KS

ରୁଦ୍ଧ କୋଠରୀ

ଛେଚା କେଞ୍ଚାର ରୁଦ୍ଧ କୋଠରୀରୁବାହାରକୁ ବାହାରି ଆସିଲେ,ଖୋଲା ଦୁନିଆଟା ଆପଣାର ଲାଗେ,ବିକଳିଆ ମନ ସତେଜ ଜଣାପଡେ,ଉଇହୁଁକାର ଅଗ୍ନିବର୍ଧକ ତେଜସତେ ଯେମିତି ଶେଥାପଡିପ୍ରଶାନ୍ତିର ମହକ ଛୁଟାଏ…! କିନ୍ତୁ…ମୁଁ ମୁଁ ର ଚଷମା ପିନ୍ଧିଥିବା ହାଟ ବଜାରରେ ଦେଖିବାକୁ ମିଳେକେଥ୍‌ନି କେତେ ବିଗ୍ ମାର୍କେଟ୍,ଫିଙ୍ଗା ହେଉଥିବା ଅକ୍ଷାସବୁଲୁଥିବା ବୁଲା ଭିକାରୀଙ୍କୁ,ଦେଖିବାକୁ ମିଳେ :ଚା’ଖଟିରେ ସମାଜତତ୍ତ୍ୱ ଆଙ୍କୁଥିବାବାହାପିଆ ମାଫିପିଆଙ୍କଅଣଦେଖା ଭାବକଳୁଷିତ କରିବାରେ ଲାଗିଛିମନାକାଶର ସ୍ୱଚ୍ଛ ଗାଲିଚାକୁ…! ଭଲଥିଲା ଚାରିକାନ୍ଥରଭୟାନକ କାଳ କୋଠରୀଟି,ଏହାର ବାହାରେମଣିଷ ହଜାଇ ସାରିଛିମଣିଷତ୍ୱର ଅମୂଲ୍ୟ ଗାରିମା,ବାହାବା ନେବାର ଦୁର୍ବାର…

Read More

ନବ ବରଷ

ଆସ ଆସ ତୁମେ ନବ ବରଷ ହେଆଣି ମିଠା ମିଠା ପରଶ,ବିଗତ ଦିନର ବିଷାଦ ଭୁଲେଇଜଗତ କରାଅ ହରଷ। ତୁମରି ସମୟେ ନହେଉ ଶୋଷଣମଣିଷ ନହେଉ ପାଷାଣ,ସବୁ ଶରୀରକୁ ଦାନା କନା ମିଳୁନ ପଡୁ କାହାକୁ କଷଣ। ଜନନୀ ଭଗିନୀ ସମ୍ମାନିତ ହେଉଟଣା ନହେଉ ତା’ ବସନ,କନ୍ୟା ଭୃଣ ହତ୍ୟା ମନୁ ମରିଯାଉନାରୀ ପାଉ ଶ୍ରେଷ୍ଠ ଆସନ। ପୂର୍ଣ୍ଣକର ତୁମେ ବାପୁଙ୍କ ସପନରାମ ରାଜ୍ୟ ପରି ଶାସନ,ବିଶ୍ବକୁ ଶୁଣାଅ ବିବେକାଙ୍କ ବାଣୀଭାତୃଚାରା ହେଉ ସ୍ଥାପନ। ଜ୍ଞାନ ବିଜ୍ଞାନରେ…

Read More

ବିଡ଼ମ୍ବନା

ଧାବମାନ ବିଶ୍ୱହା ହତାଶ,ସବୁଠି କୋଳାହଳଯେଉଁଠି ଦେଖିବମାନବ, ମାନବ,ମାନବବିଡ଼ମ୍ବନା!ମାନବିକତା କାହିଁ ? ପ୍ରତିଦ୍ବନ୍ଦିତାସୁରମ୍ୟ ତ୍ରିତଳ କୋଠାଧନ, ଜନ, ଗୋପ, ଲଷ୍ମୀଅଯାଚିତ ସୁଖ ପସରାବିଡ଼ମ୍ବନା!ଜୀବନରେ ଶାନ୍ତି କାହିଁ ? ଭଗବାନ ସବୁ ଦେଇଛନ୍ତିକରୁଣା କଲ୍ୟାଣର ଊଣା ନାହିଁବଡ଼ମ୍ବନା !ସତ୍ ଚିତ୍ ଆନନ୍ଦରେବିଶ୍ୱାସ କାହିଁ ? ମନୋରଞ୍ଜନ ସୁରୁଜାଲଆଇଁଲାପାଲି, ଧମା, ସମ୍ବଲପୁର

Read More

କିଛି ନିଷ୍ପାପ ଦଗ୍ଧିଭୂତ ନିର୍ଭୟା ମାନଙ୍କ ସ୍ଵୀକାରୋକ୍ତି ..!!

