ବହି ଟିଏ ମୁଁ

ମୁଁ କ୍ଲାନ୍ତ ପଥିକର ପାନ୍ଥଶାଳା ଟିଏଲିପ୍ତରୁ ନିର୍ଲିପ୍ତତାର ପଥ ଟିଏମୁଁ ଅପ୍ରାପ୍ତିରୁ ପ୍ରାପ୍ତିର ଗନ୍ତବ୍ୟ ଟିଏନାସ୍ତିକରୁ ଆସ୍ତିକର ବାଟ ଟିଏଶୂନ୍ୟତାରୁ ପୂର୍ଣ୍ଣତାର ଶିଖର ଟିଏମୁଁ ତମସାରୁ ଜ୍ୟୋତିର ମାଧ୍ୟମ ଟିଏଏନ୍ତୁଡିରୁ ଅଙ୍ଗାରର ରହସ୍ୟଆଉ ସୃଷ୍ଟି ସଂରଚନାର ଭେଦ ଟିଏଅହଂରୁ ଓଁକାରର ଶଙ୍ଖନାଦ ଟିଏଅଶିକ୍ଷାରୁ ଶିକ୍ଷାର ଦୀପଶିଖା ଟିଏଜୀବନ ଜିଇଁବାର କଳା ଟିଏ ମୁଁଜୀବନ ଡଙ୍ଗାକୁ ବୋହି ନେବାର ଗୁରୁ ଟିଏ ମୁଁ…ମୁଁ ବହି ଟିଏ….।। ମୁଁ ପ୍ରେମ ପରିଣୟର ଗୀତି ଟିଏମୁଁ ସାତ ସୂରର ମଧୂର ମୁର୍ଚ୍ଛନା…

Read More

କି ଅବୁଝା ଏ ବର୍ଷା ?

ଅଣ୍ଟା ନୁଆଇଁ ମାଟିର ବାସ୍ନାରେନିଜର ଦମ୍ଭ ହାରି ଥିବାକେଇ ବିଡ଼ା ନୁଖୁରା ନଡ଼ା ଛପର ପିଠିରେକେମିତି ଦୁଲ୍ ଦୁଲ୍ ନାଚୁଛିତା ପାଦ ର ଘୁଙ୍ଗୁର ଖୋଲିମୁଁ ଦେଖୁଛି ସେ ତା ଇଛାରେ ନାଚେମୋ ସାମ୍ନା ଘର ବାଲକୋନୀ ରେପୁଣି ସେ ମନ ଭରି ନାଚେ, ବୁଲା ଗୋରୁ ଙ୍କଖୋଲା ପିଠିରେ, ସରୁ ସରୁ ଧାନ ପତର ରକଅଁଳା ଛାତିରେ,କେବେ ଦିନରେ ତକେବେ ପୁଣି ରାତିରେ।କି ଅବୁଝା ଏ ବର୍ଷାଟିକେ ବି ଦୟା ନାହିଁ ତା ମନରେଗୋଡ଼ କଚାଡି…

Read More

ତୁମର ମନେ ଅଛି ନା??

ତୁମର ମନେ ଅଛି ନା??ତୁମ ସହ ସମୟ ବିତାଇବା ଲାଗିଚା ପିଇବା ବାହାନାରେ୧୦ କିଲୋମିଟର ଯିବା?? ତୁମର ମନେ ଅଛି ନା?ଆଳସୁଆମି ଯୋଗୁଁ ଡେରିରେଉଠୁଥିବା ଝିଅକୁଘଣ୍ଟା ଘଣ୍ଟା ତା ହଷ୍ଟେଲ ତଳେ ଅପେକ୍ଷା କରିବା?? କେବେ ରାଗ ଅଭିମାନରେ କଥା ନ ହେଲେତାକୁ ମନେଇବାକୁ ଦିନ ରାତି ଏକ କରି ଦେବା??ତାକୁ ଚାଲିବାକୁ କଷ୍ଟ ଲାଗେ ବୋଲିହଷ୍ଟେଲକୁ ଖାସ୍ କରି ତା ପାଇଁ ବାଇକ୍ ଆଣିବା ??ତାର ପ୍ରତିଟି ଛୋଟ ବଡ଼ ସମସ୍ୟାକୁ ନିଜର ଭାବିବା??କେହି ତାକୁ…

