ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି
ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି, ମୁ ସେ ପୂଣ୍ୟ ଭୂମି ରୁ ଆସିଛି ଯାହା ଦେହରେ ଗଙ୍ଗା ବହୁଛି ଯାର ହାତରେ ତ୍ରିରଙ୍ଗା ଉଡୁଛି…
ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି, ମୁ ସେ ପୂଣ୍ୟ ଭୂମି ରୁ ଆସିଛି ଯାହା ଦେହରେ ଗଙ୍ଗା ବହୁଛି ଯାର ହାତରେ ତ୍ରିରଙ୍ଗା ଉଡୁଛି…
ତମେ ଆଜି ଅଦୃଶ୍ୟ ମନ କାନ ଭାସର ଚିତ୍ରପଟ୍ଟରୁ ଖୋଜୁଛି ଧୂଳିମାଟି କାଦୁଅର ଭିତରେ ମନ ପ୍ରଜାପତୀ ଚିତ୍ରିତ ଓଢଣାରେ ଛାଡିଆସି ଥିବା ମୋ ପିଲା ଦିନ ଅଳସୁଆ ଆକାଶରୁ ଅଦିନିଆ ବତାସ ନିଶବଦରେ ହତାଶ ଫୋପାଡେ ମନର ମରୁରେ ଝରିଯାଏ ସନଜୀବନୀ ସୁଧା ମନେପଡେ ପିଲା ଦିନ ଅଭୁଲା ସ୍ମୃତିର ସମସ୍ତଙ୍କୁପଚାରେ ସ୍ଵପ୍ନ , ଫୁଲ , ଭୂମି ଓ ଭୂମାକୁ ପାହାଡ, ଝରଣାକୁ ଜାଣିହୁଏନି କେଉ ଠିକଣାରେ ଥିଲା ପିଲା ଦିନର ନମୁନା ନିଜକୁ…
ପ୍ରୀତି ଏକ ପ୍ରସ୍ଫୁଟିତ ଶୁଭ୍ର ଶତଦଳ ପ୍ରୀତି ଏକ ତପସ୍ୟାର କୋଟି ପୁଣ୍ୟ ଫଳ ।। ପ୍ରୀତି ଏକ ସ୍ରୋତସ୍ଵିନୀ ଅମୃତର ଧାରା ପ୍ରସ୍ତର ଦେହରେ ପ୍ରାଣ ସଞ୍ଚାରଇ ପରା ।। ପ୍ରୀତି ଏକ ହୃଦୟର ଦିବ୍ୟ ଅନୁଭବ ଜୀବନ ସତ୍ତାର ସେହି ପୁଲକିତ ଭାବ ।। ପ୍ରିତୀ ଅଛି ବୋଲି ମର୍ତ୍ତ୍ୟ ହୁଏ ସ୍ୱର୍ଗପୁର ପ୍ରୀତି ବିନା ଏ ଜୀବନ ଶୂନ୍ୟ ପାରାବାର ।। ଜୀବନ କଳଶ ଭରା ପ୍ରୀତି ପୀୟୁଷରେ ଉଠ ବନ୍ଧୁ, ଦେଖ…
ଏ ସାରା ଜଗତେ ଯେତେକ ଜନ ସବୁଠାରୁ ଶ୍ରେଷ୍ଠ ସେହି , ସ୍ନେହ , ପ୍ରେମ ,ଦୟା , କ୍ଷମାର ସାଗର ରାଧାକୃଷ୍ଣ ଜଣା ଯାଇ ।। ରାଧାକୃଷ୍ଣ ଦୁହେଁ ପ୍ରେମର ପ୍ରତୀକ ରହିଛନ୍ତି ଯୁଗେ ଯୁଗେ ରାଧା ବିନା କୃଷ୍ଣ କୃଷ୍ଣ ବିନା ରାଧା ସୃଷ୍ଟି ନୁହଇ ସମ୍ଭବ …
