
ଭ୍ରମ
ଅନାବନା ସେ ଗୁଡ଼ାଏ ରାତିହଜି ଯାଇଛିଭ୍ରମର ଭଉଁରୀ ମଧ୍ୟରେଏକ ଦୀର୍ଘ ନିଶ୍ଵାସ ବ୍ୟତିତମୋ ପାଖରେ ଆଉ କିଛି ନାହିଁ । ଗୋଧୂଳି ବେଳାର ପ୍ରଲେପରେନିଜକୁ ପ୍ରସ୍ତୁତି କରୁଛିଆଉଥରେ ହଜିବାକୁମହ ମହ ମାଟି ବାସ୍ନାରେଆଉ ଏକ ସନ୍ଦିହାନ କ୍ଷଣର ଅପେକ୍ଷାରାତିର ନୀରବତା ରେ ସ୍ମୃତିକୁସାଉଁଟିବା ପାଇଁ । ଅମୋଡା ପଥର ଅନୁସନ୍ଧାନଯେଉଁଠି ଥିବ ଏକସୁନ୍ଦର ହୃଦୟର ଅବସ୍ଥାନପାଉଁଜି ଗୀତ ଗାଉଥିବଓଠ ଥିବ ସମ୍ପୂର୍ଣ୍ଣ ନୀରବଶବ୍ଦ ନୁହେଁ ସ୍ପନ୍ଦନ ଓଦା ହେଉଥିବପ୍ରୀତିର ଶିଙ୍ଗାର ଲଗାଇ । ମିଛି ମିଛିକା ଥିବ…