଜ୍ୟୋତିର ମାଧ୍ୟମ ଟିଏଏନ୍ତୁଡିରୁ ଅଙ୍ଗାରର ରହସ୍ୟଆଉ ସୃଷ୍ଟି ସଂରଚନାର ଭେଦ ଟିଏଅହଂରୁ ଓଁକାରର ଶଙ୍ଖନାଦ ଟିଏଅଶିକ୍ଷାରୁ ଶିକ୍ଷାର ଦୀପଶିଖା ଟିଏଜୀବନ ଜିଇଁବାର କଳା ଟିଏ ମୁଁଜୀବନ ଡଙ୍ଗାକୁ ବୋହି ନେବାର ଗୁରୁ ଟିଏ ମୁଁ…ମୁଁ ବହି ଟିଏ….।। ମୁଁ ପ୍ରେମ ପରିଣୟର ଗୀତି ଟିଏମୁଁ ସାତ ସୂରର ମଧୂର ମୁର୍ଚ୍ଛନା…

Read More

କି ଅବୁଝା ଏ ବର୍ଷା ?

ଅଣ୍ଟା ନୁଆଇଁ ମାଟିର ବାସ୍ନାରେନିଜର ଦମ୍ଭ ହାରି ଥିବାକେଇ ବିଡ଼ା ନୁଖୁରା ନଡ଼ା ଛପର ପିଠିରେକେମିତି ଦୁଲ୍ ଦୁଲ୍ ନାଚୁଛିତା ପାଦ ର ଘୁଙ୍ଗୁର ଖୋଲିମୁଁ ଦେଖୁଛି ସେ ତା ଇଛାରେ ନାଚେମୋ ସାମ୍ନା ଘର ବାଲକୋନୀ ରେପୁଣି ସେ ମନ ଭରି ନାଚେ, ବୁଲା ଗୋରୁ ଙ୍କଖୋଲା ପିଠିରେ, ସରୁ ସରୁ ଧାନ ପତର ରକଅଁଳା ଛାତିରେ,କେବେ ଦିନରେ ତକେବେ ପୁଣି ରାତିରେ।କି ଅବୁଝା ଏ ବର୍ଷାଟିକେ ବି ଦୟା ନାହିଁ ତା ମନରେଗୋଡ଼ କଚାଡି…

Read More

ତୁମର ମନେ ଅଛି ନା??

ତୁମର ମନେ ଅଛି ନା??ତୁମ ସହ ସମୟ ବିତାଇବା ଲାଗିଚା ପିଇବା ବାହାନାରେ୧୦ କିଲୋମିଟର ଯିବା?? ତୁମର ମନେ ଅଛି ନା?ଆଳସୁଆମି ଯୋଗୁଁ ଡେରିରେଉଠୁଥିବା ଝିଅକୁଘଣ୍ଟା ଘଣ୍ଟା ତା ହଷ୍ଟେଲ ତଳେ ଅପେକ୍ଷା କରିବା?? କେବେ ରାଗ ଅଭିମାନରେ କଥା ନ ହେଲେତାକୁ ମନେଇବାକୁ ଦିନ ରାତି ଏକ କରି ଦେବା??ତାକୁ ଚାଲିବାକୁ କଷ୍ଟ ଲାଗେ ବୋଲିହଷ୍ଟେଲକୁ ଖାସ୍ କରି ତା ପାଇଁ ବାଇକ୍ ଆଣିବା ??ତାର ପ୍ରତିଟି ଛୋଟ ବଡ଼ ସମସ୍ୟାକୁ ନିଜର ଭାବିବା??କେହି ତାକୁ…

