KS

राष्ट्र भाषा

सबसे प्यारी, सबसे न्यारीहिंदी है राष्ट्र भाषा हमारी ।।कश्मीर से लेकर कन्याकुमारीहिंदी भाषा है संस्कृति हमारी ।।हमें है हर भाषाएं प्यारीपर हिंदी है जान हमारी ।।आसान होती संवाद हमारीजब कथा हिंदी पर कहते हैं।।गर्व है हमको राष्ट्र भाषा हमारीयह है जन-जन की दुलारी ।।लगे आसान वेद पुरान उपनिषदजब हिंदी भाषा में सुनते हैं हम।।कोई संसय…

Read More

କବି ମାନସ ଓ ରହସ୍ୟ ଚେତନା

କବି ମାତ୍ରେ ଦାର୍ଶନିକ । ମୁଁ କ୍ଷୟଶୀଳ ଶରୀର ଅସାରତକୁ ଅତିକ୍ରମ କରି ପରମାତ୍ମାଙ୍କର ଅଂଶ ବିଶେଷ ରୂପେ ଉପଲବ୍ଧି ହେଲେ ସେହି ସ୍ୱୟଂଭୂ ଉପଲବ୍ଧିରୁ ଦର୍ଶନ ଜନ୍ମେ । ବାଂଙ୍ମୟ ଦର୍ଶନ କାବ୍ୟିକ ଅଭିବ୍ୟକ୍ତିରେ କବିତାର ସୃଷ୍ଟି । ପଞ୍ଚ ଇନ୍ଦ୍ରିୟ ଅତିରିକ୍ତ ଷଡ଼ ଇନ୍ଦ୍ରୀୟର ଅଧିକାରୀ କବି କଳ୍ପନା ଦ୍ଵାରା ପ୍ରବେଶ କରେ ଏକ ଅଲୌକିକ ଜଗତରେ ତହିଁରୁ ଜନ୍ମ ନିଏ କବିତା । କବି ମାତ୍ରେ ତେଣୁ ଦାର୍ଶନିକ । କାବ୍ୟ ସାହିତ୍ୟ…

Read More

କିଣି ପଢିବା

ଦିନେ ଦୁଇଦିନ ତଳେ ଗୋଟେ ବୁକଷ୍ଟଲ ରେ ଠିଆହୋଇ କିଛି ବହି ଦେଖୁଥିଲି।ଜଣେ ଭଦ୍ରଲୋକ ଆସି ଏକ ପେପର୍ ମାଗି ପଢିବା ସହ ‘ଦେଖ ମୋର କବିତା ବାହାରିଛି’ କହି ବହିଦୋକାନୀ ପିଲାଟିକୁ ଦେଖାଇଲେ ।ଭଦ୍ରଲୋକ ଜଣେ କବି ଜାଣି ଖୁସି ଲାଗିଲା। ତାପରେ ସେ କିଛି ଅନ୍ୟାନ୍ଯ ପତ୍ରିକା ଦେଖି ସେଥିରୁ ରୁ ନିଜର ଆଉ ଏକ କବିତା ପାଇ ଗଦ୍‌ଗଦ୍ ହୋଇ ଲେଖାଟିଏ କିପରି ଜନ୍ମିତ ପିଲା ଠାରୁ ଅଧିକ ତା ଉପରେ ଏକ…

