
ରୁଦ୍ଧ କୋଠରୀ
ଛେଚା କେଞ୍ଚାର ରୁଦ୍ଧ କୋଠରୀରୁବାହାରକୁ ବାହାରି ଆସିଲେ,ଖୋଲା ଦୁନିଆଟା ଆପଣାର ଲାଗେ,ବିକଳିଆ ମନ ସତେଜ ଜଣାପଡେ,ଉଇହୁଁକାର ଅଗ୍ନିବର୍ଧକ ତେଜସତେ ଯେମିତି ଶେଥାପଡିପ୍ରଶାନ୍ତିର ମହକ ଛୁଟାଏ…! କିନ୍ତୁ…ମୁଁ ମୁଁ ର ଚଷମା ପିନ୍ଧିଥିବା ହାଟ ବଜାରରେ ଦେଖିବାକୁ ମିଳେକେଥ୍ନି କେତେ ବିଗ୍ ମାର୍କେଟ୍,ଫିଙ୍ଗା ହେଉଥିବା ଅକ୍ଷାସବୁଲୁଥିବା ବୁଲା ଭିକାରୀଙ୍କୁ,ଦେଖିବାକୁ ମିଳେ :ଚା’ଖଟିରେ ସମାଜତତ୍ତ୍ୱ ଆଙ୍କୁଥିବାବାହାପିଆ ମାଫିପିଆଙ୍କଅଣଦେଖା ଭାବକଳୁଷିତ କରିବାରେ ଲାଗିଛିମନାକାଶର ସ୍ୱଚ୍ଛ ଗାଲିଚାକୁ…! ଭଲଥିଲା ଚାରିକାନ୍ଥରଭୟାନକ କାଳ କୋଠରୀଟି,ଏହାର ବାହାରେମଣିଷ ହଜାଇ ସାରିଛିମଣିଷତ୍ୱର ଅମୂଲ୍ୟ ଗାରିମା,ବାହାବା ନେବାର ଦୁର୍ବାର…