
ମୋର ଗାଁ
ବୁଲିଯିବା ଆସ ମୋ ଜନମ ଭୂଇଁକୁମନଲାଖି ଗାଆଁଟିଏପରିବେଶ ତାର ଅତ୍ୟନ୍ତ ସୁନ୍ଦରହୃଦୟକୁ ମୋହିନିଏ। ସବୁଜ କ୍ଷେତରେ ସୁନାର ଫସଲମହମହ ହୋଇ ବାସେବନ ଉପଵନ ଫୁଲେ ଫଳେ ଭରାମନ ସହଜେ ହରଷେ। ଗାଆଁ ଦୁଇପାଖେ ଦୁଇଗୋଟି ନଈକଳ କଳ ନାଦେ ବହିଦୁଃଖ ସହି ନିଜେ ସୁଖ ବାଣ୍ଟିଥାନ୍ତିମିଠା ମିଠା କଥା କହି। ଗାଆଁର ମଝିରେ କାଳିଆ ଠାକୁରଶୋଭା ପାଆନ୍ତି ମନ୍ଦିରେସୁଖେ ଦୁଃଖେ ଅବା ବିପଦେ ସମ୍ପଦେରହନ୍ତି ପ୍ରଭୁ ସାଥିରେ। ଗୀତ ନାଚ ଖେଳ ଗାଆଁ ପଡ଼ିଆରେହୋଇଥାଏ ସଞ୍ଜବେଳେଛୋଟ ପିଲାଠାରୁ…