Read More

ବର୍ଷା ତୁମେ

ଜାଣିଛ ବର୍ଷା ତୁମେ ଆସିବବୋଲି କହି ନଥିଲ କାଲି,ତୁମ ଆସିବାର ଶବ୍ଦ ଶୁଣିମୁଁ ବାହାରକୁ ଧାଇଁ ଆସିଲି ।। ହଠାତ୍ ତୁମରୂପ ଦେଖି ମୁଁସତରେ ବହୁତ ଖୁସି ହେଲି ,ମନେଅଛି ସେଦିନ ବର୍ଷା ରେତୁମ ଛିଟାରେ ମୁଁ ଭିଜୁଥିଲି ।। ହାତେ ଛତାଧରି ପାଦ ଥାପିଥାପି ଅର୍ଦ୍ଧ ଓଦା ଚାଲୁଥିଲି,ତୁମ ପ୍ରକୁତିକୁ ଦେଖିତୁମସାଥେ ଭିଜି ଗୀତ ଗାଉଥିଲି।। ବର୍ଷା ତୁମ ଭିଜା ପଣତରେମନର ଅସ୍ତିତ୍ୱ ଭୁଲିଗଲି ,ପବନର ବେଗ ସାଥେ ତୁମସ୍ପର୍ଶେ ବର୍ଷା ସ୍ଵାଦ ପାଇଗଲି ।।…

Read More

ବିଶ୍ଲେଷଣ

ମୋ ଅହମିକା ନିକଟରେଅନ୍ୟମାନେ କେତେ ଯେ ନଗଣ୍ୟଏଇ ଭାବନାଠୁ ହିଁ ତ ଆରମ୍ଭ ହୁଏଜୀବନର ବିଶ୍ଲେଷଣ । ତୁଚ୍ଛ ତୁମକୁ କହି, ଯଦି ମୁଁବଡ଼ ପାଲଟିଗଲିତାହାଲେ ସତରେ ମୁଁ କ’ଣ କଲିସେଇଆ କଲି ଯାହା ଅନ୍ୟମାନେ କରୁଛନ୍ତିତାହେଲେ ସେମାନଙ୍କଠୁ ଭିନ୍ନ କେମିତି ହେଲି ? ମୁଁ , ମୋର, ମୋ ପାଇଁର ଭାବନାମତେ ଏତେ ମାତ୍ରାରେ ଗ୍ରାସିଗଲା ଯେସମ୍ପର୍କ ମୂଲ୍ୟହୀନ ପାଲଟିଲାଆମ୍ଭେର ପରିଭାଷା ମଳିନ ପଡ଼ିଲାସବୁତକ ବିକିଦେଲି ଧନ ପାଇଁଶାନ୍ତି କେଉଁଠି ମିଳିଲା ?ଅନେକ ତ ସେଇଆ…

Read More

କବିର କଲମ

କବିର କଲମ କୁହେ ମନ କଥାକବିଙ୍କ ହସ୍ତରେ ଥାଇକଲମ କବିଙ୍କ ଏକମାତ୍ର ଧନତାପରି ନାହିଁ କେହି କବି କଲମର କେଇପଦ କଥାଥରାଇ ପାରେ ସୃଷ୍ଟିକଲମ ଅଟଇ କବିର ଅସ୍ତ୍ରକେହି ନ ପାରିବେ ତିଷ୍ଠି ଶବ୍ଦ ବାଣରେ ଆକାଶକୁ ଚିରିମାଟିକୁ ପାରେ ବିଦାରିପଥର ହୃଦୟେ ତରଙ୍ଗ ଉଠଇଲଂଘିପାରେ ରତ୍ନଗିରି ସକାଳେ ସଞ୍ଜରେ ସୁଖରେ ଦୁଃଖରେକଲମ କବି ଧରିଥାଏକିଛି ଭାଷାର ସମାହାରରେସମାଜକୁ ବାର୍ତ୍ତା ଦିଏ କବି ପୂଜାପାଏ ସାରା ଜଗତରେଏକଥା ନଯିବା ଭୁଲିମୁଖରେ ଯାହା କହି ହୁଏ ନାଁହିକଲମ କୁହଇ…