Read More

ବର୍ଷା ତୁମେ

ଜାଣିଛ ବର୍ଷା ତୁମେ ଆସିବବୋଲି କହି ନଥିଲ କାଲି,ତୁମ ଆସିବାର ଶବ୍ଦ ଶୁଣିମୁଁ ବାହାରକୁ ଧାଇଁ ଆସିଲି ।। ହଠାତ୍ ତୁମରୂପ ଦେଖି ମୁଁସତରେ ବହୁତ ଖୁସି ହେଲି ,ମନେଅଛି ସେଦିନ ବର୍ଷା ରେତୁମ ଛିଟାରେ ମୁଁ ଭିଜୁଥିଲି ।। ହାତେ ଛତାଧରି ପାଦ ଥାପିଥାପି ଅର୍ଦ୍ଧ ଓଦା ଚାଲୁଥିଲି,ତୁମ ପ୍ରକୁତିକୁ ଦେଖିତୁମସାଥେ ଭିଜି ଗୀତ ଗାଉଥିଲି।। ବର୍ଷା ତୁମ ଭିଜା ପଣତରେମନର ଅସ୍ତିତ୍ୱ ଭୁଲିଗଲି ,ପବନର ବେଗ ସାଥେ ତୁମସ୍ପର୍ଶେ ବର୍ଷା ସ୍ଵାଦ ପାଇଗଲି ।।…

Read More

ବିଶ୍ଲେଷଣ

ମୋ ଅହମିକା ନିକଟରେଅନ୍ୟମାନେ କେତେ ଯେ ନଗଣ୍ୟଏଇ ଭାବନାଠୁ ହିଁ ତ ଆରମ୍ଭ ହୁଏଜୀବନର ବିଶ୍ଲେଷଣ । ତୁଚ୍ଛ ତୁମକୁ କହି, ଯଦି ମୁଁବଡ଼ ପାଲଟିଗଲିତାହାଲେ ସତରେ ମୁଁ କ’ଣ କଲିସେଇଆ କଲି ଯାହା ଅନ୍ୟମାନେ କରୁଛନ୍ତିତାହେଲେ ସେମାନଙ୍କଠୁ ଭିନ୍ନ କେମିତି ହେଲି ? ମୁଁ , ମୋର, ମୋ ପାଇଁର ଭାବନାମତେ ଏତେ ମାତ୍ରାରେ ଗ୍ରାସିଗଲା ଯେସମ୍ପର୍କ ମୂଲ୍ୟହୀନ ପାଲଟିଲାଆମ୍ଭେର ପରିଭାଷା ମଳିନ ପଡ଼ିଲାସବୁତକ ବିକିଦେଲି ଧନ ପାଇଁଶାନ୍ତି କେଉଁଠି ମିଳିଲା ?ଅନେକ ତ ସେଇଆ…

Read More

କବିର କଲମ

କବିର କଲମ କୁହେ ମନ କଥାକବିଙ୍କ ହସ୍ତରେ ଥାଇକଲମ କବିଙ୍କ ଏକମାତ୍ର ଧନତାପରି ନାହିଁ କେହି କବି କଲମର କେଇପଦ କଥାଥରାଇ ପାରେ ସୃଷ୍ଟିକଲମ ଅଟଇ କବିର ଅସ୍ତ୍ରକେହି ନ ପାରିବେ ତିଷ୍ଠି ଶବ୍ଦ ବାଣରେ ଆକାଶକୁ ଚିରିମାଟିକୁ ପାରେ ବିଦାରିପଥର ହୃଦୟେ ତରଙ୍ଗ ଉଠଇଲଂଘିପାରେ ରତ୍ନଗିରି ସକାଳେ ସଞ୍ଜରେ ସୁଖରେ ଦୁଃଖରେକଲମ କବି ଧରିଥାଏକିଛି ଭାଷାର ସମାହାରରେସମାଜକୁ ବାର୍ତ୍ତା ଦିଏ କବି ପୂଜାପାଏ ସାରା ଜଗତରେଏକଥା ନଯିବା ଭୁଲିମୁଖରେ ଯାହା କହି ହୁଏ ନାଁହିକଲମ କୁହଇ…

Read More