ଜଗନ୍ନାଥ ଖଣ୍ଡିଆ ହାତ

ତୁମ ଇଚ୍ଛାରେ ଚାଲଇ ଜଗତଜଗନ୍ନାଥ ଖଣ୍ଡିଆ ହାତତୁମ ଆଦେଶେ ଅରୁଣ ଉଦୟଆତଯାତ ଯାମିନୀକାନ୍ତ ତୁମରି ଛୁଆଁ ରେ କଢି ହୁଏ ଫୁଲଆମ୍ବ ଡାଳେ ଧରେ ବଉଳକେବେ ଧିର ଖର ବହଇ ସମୀରବସନ୍ତେ ରାବଇ କୋକିଳତୁମ ଆଜ୍ଞାରେ ପାଦପେ କଅଁଳେପତ୍ରଜଗନ୍ନାଥ ଖଣ୍ଡିଆ ହାତ ଋତୁ ପରେ ଋତୁ ବଦଲଇ ଋତୁସଞ୍ଜ ଯାଇ ଆସେ ସକାଳନୀଳ ଦରିଆରେ ଉଠଇ ଜୁଆରଧୂଆଁ ପୁଣିହୁଏ ଅନଳମିଛ ଦୁନିଆରେ ଏକା ତୁମେ ହିଁ ସତଜଗନ୍ନାଥ ଖଣ୍ଡିଆ ହାତ ଇଙ୍ଗିତେ ଯାହାର ଝରଇ ନିର୍ଝରଜଳ ବରଷାଏ…

Read More

ଆଶା

ମନ ବାନ୍ଧିଥିଲା ସୁନ୍ଦର ବସାଟେଉଡ଼ିଗଲା ସୁନା ଚଢ଼େଇ,ଇଛା ନାହିଁ ଆଉ ବାନ୍ଧିବାକୁ ଆଶାଭରସା ପାରୁନି ସଜେଇ । ଦିନ ପରେ ରାତି ରାତି ପରେ ଦିନସପନେ ହେଉନି ଦେଖା,ଏହି ବୋଧେ ଅଟେ ବିଧାତା ଙ୍କ ଇଛାଲିଖିତ ଭାଗ୍ୟ ଏ ରେଖା। ତୁମ ବ୍ୟସ୍ତତା ବହୁଳ ଜୀବନରେସାଜିବିନି କେବେ ବାଧା,ଭାବିଥିଲା ମନ ହୃଦୟ ଦେବତାହେଲା ପୂଜା ଟି ମୋ’ ଅଧା। ତୁମ ମନ୍ଦିର ଯଦି ପ୍ରକୃତ ତପିତପ ଅଟେ ମୋର ଯୋଗ୍ୟ,ଶେଷ ଇଛା ମୋହର ପୂରଣ ହେବଜଦି ଥିବା…

Read More

ସମ୍ପୂର୍ଣ୍ଣ ପାରିବାରିକ

ଆଜିକାଲି ମୁଁ ସବୁବେଳେମାତାଲ୍ ସାଜିଛିଘଟଣା ସବୁ ଏବେଭୁଲିଯିବା କୁ ଚାହୁଁଛିସୁରାକୁ ମୁଁ ଆପଣାରସାଥୀ କରି ନେଇଛିବୋତଲ ସବୁ ଖାଲିକରିବାରେ ଲାଗିଛି।ମୋ ଶ୍ରୀମତୀ କୁ ଏବେଚାଲିବ ଚାଲିଛିକେଶ,ଓଠ, ମୁହଁ,ଦେହ ସାରାପାଲିତ ଚାଲିଛିତା ନାରୀତ୍ୱକୁ ମୋ ପାଖରେବନ୍ଧା ରଖିଛିମୋ ପୁରୁଷତ୍ୱକୁ ଧାର ନେଇଦେଖାଇ ହେଉଛି।ମୋ ସାନ ଝିଅ କଲେଜରେପାଦ ପକାଇଛିଜିନ୍ ଗେଞ୍ଜି ପିନ୍ଧିବବ୍ କଟ୍ କେଶ ରଖିଛିସ୍ୱାଧୀନତା ର ସ୍ଳୋଗାନଦେବା ଆରମ୍ଭ କରିଛିଅଗଷ୍ଟ ପନ୍ଦର ରନିଶା ତାକୁ ଘାରିଛି।ବଡ଼ ପୁଅ ମୋରଶିକ୍ଷିତ ବେକାର ରହିଛିରାଜନୀତି ସମୁଦ୍ର ବାଲିରେଶାମୁକା ଖୋଜୁଛିଧୂଆଁ ର…

