ଗୋଟେ କଥା କୁହା କଙ୍କାଳ

ସେଠିକିଛି ରକ୍ତ, ମାଂସ ଏକାଠି ହୋଇଆଫ୍ରିକାର ନବାଗତ ଜିରାଫଟେ ପରିଆକାଶକୁ ଚାହିଁ ରହିଥାନ୍ତିଖୁବ୍ ନିସ୍ତେଜରେ , ନୀରବରେଆଲୁଅଟେ ପାଇଁ , ଯାହାର ଖବରକିଛି କ୍ଷଣ ଆଗରୁ ଛିଡ଼ି ପଡିଥିବାଗୋଟେ କଙ୍କାଳକୁ ପଚାରକେମିତି ଗପ ଶୁଣୁଥାଏ ଯୁଗ ଯୁଗନିଜକୁ ଏକଲା କଏଦୀ କରିଅଜ୍ଞାତବାସରେଅବାଞ୍ଛିତ, ଅବହେଳିତ, ଜୀର୍ଣ୍ଣ ଶୀର୍ଣ୍ଣ ଶରୀରରେବସି ଦେଖୁଥାଏଚାରିପଟେ ଚାଲିଛି କେବଳ ଲୁଣ୍ଠନଆଉ ଅରାଜକତାର ଅନ୍ଧାର । ପକ୍ଷୀ ଏଯାଏଁ ଗାଇ ପାରିନି ଗୀତମାଟି ଏଯାଏଁ ହେଇ ପାରିନି ମିତଯୋଦ୍ଧା ଏଯାଏଁ ଆରମ୍ଭି ପାରିନି ଯୁଦ୍ଧକବି ଏଯାଏଁ…

Read More

କଳା ଶ୍ରୀମୁଖ

କଳା ଶ୍ରୀମୁଖ ମୋ କଳା ଶ୍ରୀମୁଖଦେଇଛୁ ଭରି ଜୀବନ କଳସ ।। ମାଗିନାହିଁ କେବେ ସୁଖ ଶିରୀ ତୋତେଯାଚି ଯା ଦେଇଛୁ ମୋ କାନି ପଣତେ।। ସରାଗରେ ତାକୁ ନେଇଛି ଆଦରିଆଖିର ଲୁହକୁ ଓଠେ ପିଇ କରି।। କରି ନାହିଁ କେବେ ଗୁହାରି ତୋ ଆଗେମାଗିନି ଷାଠିଏ ପଉଟିରୁ କେବେ।। କା ପାଶେ କହିନି ଦେଇ ନାହୁଁ ବୋଲିକଳଙ୍କ ତୋ ନାମେ ଲାଗିଯିବ ବୋଲି।। ମୁହଁ ଖୋଲି ତୋତେ କେବେ ମାଗିନାହିଁଦୁଃଖ ଭୁଲି ଯାଏ ତୋତେ ଦେଲେ…

Read More

କଳା ଶ୍ରୀ ମୁଖ

ଆହେ କଳା ଶ୍ରୀମୁଖନ ଶୁଣିଲେ ତୁମେ ଗରିବ ଗୁହାରି,କା ଆଗେ କହିବି ଦୁଃଖ। (ଘୋଷା) ଘୋରଜଳେ କରୀ ଡାକିଲା ଶ୍ରୀହରିନକ୍ର କବଳରେ ପଡ଼ି ଯାଉଛି ସରିରଖ ବାରେ ପଦ୍ମମୁଖଶୁଣିଲ ତା ଡାକ ଲକ୍ଷେ ଯୋଜନରୁ ମୋ ବେଳକୁ କିମ୍ପା ହୁଅ ବିମୁଖ। ବ୍ୟାଧ କବଳରୁ ରଖିଲ ମୃଗୁଣୀପାଞ୍ଚାଳିକୁ ଦେଲ ବସ୍ତ୍ର ମନ ଜାଣିଦେଖି ବନ୍ଧୁଆ ର ଦୁଃଖସୁବର୍ଣ୍ଣ ଥାଳିରେ ଅନ୍ନ ଦେଇ ଗଲ , ମୋ ବେଳକୁ କାହିଁ ଶୁଖିଚି ମୁଖ। ସୁଦାମାକୁ ଦେଲ ସୁବର୍ଣ୍ଣ ଉଆସସବରୀକୁ…