ମୋ ଭାରୁ’ଏ ଭାଗ୍ୟର ସବୁତକ ଭାଜ୍ୟ ଏବେ ! ପଳାତକ ତଥାସ୍ତୁ ? ମହଣ ମହଣ ମୂର୍ଦ୍ଧନ୍ୟ ମନଃସ୍ତତ୍ୱ’ ଏବେ ! ଗମ୍ବୁଜରେ ବନ୍ଦୀ ବାରୁଦ ଲେସା ଶବ୍ଦ ସବୁ କ୍ଷତାକ୍ତ କ୍ଷେପଣାସ୍ତ୍ର , ଶବ୍ଦଭେଦୀ ବାଣ ଆଜି ଶବ୍ଦଶୁନ୍ୟ ତୁଣୀର, ସବୁତକ ଆହ୍ବାନ ଆଜି ଅପହୃତ ଅଙ୍ଗିକାର , ଅଭିଷିକ୍ତ ଆୟୁଷ ମାନେ, ଏବେ ଯୁଦ୍ଧ ଫେରନ୍ତା ପରସ୍ତେ ପରସ୍ତେ, ପରାସ୍ତ ପୂର୍ଣ୍ଣାହୁତି। କାହାକୁ ନେଇ ଲେଖିବି ! ଜୀବନ ଚକ୍ରର ଅସରନ୍ତି ଆସ୍ତରଣ ?…
ବିଶ୍ବାସ ଓ ଅବିଶ୍ବାସ ଜୀବନର ଦୁଇଟି ଅଭିନ୍ନ ଅଙ୍ଗ ମଣିଷର କର୍ମ ଉପରେ ସବୁକିଛି ନିର୍ଭର କରେ ବିଶ୍ବାସ ହାସଲ କରିବା କଷ୍ଟକର କାର୍ଯ୍ୟ ସାମାନ୍ୟତମ ଭୁଲ୍ ମଣିଷକୁ ଅବିଶ୍ବାସର ଗଭୀରତା ମଧ୍ୟକୁ ଠେଲି ଦିଏ ଜୀବନର ପ୍ରତି କ୍ଷଣ ମଣିଷ ଏମିତି ବିଶ୍ବାସ ଓ ଅବିଶ୍ବାସର ଦୁଇଟି ପଥରେ ଅଗ୍ରସର ନିଶ୍ଚିତ କରିବାକୁ ହେବ ଆମେ କେଉଁ ପଥରେ ପରିଚାଳିତ ହେବା ଈଶ୍ୱର ବିଶ୍ବାସର ପ୍ରତୀକ ଆଉ ଅବିଶ୍ବାସ ଠିକ୍ ଭାଙ୍ଗିଥିବା ସେଇ ସ୍ବପ୍ନ ପରି…
ଝିଅଟିଏ ମୁଁ ଭାବିଲା ବେଳକୁ ଯେ ଦ୍ବନ୍ଦ ମନେ ଭରିଯାଏ , ବସି ନୀରବତାରେ ଭାବେ ଅନ୍ତରରେ ଝିଅକୁ ଗଢିଲା କିଏ ? ।। ପରେ ଜ୍ଞାତ ହୋଇ ମନେ ଖୁସି ହେଲି ଭଗବାନଙ୍କର ଏହା ଦାନ , ସବୁ ଜାଣି ମଧ୍ୟ ଶିଶୁ କନ୍ୟାଙ୍କର ହତ୍ୟା କରେ ମୂର୍ଖ ଜନ ।। …
ଜୀବନ ଏଠି ଚାରି ଦିନର ତଥାପି ମଣିଷ ପାଲଟିଛି ଅଜଣା ତୁମେ ଆଜି ଯେଉଁ ଠିକଣା ଖୋଜୁଛ କାଲି ଥିବ କି ନଥିବ କାହାକୁ ଜଣା କେବଳ ସ୍ମୃତି ଚିହ୍ନ ଥିବ ପୁଣି କିଏ ବାହୁନି ହେଉଥିବ ଏଠି ସେଠି ସବୁଠି ସମୟ ବହୁଥିବ ଦିଗନ୍ତ ପର୍ଯ୍ୟନ୍ତ ପଥ ଲମ୍ବି ଥିବ ହେଲେ ନିରୁଦିଷ୍ଟ ଥିବ ସେଇ ଅଗଣା କିଏ ଏଠି ରାଜା କିଏ ମହାରାଜା କିଏ ମହାଜନ, କିଏ ସେବକ ଜୀବନ ଏଠି ଅଭିନ୍ନ ତଥାପି…