Read More

ଜଗନ୍ନାଥ ଖଣ୍ଡିଆ ହାତ

ତୁମ ଇଚ୍ଛାରେ ଚାଲଇ ଜଗତଜଗନ୍ନାଥ ଖଣ୍ଡିଆ ହାତତୁମ ଆଦେଶେ ଅରୁଣ ଉଦୟଆତଯାତ ଯାମିନୀକାନ୍ତ ତୁମରି ଛୁଆଁ ରେ କଢି ହୁଏ ଫୁଲଆମ୍ବ ଡାଳେ ଧରେ ବଉଳକେବେ ଧିର ଖର ବହଇ ସମୀରବସନ୍ତେ ରାବଇ କୋକିଳତୁମ ଆଜ୍ଞାରେ ପାଦପେ କଅଁଳେପତ୍ରଜଗନ୍ନାଥ ଖଣ୍ଡିଆ ହାତ ଋତୁ ପରେ ଋତୁ ବଦଲଇ ଋତୁସଞ୍ଜ ଯାଇ ଆସେ ସକାଳନୀଳ ଦରିଆରେ ଉଠଇ ଜୁଆରଧୂଆଁ ପୁଣିହୁଏ ଅନଳମିଛ ଦୁନିଆରେ ଏକା ତୁମେ ହିଁ ସତଜଗନ୍ନାଥ ଖଣ୍ଡିଆ ହାତ ଇଙ୍ଗିତେ ଯାହାର ଝରଇ ନିର୍ଝରଜଳ ବରଷାଏ…

Read More

ଆଶା

ମନ ବାନ୍ଧିଥିଲା ସୁନ୍ଦର ବସାଟେଉଡ଼ିଗଲା ସୁନା ଚଢ଼େଇ,ଇଛା ନାହିଁ ଆଉ ବାନ୍ଧିବାକୁ ଆଶାଭରସା ପାରୁନି ସଜେଇ । ଦିନ ପରେ ରାତି ରାତି ପରେ ଦିନସପନେ ହେଉନି ଦେଖା,ଏହି ବୋଧେ ଅଟେ ବିଧାତା ଙ୍କ ଇଛାଲିଖିତ ଭାଗ୍ୟ ଏ ରେଖା। ତୁମ ବ୍ୟସ୍ତତା ବହୁଳ ଜୀବନରେସାଜିବିନି କେବେ ବାଧା,ଭାବିଥିଲା ମନ ହୃଦୟ ଦେବତାହେଲା ପୂଜା ଟି ମୋ’ ଅଧା। ତୁମ ମନ୍ଦିର ଯଦି ପ୍ରକୃତ ତପିତପ ଅଟେ ମୋର ଯୋଗ୍ୟ,ଶେଷ ଇଛା ମୋହର ପୂରଣ ହେବଜଦି ଥିବା…

Read More

ସମ୍ପୂର୍ଣ୍ଣ ପାରିବାରିକ

ଆଜିକାଲି ମୁଁ ସବୁବେଳେମାତାଲ୍ ସାଜିଛିଘଟଣା ସବୁ ଏବେଭୁଲିଯିବା କୁ ଚାହୁଁଛିସୁରାକୁ ମୁଁ ଆପଣାରସାଥୀ କରି ନେଇଛିବୋତଲ ସବୁ ଖାଲିକରିବାରେ ଲାଗିଛି।ମୋ ଶ୍ରୀମତୀ କୁ ଏବେଚାଲିବ ଚାଲିଛିକେଶ,ଓଠ, ମୁହଁ,ଦେହ ସାରାପାଲିତ ଚାଲିଛିତା ନାରୀତ୍ୱକୁ ମୋ ପାଖରେବନ୍ଧା ରଖିଛିମୋ ପୁରୁଷତ୍ୱକୁ ଧାର ନେଇଦେଖାଇ ହେଉଛି।ମୋ ସାନ ଝିଅ କଲେଜରେପାଦ ପକାଇଛିଜିନ୍ ଗେଞ୍ଜି ପିନ୍ଧିବବ୍ କଟ୍ କେଶ ରଖିଛିସ୍ୱାଧୀନତା ର ସ୍ଳୋଗାନଦେବା ଆରମ୍ଭ କରିଛିଅଗଷ୍ଟ ପନ୍ଦର ରନିଶା ତାକୁ ଘାରିଛି।ବଡ଼ ପୁଅ ମୋରଶିକ୍ଷିତ ବେକାର ରହିଛିରାଜନୀତି ସମୁଦ୍ର ବାଲିରେଶାମୁକା ଖୋଜୁଛିଧୂଆଁ ର…