ହଁ.. ମୁଁ ବଞ୍ଚିଛି..ଦୁଃଖ ସମୁଦ୍ରରେ ଭାସିସୁଖର କୁଳ ଲଙ୍ଘିବାକୁ..!! କିମ୍ବା କୁହ..ନିଆଁରେ ପୋଡ଼ି ହୋଇ..ପୁନଃ ଜୀବନ୍ତ ହେବାକୁ..!! ଅଥବା କୁହ..ନିଜଠାରୁ ନିଜକୁ ଦୂରେଇ ନେଇ..ସମସ୍ତଙ୍କ ପାଖରେ ରହି..ପୁଣି ଥରେ ନିଜ ପାଖକୁ ଫେରି ଯିବାକୁ..!! ନା..ସତରେ..ମରିବା ଆଗରୁ..ବିକଳ ହୋଇ..କେବଳ ଥରେ..ଥରେ ମାତ୍ର..ନିଃଶ୍ୱାସ ନେବାକୁ..ବଞ୍ଚି ଯିବାକୁ..!!?? ହଁ..ବଞ୍ଚିଛି..କାରଣ..ବଞ୍ଚିବାକୁ ପଡୁଛି..ବାରମ୍ବାର ମରି..ବାରମ୍ବାର ହାରି..ବାରମ୍ବାର..ବଞ୍ଚିବାକୁ ହିଁ ହେଉଛି..!!?? କାରଣ ମୃତ୍ୟୁ..ଆହୁରି ମୋତେ ନିଜର କରିନି..କେଜାଣି..ଆହୁରି କେତେ ନିଃଶ୍ୱାସ ବାକି..ସେହି ଶେଷ ଶାନ୍ତିର ନିଃଶ୍ୱାସ ନେବାକୁ..!! ମଧୁମିତା ମିଶ୍ରଭୁବନେଶ୍ୱର୯୪୩୮୪୭୦୮୦୭

Read More

ଚାଷୀର ଦୁଃଖ

ମେଞ୍ଚା ମେଞ୍ଚା ଖାଦ୍ୟ ନଷ୍ଟ କରୁଥିବାମଣିଷ ହେ ଯାଅ ଦେଖି,ତୁମ ପାଇଁ ଖାଦ୍ୟ ଯୋଗାଉଛି ଯିଏସିଏ କେତେ ବଡ଼ ଦୁଃଖି l(୧)ଗ୍ରୀଷ୍ମରେ ଖୋଜେନି ଶୀତଳତା ପୁଣିବର୍ଷାକୁ ଭଲ ସେ ପାଏ,ଶୀତ କାକରରେ ଫୁଙ୍ଗୁଳା ଦେହରେକ୍ଷେତପରେ ଖଟୁଥାଏ l(୨)କୀଟ ଠୁ ପତଙ୍ଗ ଅବା ସରୀସୃପସଭିଙ୍କୁ ଆଦରି ନିଏ,ମାଟିପରି ଧୌର୍ଯ୍ୟ ହୃଦୟରେ ଭରିସୁନାର ଫସଲ ଦିଏ l(୩)ଝାଟିମାଟି ନଡ଼ା ଛପର ଘରଟେସେଠି ମୁଣ୍ଡ ଗୁଞ୍ଜି ସୁଏ ,ସ୍ଵପ୍ନରେ ଗଢେ ସେ ସୁନାର ମହଲସ୍ୱପ୍ନରେ ସେ ଭାଙ୍ଗିଦିଏ l(୪)ସାହସ ପାଏନି ଦେଖିବାକୁ…

Read More

ଫଟୋରେ କଥା

ଦୁରାରୋଗ୍ୟ କର୍କଟ ରୋଗରେ ପିଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କମଳା ଦେବୀ। ରୋଗ ଶଯ୍ୟା ନିକଟରେ ଉପସ୍ଥିତ ସ୍ବାମୀ ସୁରେଶ ବାବୁ, ପୁଅ ରାଜେଶ, ବୋହୂ ରାଜଶ୍ରୀ ,ନାତି ରାହୁଲ, ଝିଅ ସୁରଭି, ଜ୍ୟୋଇଁ ସୁରେନ୍ଦ୍ର।ଅନ୍ତିମ ସମୟ ଆସି ଭପସ୍ଥିତ। ସମସ୍ତ ଙ୍କ ଉପରକୁ ମୁହଁ ବୁଲାଇ ଆଣିଲେ କମଳା ଦେବୀ ।ନିଷ୍ପ୍ରଭ ଆଖିରେ ସମସ୍ତଙ୍କୁ ଥରେ ଅନାଇଁ ଗଲେ ।ଯମରାଜ ଙ୍କ ଏହା ଥିଲା ବୋଧହୁଏ ଶେଷ ଅନୁମତି। ଆଖିରୁ ବୋହି ଗଲା…