Read More

ଜହ୍ନ

ଟଙ୍କିକିଆ ପୁନେଇଁ ଜହ୍ନଦିନେ କେବେ ଆସେଆକାଶରେ ପହଁରୁଥାଏ । ଛିଣ୍ଡା ଜରିବସ୍ତା ଉପରେଶୋଇ ଶୋଇ ତାକୁ ସେଆଖିରେ ଛୁଏଁ । ଜହ୍ନ ବଦଳିଯାଏସତକୁ ସତ ଗୋଟିଏ ଟଙ୍କାରେମହମହ ବାସେପ୍ଲାଟଫର୍ମ ଏଣିକି । ଟ୍ରେନ୍‌ର ଶବ୍ଦଶୁଭେ ଦୂର ବଂଶୀ ପରିଅନ୍ଧାର ଲାଗେଜହ୍ନ ଠୁ ବି ତୋଫା । ତାରାକୁ ଅନେଇସେ ଅନୁମାନ କରେରାତି ଦି’ଟା ହେବ କି କଣ । ସକାଳେ ଚାରିଟାରେଅଠର ସତସ୍ତରୀଚଢେଇବାର ଅଛି । ଯାହା ବି ମିଳିବକିଛି ମିଶାଣ ଫେଡାଣ ପରେଏଥର ସେ ସ୍ଵପ୍ନ…

Read More

ତଥାପି ହେ ମୃତ୍ୟୁ

ତଥାପି ହେ ମୃତ୍ୟୁସୃଜନ ସଂହାରଜନ୍ମ ମୃତ୍ୟୁର ଅବିଶ୍ରାନ୍ତ ଧାରାଏତ ଏକ ବିରୋଧ| ଭାସଲୟ ବିଲୟ ଭିତରେ ତୁମେ କିନ୍ତୁମୂର୍ତ୍ତିମନ୍ତ ଅବିଚଳିତହେ ଶାଶ୍ୱତ ମୃତ୍ୟୁ !ସଭ୍ୟତାର ସ୍ଵର୍ଣ ସୌଧସୃଜନଶିଳତାର କୋମଳ ଗାନ୍ଧାରକେତେ ଦର୍ପିତ ହସ୍ତିନାକେତେ ବାରୁଣା ବନ୍ତ ଆଉକେତେ ସ୍ଵର୍ଣ ଲଙ୍କାପୋଛି ଦିଅ ତମ ସ୍ପର୍ଦ୍ଧିତ ହୁଙ୍କାରେଲୀନ ହୁଏ ତୁମରି ବକ୍ଷରେପୃଥିବୀ ର ପ୍ରସୂତି ଶାଳାରେ ଯେ ବେl -ଜୀବନର ପଞ୍ଚଜନ୍ୟ ବାଜେ, ତୁମେ କିନ୍ତୁ ସର୍ତ୍ତ ରଖ “ମୁଁ ଆସିବି ଦିନେ”ତୁମେ ଆସ ପଞ୍ଚ ମହଭୂତର –ଦିବ୍ୟ…

Read More

ନ୍ୟାୟ

ପ୍ରତି ଦିନ କହୁଛୁ ଆମେନ୍ୟାୟ ନ୍ୟାୟ ନ୍ୟାୟଆମକୁ ନ୍ୟାୟ ଦରକାରନ୍ୟାୟ ଆମର ଅଧିକାରଏହି ନ୍ୟାୟ ର ସ୍ୱର ପ୍ରତି ଦିନ ଗୁଞ୍ଜିରତ ହଉଚିକିଏ ଦବ ନାରୀ କୁ ନ୍ୟାୟ ।କିଏ ହେବ ତା ସାହା ।କେଉଁଠି ରହିବ ସୁରକ୍ଷିତ ନାରୀ ଟେକିଏ କରିବା ତା ରକ୍ଷା । ବନ୍ଧୁ ପରିଜନ ହଉ କି ହଉ କାର୍ଯ୍ୟ କ୍ଷେତ୍ରସବୁଠି ରହୁଛି ଭୟ ,ପୁରୁଷ ଉପରେ ଭରସା ପାଉନି ।ମନ ହୁଏ ଅଥୟ । ମଣିଷ ସାଜୁଛି ଭକ୍ଷକ ଯୋଉଠିକୁକୁର…