Read More

ନିଆଁ ଲଗା ପାନ୍

ମିଠା ,ସାଧା, ବିଡିଆ, କଡାପାନ୍ ଥିଲୁଁ ଚାର୍ ଭାଇଜାହିଁ ପରବ ତାହିଁ ଗରବ୍ସେନେ ରହେଲୁଁ ଜାଇ। ଧନୀ ଗରୀବ୍ ବଡ୍ ସାନ୍,ଆମେ,ନାଇଁ ରଖୁଁ ଭେଦ୍ ଭାବ୍ଆମ୍କେ ପାଖେ ପାଏଲେ ଭଗାରୀଭାଏକେ କର୍ ସି ମାଫ୍। ବଙ୍ଗଲା ପତ୍ରେ ବିଡିଆ ପାନ୍ମିଠାକେ ସଜାବ କେତେ,ସାଧା ନେ ଜରୁରୀ ସୋଂପ୍ ସୁପାରିକଡାରେ ଜର୍ଦା ଗୁଟେ। ମିଠା ପତ୍ର ର୍ ମଧୁର୍ ସୁଆଦ୍ଚୁନ୍,ଖଇର୍, ଚଟନୀ ମାରିସୁଆଦ୍ ବଢାସି ଚନ୍ଦର୍ ଭାଙ୍ଗଗୁଆ ,ସୁପାରି ,ଆର୍ ମିଠା ପାନ୍ ମୁହୁରୀ ରଙ୍ଗ ବିରଙ୍ଗି ପପିତା…

Read More

ସବୁତ କହିଛ

ମୁଁ ତ ବୁଝି ପାରୁଛିତମ ମଉନ ଭାଷାପୁଣି କାହିଁକି ଓଠକୁକଷ୍ଟ ଦେଉଛ,ଏଠି ଅନେକ ତମବିପକ୍ଷର ଲୋକ ଅଛନ୍ତି,ତାହା ମୁଁ ବି ଜାଣିଛିଆଉ ତମେ ବି ଜାଣିଛ,ପୁଣି କାହିଁ ଓଠକୁ କଷ୍ଟ ଦେଉଛ ମନର ପ୍ରତ୍ୟେକ କଥାକୁ ଶବ୍ଦରେପ୍ରକାଶ କରିବାର୍ ଜରୁରୀ ନୁହେ,ବାମ ଗୋଡର ବୁଢା ଆଂଗୁଠିରେ ମାଟିକୁ ଅତାଡି….ସବୁତ କହୁଛ ,ପୁଣି କାହିଁ ଓଠକୁ କଷ୍ଟ ଦଉଛ ଏଠାରେ ଅନେକ କିଛି ଘଟି ଯାଏଯାହା ପୂର୍ବରୁ ଯୋଜନା ନ ଥାଏ,ତମ ଗାଳରେ ପଡି ବିୟସ୍ତ କରୁଥିବାବାଲକୁ ବାମ…

Read More

ଇସ…ଟା..ଟସ

ବସ୍ତିରେ ସବୁଠୁ ସୁଖୀ ନାରୀ ର ଆଖ୍ୟା ସନିଆ ମା ସାରି କୁ ଦିଆ ଯାଇଥିଲା l କାରଣ ଅନ୍ୟ ମାନେ ସାତ ଆଠୋଟି ପିଲାର ମା ହୋଇ ନା ନା ପ୍ରକାର ଜଞ୍ଜାଳ ରେ ଘାଣ୍ଟି ହେଉଥିଲା ବେଳେ ସାରି ର ଗୋଟିଏ ବୋଲି ପୁଅ ସନିଆ ଓରଫ ସନାତନ l ପୁଣି ସାରି କୁ ତା ସ୍ୱାମୀ ଛାଡ଼ିଦେଇ କୁଆଡେ ଚାଲି ଯାଇଛି l ତେଣୁ ବସ୍ତିରେ ଅନ୍ୟ ସ୍ତ୍ରୀ ଲୋକ ମାନେ ଯେମିତି…

Read More