Read More

ସବୁତ କହିଛ

ମୁଁ ତ ବୁଝି ପାରୁଛିତମ ମଉନ ଭାଷାପୁଣି କାହିଁକି ଓଠକୁକଷ୍ଟ ଦେଉଛ,ଏଠି ଅନେକ ତମବିପକ୍ଷର ଲୋକ ଅଛନ୍ତି,ତାହା ମୁଁ ବି ଜାଣିଛିଆଉ ତମେ ବି ଜାଣିଛ,ପୁଣି କାହିଁ ଓଠକୁ କଷ୍ଟ ଦେଉଛ ମନର ପ୍ରତ୍ୟେକ କଥାକୁ ଶବ୍ଦରେପ୍ରକାଶ କରିବାର୍ ଜରୁରୀ ନୁହେ,ବାମ ଗୋଡର ବୁଢା ଆଂଗୁଠିରେ ମାଟିକୁ ଅତାଡି….ସବୁତ କହୁଛ ,ପୁଣି କାହିଁ ଓଠକୁ କଷ୍ଟ ଦଉଛ ଏଠାରେ ଅନେକ କିଛି ଘଟି ଯାଏଯାହା ପୂର୍ବରୁ ଯୋଜନା ନ ଥାଏ,ତମ ଗାଳରେ ପଡି ବିୟସ୍ତ କରୁଥିବାବାଲକୁ ବାମ…

Read More

ଭ୍ରମ

ଅନାବନା ସେ ଗୁଡ଼ାଏ ରାତିହଜି ଯାଇଛିଭ୍ରମର ଭଉଁରୀ ମଧ୍ୟରେଏକ ଦୀର୍ଘ ନିଶ୍ଵାସ ବ୍ୟତିତମୋ ପାଖରେ ଆଉ କିଛି ନାହିଁ । ଗୋଧୂଳି ବେଳାର ପ୍ରଲେପରେନିଜକୁ ପ୍ରସ୍ତୁତି କରୁଛିଆଉଥରେ ହଜିବାକୁମହ ମହ ମାଟି ବାସ୍ନାରେଆଉ ଏକ ସନ୍ଦିହାନ କ୍ଷଣର ଅପେକ୍ଷାରାତିର ନୀରବତା ରେ ସ୍ମୃତିକୁସାଉଁଟିବା ପାଇଁ । ଅମୋଡା ପଥର ଅନୁସନ୍ଧାନଯେଉଁଠି ଥିବ ଏକସୁନ୍ଦର ହୃଦୟର ଅବସ୍ଥାନପାଉଁଜି ଗୀତ ଗାଉଥିବଓଠ ଥିବ ସମ୍ପୂର୍ଣ୍ଣ ନୀରବଶବ୍ଦ ନୁହେଁ ସ୍ପନ୍ଦନ ଓଦା ହେଉଥିବପ୍ରୀତିର ଶିଙ୍ଗାର ଲଗାଇ । ମିଛି ମିଛିକା ଥିବ…

Read More

ଅନ୍ତସ୍ବର

ମୁଠାଏ ପାଉଁଶ ମଧ୍ୟ ରୁ ଖୋଜି ପାଇଚ କିକେବେ ସ୍ବପ୍ନ ର ରଙ୍ଗୀନ୍ ମୁହୂର୍ତ୍ତସହର ସାରା ଶୋଇଗଲା ପରେ ପଚାରିଛ କିଷ୍ଟ୍ରିଟ ଲାଇଟ୍ କୁ ତାର ମୂଲ୍ୟଦିଗହରା ଏଠି ସମୟଯିଏ ଯାଉଚି ଯାହା ବାଟ ରେପଛକୁ ଫେରିବାକୁ ତ ନାହିଁକାହାରି ସତ୍ ସାହସତଥାପି ପ୍ରତୀକ୍ଷା ନୂଆ ସ୍ବପ୍ନ ପାଇଁସେ ଆଣି ଆସିବ ଆଗାମୀ ଦିନ ରେଛାତି ଭିତରେ କୁହୁଳୁଥିବାକେଉଁ ନିଭୃତ କୋଣ ରେ ଶୋଇଚୁପ୍ ଚୁପ୍ କଥା ଶୁଣୁଥିବାମୋ ପ୍ରିୟା ର ଅନ୍ତସ୍ୱର ସ୍ୱର୍ଣ୍ଣ ପ୍ରଭା ମହାପାତ୍ରସୁବର୍ଣ୍ଣପୁର

