ଅଜଣା
ଅଜଣା ଅଚିହ୍ନା ଜୀବନ ର ରାସ୍ତା କୁଆଡେ ଯିବାକୁ ଅଛି ଜଣାନାହିଁ, ଦୈନନ୍ଦିନ ଜୀବନର ବ୍ୟସ୍ତତା ଭିତରେ ରହିଅଛି କିଛି ଗୋଟେ ରିକ୍ତତା, ବାଲି ଘର, ମାଟି ଘର, ମହଲ ଉପରେ ମହଲ ଗଢିଚାଲିଛୁ କେତେ ସମୟର ବାସ ଜଣାନାହିଁ,ଗ୍ରୀଷ୍ମ, ବର୍ଷା,ଶୀତ ଋତୁ ମଧ୍ୟରେ ଜୀବନଟା ବସନ୍ତ ରୂପେ ଚାହେଁ ମୁକ୍ତତା, ଅନେକ ସ୍ୱପ୍ନ ଆସେ ଆଖି ବୁଜି ଥିଲାବେଳେ ସତ ହେବ କି ନାଁ ଜଣାନାହିଁ,ଭଙ୍ଗା ଗଢ଼ା କିଛି, କିଛି ପୂର୍ଣ୍ଣ କିଛି ଅଧା ଜୀବନର…

ମୁକ୍ତି ପଥ
କେଉଁ ମୁକ୍ତି ପଥ ବଖାଣିବା ଆମେସେ ପଥେ ଅଛି ସଙ୍କଟଅକରମେ ଚିତ୍ତ ନୁହଇ ସାଧିତକରମ ହେଉଛି ସତ। କରମ ରେ ନର ହୁଏ ଅଗ୍ରସରମୁକ୍ତି ଖୁଜେ ଥର ଥର।ଦୁଃଖ ଭୋଗି ଥାଇ ସେଇ ମୁକ୍ତି ପାଇଁଦୁଃଖ ହୁଏ ସୁଖ ତର। ଦୁଃଖ ଦୁଃଖ ବୋଲି କଷ୍ଟ ନ କରିଲେକାହୁ ମିଳିବେ ଶ୍ରୀକୃଷ୍ଣ।ଶ୍ରୀକୃଷ୍ଣ ରତନ ସ୍ୱର୍ଗଠୁ ମହାନତା ବିନୁ ମୁକ୍ତି ଶ୍ରୀ ହିନ। ପ୍ରତି ଟି ପଥରେ ତନୁର ରଥରେଭ୍ରମଣ ନର ଯେ କରେ।କନ୍ଦର ଭିତରେ ଛନ୍ଦି ହୋନ୍ତି…