ବର୍ଷା ହେଲେ ଚାଷୀଭାଇ
ବରଷକ ବାରମାସ ଲୋ ବଉଳବରଷକ ବାର ମାସ ,ବର୍ଷାରେ ଆଷାଢ଼ ଶ୍ରାବଣ ବଉଳସବୁଜ ଧରଣୀ ହସେ ।।ଚାଷୀଭାଇ ମନ ଉଲ୍ଲାସ ବଉଳକ୍ଷେତେ କରିବାକୁ ଚାଷ ,କୋଦାଳ କାନ୍ଧେଇ ଚାଲେଲୋ ବଉଳହୃଦେରଖି ସେ ବିଶ୍ଵାସ ।।କ୍ଷେତରେ ବିହନବୁଣେ ଲୋ ବଉଳବାଟିଆ ଦିଅଇ ଚାଷୀ ,ମଇ ଦେଇଥାଏ କ୍ଷେତରେ ବଉଳକୋଡ଼ି ହାଣିଥାଏ ହସି ।।ଗୋବର ଖତକୁ ଆଣେଲୋ ବଉଳସାରକରି ଦେବା ପାଇଁ ,ସାରପାଇ ଚାରା ହୃଷ୍ଟପୃଷ୍ଟ ହୁଏବଢ଼ିଯାଏ ଧାଇଁ ଧାଇଁ ।।ଘାସଗଛତକ ବାଛେ ଲୋ ବଉଳଚାରାକୁ ଯତନେ ରଖି ,ଚାରାକୁ…