Read More

ତୁମେ

ଆଚ୍ଛାଦିତ କରି ତୁମ ପ୍ରତାରଣାକୁପୋଛିଛି ମୁଁ ମୋ ଲୁହେ ସବୁ କଳଙ୍କକୁଶୁଭ୍ର ଜୋଛନାକୁ ଦେଇ ତୁମ ନାମ ତାକୁଆଙ୍କିଛି ଏକ ସରଳ ରେଖାରେ ପ୍ରେମ କାହାଣୀକୁପଢ଼ି କି ପିରିବ ତୁମେ ଆଉ ମୋ ହୃଦୟକୁପୋଛି କି ପାରିବ ତୁମେ ଆଉ ସେ ସ୍ମୃତି ସବୁକୁଫେରାଇ ନିଅ ସେ ସମସ୍ତ ପଦ ଚିହ୍ନକୁଲମ୍ବିଥିଲା ଯାହା ତୁମ ହୃଦୟରୁ ମୋ ହୃଦୟକୁନା, ଆଉ ସମ୍ଭବ ନୁହେଁ ଅମିମାଂସିତ ପ୍ରଶ୍ନ ଆଗରେଅତଏବ୍ ର ଆଉ ଏକ ପ୍ରଶ୍ନବାଚୀ ଆଙ୍କିବାକୁ ।। ତଫିଜୁଲ…

Read More

ଅଜଣା

ଅଜଣା ଅଚିହ୍ନା ଜୀବନ ର ରାସ୍ତା କୁଆଡେ ଯିବାକୁ ଅଛି ଜଣାନାହିଁ, ଦୈନନ୍ଦିନ ଜୀବନର ବ୍ୟସ୍ତତା ଭିତରେ ରହିଅଛି କିଛି ଗୋଟେ ରିକ୍ତତା, ବାଲି ଘର, ମାଟି ଘର, ମହଲ ଉପରେ ମହଲ ଗଢିଚାଲିଛୁ କେତେ ସମୟର ବାସ ଜଣାନାହିଁ,ଗ୍ରୀଷ୍ମ, ବର୍ଷା,ଶୀତ ଋତୁ ମଧ୍ୟରେ ଜୀବନଟା ବସନ୍ତ ରୂପେ ଚାହେଁ ମୁକ୍ତତା, ଅନେକ ସ୍ୱପ୍ନ ଆସେ ଆଖି ବୁଜି ଥିଲାବେଳେ ସତ ହେବ କି ନାଁ ଜଣାନାହିଁ,ଭଙ୍ଗା ଗଢ଼ା କିଛି, କିଛି ପୂର୍ଣ୍ଣ କିଛି ଅଧା ଜୀବନର…

Read More

ମୁକ୍ତି ପଥ

କେଉଁ ମୁକ୍ତି ପଥ ବଖାଣିବା ଆମେସେ ପଥେ ଅଛି ସଙ୍କଟଅକରମେ ଚିତ୍ତ ନୁହଇ ସାଧିତକରମ ହେଉଛି ସତ। କରମ ରେ ନର ହୁଏ ଅଗ୍ରସରମୁକ୍ତି ଖୁଜେ ଥର ଥର।ଦୁଃଖ ଭୋଗି ଥାଇ ସେଇ ମୁକ୍ତି ପାଇଁଦୁଃଖ ହୁଏ ସୁଖ ତର। ଦୁଃଖ ଦୁଃଖ ବୋଲି କଷ୍ଟ ନ କରିଲେକାହୁ ମିଳିବେ ଶ୍ରୀକୃଷ୍ଣ।ଶ୍ରୀକୃଷ୍ଣ ରତନ ସ୍ୱର୍ଗଠୁ ମହାନତା ବିନୁ ମୁକ୍ତି ଶ୍ରୀ ହିନ। ପ୍ରତି ଟି ପଥରେ ତନୁର ରଥରେଭ୍ରମଣ ନର ଯେ କରେ।କନ୍ଦର ଭିତରେ ଛନ୍ଦି ହୋନ୍ତି…

Read More

ଅମର ପ୍ରେମ

  ଆଚ୍ଛାଦିତ କରି ତୁମ ପ୍ରତାରଣାକୁ ପୋଛିଛି ମୁଁ ମୋ ଲୁହେ ସବୁ କଳଙ୍କକୁ ଶୁଭ୍ର ଜୋଛନାକୁ ଦେଇ ତୁମ ନାମ ତାକୁ ଆଙ୍କିଛି ଏକ ସରଳ ରେଖାରେ ପ୍ରେମ କାହାଣୀକୁ ପଢ଼ି କି ପିରିବ ତୁମେ ଆଉ ମୋ ହୃଦୟକୁ  ପୋଛି କି ପାରିବ ତୁମେ ଆଉ ସେ ସ୍ମୃତି ସବୁକୁ ଫେରାଇ ନିଅ ସେ ସମସ୍ତ ପଦ ଚିହ୍ନକୁ  ଲମ୍ବିଥିଲା ଯାହା ତୁମ ହୃଦୟରୁ ମୋ ହୃଦୟକୁ  ନା, ଆଉ ସମ୍ଭବ ନୁହେଁ ଅମିମାଂସିତ…

Read More