Read More

ବର୍ଷା ହେଲେ ଚାଷୀଭାଇ

ବରଷକ ବାରମାସ ଲୋ ବଉଳବରଷକ ବାର ମାସ ,ବର୍ଷାରେ ଆଷାଢ଼ ଶ୍ରାବଣ ବଉଳସବୁଜ ଧରଣୀ ହସେ ।।ଚାଷୀଭାଇ ମନ ଉଲ୍ଲାସ ବଉଳକ୍ଷେତେ କରିବାକୁ ଚାଷ ,କୋଦାଳ କାନ୍ଧେଇ ଚାଲେଲୋ ବଉଳହୃଦେରଖି ସେ ବିଶ୍ଵାସ ।।କ୍ଷେତରେ ବିହନବୁଣେ ଲୋ ବଉଳବାଟିଆ ଦିଅଇ ଚାଷୀ ,ମଇ ଦେଇଥାଏ କ୍ଷେତରେ ବଉଳକୋଡ଼ି ହାଣିଥାଏ ହସି ।।ଗୋବର ଖତକୁ ଆଣେଲୋ ବଉଳସାରକରି ଦେବା ପାଇଁ ,ସାରପାଇ ଚାରା ହୃଷ୍ଟପୃଷ୍ଟ ହୁଏବଢ଼ିଯାଏ ଧାଇଁ ଧାଇଁ ।।ଘାସଗଛତକ ବାଛେ ଲୋ ବଉଳଚାରାକୁ ଯତନେ ରଖି ,ଚାରାକୁ…

Read More

ଭୟ

ଭୟ କାତର ମଧ୍ୟରେ ନାରୀର ବିଚରଣକାଳ ରାତ୍ରିକୁ ମନରେ ବଡ଼ ଭୟ ତା’ରଏଇ ସତମିଛ ସଂସାରେ କାହିଁ ନାହିଁ ତା’ର ସମ୍ମାନନାରୀ ଆଉ ପୁରୁଷ ମୁଦ୍ରାର ଦୁଇ ପାର୍ଶ୍ଵ ସଦୃଶଦୁହେଁ ଦୁହିଁଙ୍କର ଏକାନ୍ତ ମଧୁର ସଂଯୋଗ ଆଉ ପ୍ରୀତି ପ୍ରଣୟର ସାଥୀ ସହଚରତଥାପି କାହିଁକି ଏକାକୀ ନାରୀଟିଏନରକୁ ରାତିରେ କରୁଥାଏ ମନେ ଭୟ ।ହଁ ଯଦି ସେ ଥାଏ ଏକାକୀ ତେବେଏ ନର ପିଶାଚର ହୃଦୟେ ଲୁକ୍କାୟିତ ଥାଏକେବଳ କାମନା ବାସନା ଭରପୂରମନ୍ଦ ପ୍ରବୃତ୍ତିରେ ସଦା ଲୟ…

Read More

ସତ୍ୟ ଶାନ୍ତି ଦୟା କ୍ଷମା ବଢାଏ ବ୍ୟକ୍ତିତ୍ୱ ଗାରିମା

ସତ୍ୟ ଶାନ୍ତି ଦୟା କ୍ଷମା ସୁଗୁଣ ଯେ ସହଜାତ ମାନବ ରଦେବତା ଦୁର୍ଲଭ ଉଚ୍ଚ ବିଚାର ତ ଅଟେ ଜ୍ଞାନୀ ଗୁଣି ଙ୍କର,, ସତ୍ୟ ର ପଥେରେ ପଥିକ ଯେ ନର ଛୁଁଏନାହିଁ ଭବ ବାଧାଅସତ୍ୟ ର ମାର୍ଗ ଅନ୍ଧକାର ମୟ ମିଳେନାହିଁ ସଫଳତା,, ଅହିଂସା ଧର୍ମ କୁ ଆଚରଣ କରି ବିଶ୍ୱ କୁ ଜିଣିଲେ ଗାନ୍ଧୀଶାନ୍ତ ଚିତ୍ତ ସଦା ସଂଯମୀ କରାଏ ସହିଷ୍ଣୁତା ଗୁଣ ଭରି,, ସେବା ପରାୟଣ ଚିତ୍ତ ରେ ପିୟୁଷ ସର୍ବଦା ବରଷୁ…

Read More

ନାଗଫାଶ

ଆସିଥିଲ ତୁମେ ମହଣ ମହଣ ସ୍ବପ୍ନ ନେଇମୋ ଜୀବନକୁହୃଦୟରେ ଆଙ୍କି ସାତ ରଙ୍ଗର ଇନ୍ଦ୍ରଧନୁବୁହାଇଲପ୍ରୀତିର ସ୍ରୋତସ୍ୱିନୀ। ତୁମ ପ୍ରେମର ଫଲ୍ଗୁ ମୋ ମନରେଭରିଥିଲାମଳୟର ମହମହ ବାସ୍ନା। ମହକରେ ଉଲ୍ଲସିତ ପ୍ରାଣଟାକୁସମର୍ପି ଦେଲିତୁମ ଛଳନାର ନାଗଫାଶରେ। ସରୋଜିନୀ ବେହେରାପାଳଲହଡ଼ା, ଅନୁଗୁଳ

Read More