Read More

ମାଁ

ଢୁକନ ସାଏର ବାଟର ଘରର କନଟାକେ ମଶାରୀ ଟଙ୍ଗା ହେଇଥିବା ଖଟଟା କେ ମାଁ ଶୁଇଛେ। ଇଆଡ ସିଆଡ କଡ଼ ଲେହେଟେଇ ହେଉଛେ । ଜୀବନର ସବୁ ଅନୁଭୂତିର ଗନ୍ତାଘର ମୋର ଘରର ମେରୁ ଖମ୍ବ ହେଉଛେ ମୋ’ର ମାଁ । ତା’ର କର୍ତ୍ତୃତ୍ବ ଜାହିର କରଵାର ଇହାଦେ ଟୁଟକିଛେ । କଲେଜ ପଢ଼ା ଆଉ ଗାଁ ନୁ ସହରକେ ଆସିଥିବାର ଵହ ତିନିଟାର ଇଂଲିଶ ଡାଏଲଗ ମରା କଥା ଦେଖି ମାଁ ସଥେ ଘରର କନଟାକେ…

Read More

କଲମ

କଲମ ହେ !ତୁମ ଚରଣେ ମୁହିଁପ୍ରଣମୁଛି ବାର ବାରଘେନାକର ମୋରଭକ୍ତିପୂତ ଅର୍ଘ୍ୟହେ କଲମ ପରିବାର ।ସମସ୍ତେ କୁହନ୍ତିବଲମଠୁ ବଳିକଲମ ଯେ ଶକ୍ତିଶାଳୀଦୂର କରି ସବୁଅର୍ଗଳ ରାଜିଝରିପଡୁ ପଦାବଳୀସେ ପଦାବଳୀରେଫୁଟିଉଠୁ ଆଜିସମାଜର ଚଉପାଶଦୂର ହୋଇଯାଉଉତ୍କଟ ପୀଡାସମୟର ରାହୁଗ୍ରାସବିଶ୍ବମୁକ୍ତିର ଶୁଭ୍ରଜଳରେଅବଗାହୀ ପ୍ରତିପ୍ରାଣଉଚ୍ଚ ଓଁକାରେଦୀପ୍ତକରରେଚେତନାର ଜାଗରଣଭାଙ୍ଗିଦିଅ ସବୁଶୋଷଣ କଷଣଆନ୍ୟାୟର ଅମାନିଶାଦେଖାଅ ତୁମରଶକ୍ତି ଅପାରନବ ସୃଷ୍ଟିର ଦିଶା ।ମନେପଡେ ଆଜିଚିର ଦୁର୍ବାରଗୋଦାବରୀଶଙ୍କ କଥାଯିଏ ଲେଖିଥିଲେକଲମ ମୁନରେଜାତି ପରାଣର ବ୍ୟଥାକହିଥିଲେ ଦିନେ“ଅତି ଆପଣାରବନ୍ଧୁହେ ମମଅତି ବିଶ୍ବାସୀ ସଖାତୁମର ତୀକ୍ଷ୍ଣମୁନରେ ଫୁଟିଛିକେତେ ମୋର ମନଲେଖା “ଆସ…

Read More

କାହାଣୀ ନଥିବା ଚରିତ୍ର

ଆଉ ମୁଁ ଲେଖିପାରୁନି ମୋ ଭାବନାକୁଆଉ ମୁଁ ଦେଖିପାରୁନି ମୋ ଲୁହକୁଆଉ ମୁଁ ଶୁଣି ପାରୁନି ମୋ ହୃଦୟର ସ୍ପନ୍ଦନକୁଆଉ ମୁଁ କହିପାରୁନି ମୋ କୋହକୁଆଉ ମୁଁ ଅନୁଭବ କରିପାରୁନି ନିଜେ ନିଜକୁତେବେ ଆଉ ମୁଁ କ’ଣ ପଥର ପାଲଟିଗଲିତେବେ ଆଉ ମୁଁ କ’ଣ ମଣିଷତ୍ଵ ହରାଇଲିତେବେ ଆଉ ମୁଁ କ’ଣ ……..ମୁଁ ବର୍ତମାନ ଏକ ବିରାଟ ପ୍ରଶ୍ନବାଚୀସୁଦୀର୍ଘ ପାଚେରୀ, ପାଚେରୀ ସେପାଖରେଅସଂଖ୍ୟ କୋଳାହଳ କରୁଥିବା ମଣିଷପାଚେରୀ ଏପାଖରେଏକ ନିଶବ୍ଦ ପଣର ଅଶାନ୍ତ ଇଲାକାଧାଉଁଛି ଧାଉଁଛି ଅନବତ…

Read More