ଖାସ୍ ତୁମରି ପାଇଁ
ଅପରିଚିତ ରୁ ପରିଚିତ ହେଲି ଖାସ୍ ତୁମରି ପାଇଁଖୋଲା ଆକାଶରୁ ଧରାପୃଷ୍ଠକୁ ଅବତରି ଆସିଲିଖାସ୍ ତୁମରି ପାଇଁ ମୁଁ ତ ଥିଲି ସୁନାପଂଜୁରୀର ଶାରୀ ଟିଏ ହୋଇନିଜକୁ ଏକ ବେନାମୀ ବନ୍ଧନରେ ବାନ୍ଧିନେଲିଖାସ୍ ତୁମରି ପାଇଁ କଲମକୁ ଆପଣାର ଭାବୁ ଭାବୁ କେବେକାନଭାସର ପ୍ରେମରେ ପଡି ରଂଗତୂଳୀକୁ ଯେନିଜର କରିନେଲି ଖାସ୍ ତୁମରି ପାଇଁ ଶବ୍ଦର ଛିଟା ତ’ ଭଲ ଲାଗୁଥିଲା ରଂଗର ଛିଟା ପୁଣି କେବେ ଠାରୁ ଯେ ଭଲ ଲାଗି ବସିଲା ଖାସ୍ ତୁମରି…