
ପ୍ରଣାମ କବି
ବିଶ୍ବ ବିଜୟୀଚିର ଅମଳିନନବ ଚେତନାର ରବିହେ ମୋର ମାଟିର କବିଆଗାମୀ କାଲିରପ୍ରାତଃ କାକଳୀନବଜାଗରଣ ହବି ଉଦୟ ଅରୁଣଆଭା ପ୍ରଦାୟକଅସ୍ତ ମାର୍ତ୍ତଣ୍ଡ ତେଜମସୀର ଫଳକେଚିତ୍ରିତ କରିପୂର୍ଣ୍ଣ କରିଲ କାର୍ଯ୍ୟ ତୁମେ ବାଲ୍ମୀକୀରଚନା କରିଲମାନବବାଦର ଗୀତସଂସାରୀ ମଣିଷଆଜିବି ଗାଉଛିନିଜ ଜୀବନର ତତ୍ତ୍ବ। ମହାଭାରତରନୀତି ନୈତିକତାଜାବନର ଭାବାଦର୍ଶବର୍ଣ୍ଣନା କରିଲମଣିଷ ଙ୍କ ହିତେକୃଷ୍ଣ ଦ୍ଵୈପାୟନ ବ୍ଯାସ । ବ୍ୟାସଙ୍କୁ ଜାଣିଲେସାରଳା ଭଣିଲେପ୍ରାକୃତ ଭାଷାରେ ଗୀତସେ ଗୀତ କହିଲାଭାରତ ଅସ୍ତିତ୍ବବୁଝାଇଲା ସବୁ ସତ ସାରଳାଙ୍କ ଠାରୁଆଜିଯାଏ ଏଠିଅନେକ କବିଙ୍କ ନାମଶୁଣୁଛୁ, ପଢୁଛୁନୟନେ ଦେଖୁଛୁସଦା ଜାଜ୍ଜ୍ୱଲ୍ୟମାନ…