Read More

ମାଗୁଣି ମୋହର ଘେନ

କରୁଣାମୟୀ ମାଆ ଶ୍ୟାମାକାଳୀ ପଦେ କରୁଛି ଏହି ଦୟିନୀଜଳାଇ ଦେଇଛି ଭକତିର ଦୀପ ଆହେ ଗିରିଜା ନନ୍ଦିନୀ।। ଆଲୋକିତ ହେଉ ଏ ସାରା ସଂସାର ଜଳି ଯାଉ ସବୁ ପାପଫେରି ଆସୁ ରାମ ରାଇଜ ଧରାକୁ ଜଳୁ ସୁଖର ପ୍ରଦୀପ।। ଅପସରି ଯାଉ ରାଗ, ହିଂସା, ଦ୍ୱେଷ ନରହୁ ଭେଦ କାହାରେକୋଟିଏ ଜନତା ଗୋଟିଏ ହୁଅନ୍ତୁ ବାନ୍ଧି ଏକତା ରଜ୍ଜୁରେ।। ଦୁଃଖ, ଦୈନ୍ୟ ଘୁଞ୍ଚି ଯାଉ ସମାଜରୁ ସୁଖର ସୁରୁଜ ଉଇଁଅମା ଅନ୍ଧକାର ଦୂରେଇ ଯାଉ ମାଆ…

Read More

ପୁଣ୍ଯ ମାସେ ପୁଣ୍ଯ ଦୀପାବଳି

ପୁଣ୍ୟ ମାସ ରେ ପୁଣ୍ୟ ଦୀପାବଳିହୃଦୟେ ଭକ୍ତି ଅଶେଷଲକ୍ଷ୍ମୀ ଗଣେଶ ଙ୍କ ପୂଜା ବିଶେଷମହାନ କାର୍ତ୍ତିକ ମାସ ପୟା ଶ୍ରାଦ୍ଧ ଦେଇ ବଡ ବଡୁଆଙ୍କୁକରୁ ଆମେ ନିମନ୍ତ୍ରଣଜୀବନ ହେଉ ଆଲୋକିତ ମୟକରିଥାଉ ନିବେଦନ ବଡ଼ ଦେଉଳରେ ବାଇଶି ପାହାଚେବଡ ବଡୁଆଙ୍କୁ ଡାକୁଜାଳି ଦିଅ ସବୁ ଅଶୁଭ ଚିନ୍ତନଦିବ୍ୟ ଚେତନା ଜାଗୁ ପ୍ରୀତିର ଦୀପାଳୀ ଜାଳିଦେବା ଆମେହିଂସା ହୋଇଯାଉ ଦୂରଘରେ ଘରେ ଜଳୁ ପ୍ରୀତିର ଦୀପାଳୀହଟି ଯାଉ ଅନ୍ଧକାର ପିତୃ ପୁରୁଷଙ୍କୁ ପିଣ୍ଡ ଶ୍ରାଦ୍ଧ ଦାନପୂଜା ହୁଅନ୍ତି ମା’କାଳୀବଡ଼…

Read More

ଦୀପାବଳି

ଆଜି ସଞ୍ଜ ବେଳାରେ ମାଟି ଦୀପଟିଏଜାଳିଛି ମୋ ଘର ଅଗଣାରେମନ ଦେଇ ଆଙ୍କିଛି ଚିତ୍ର ଅଳପନାସାତ ରଂଗ ବର୍ଣ୍ଣ ମୁରୁଜରେ ପୂର୍ଣ୍ଣ ଜଳ କଳସ ତହିଁ ସଜାଡିଛିନାନା ଜାତି ଫୁଲ ସମାହାରେଝଳମଳ ଝଳସେ ଆଲୋକର ମାଳାବିଭାବରୀ ଶୋଭା ମନହରେ ଆହେ ରାମ ରାଘବ ପ୍ରଜାନୁରଞ୍ଜନଆସ ଧାରା ଧାମେ ଆଉ ଥରେନାଶ କର ବଇରି ପାପୀ ରାବଣକୁସତ୍ୟ ଧର୍ମ ନ୍ୟାୟ ଧନୁ ତୀରେ ପାପ ତାପ ତମସ କଳୁଷ ଅଜ୍ଞାନଠେଲି ଦିଅ ପ୍ରଭୁ ବହୁ ଦୂରେପାଦ ତଳେ ବିନତୀ…

Read More

ଶୂନ ର ଜୀବନ

ଜୀବନ:ଓଳି ତଳ ର ବର୍ଷା ପାଣିରେକାଗଜ ଡଙ୍ଗାଏତେ ଲୋଚାକୋଚା !ଜୀବନ ରଚନାରଶେଷ କଥାରେଶୂନ !ଶୂନ ଶୂନ ଶୂନସବୁ ମୋଟରେଶୂନ !ଶୂନ୍ୟରେ ଜୀବନ ଆରମ୍ଭଶୂନ୍ୟରେ ଶେଷ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ କୋଲନରା, ରାୟଗଡ଼ାମୋ._୮୯୧୭୩୨୪୫୨୫

Read More