ଜୀବନକୁ ଡରିବୁନି ଧନ
ସଂଘର୍ଷରେ ହାରିଗଲେ ବି ଦୁଃଖ କରିବୁନି ଧନପତ୍ରଝଡ଼ା ପରେ ହିଁକଅଁଳି ଥାଏ ନୂଆ ପତ୍ରପଢା ବହିରେ ଖୋଜିବୁନିସଂଘର୍ଷରୁ ମୁକୁଳିବାର ମନ୍ତ୍ରକିଛି କଥା ଜୀବନ ଆପେ ଶିଖେଇ ଦିଏକିଛି ଶିଖେଇ ଦିଏ ସମ୍ପର୍କସମ୍ପର୍କକୁ ସାଇତିବୁ ତସ୍ୱାର୍ଥପର ଦୁନିଆରେ ଧର୍ଯ୍ୟ ସାଇତି ଶିଖ୍ନିଜକୁ କଷ୍ଟ ଦେଇ ସ୍ନେହ ବାଣ୍ଟିବା ଶିଖ୍ଏ ସମ୍ପର୍କ ବି ଏମିତି ରେ ଧନଯାହା ପାଇଁ ତୁ ବ୍ୟାକୁଳ ହୋଇ ଜୀବନ ସାରିଦେବୁତା ପାଇଁ ତୁ ହୋଇପାରୁ ଅପରିଚିତଯାହାକୁ ତୁ ସମ୍ମାନ ଦେଇ ପୂଜା କରୁଥିବୁସେ ହିଁ…