KS

ମୋର ଗାଆଁ

ଏଇ ଗାଆଁଟିରେ ଜନମ ମୋର,ଆଖେପାଖେ ଖ୍ୟାତ ସିନ୍ଦୂରପୁର llମାତାପିତା ଭାଇଭଉଣୀ ସଂଗେ,ଆଈଅଜା ସାଥେ ବଡ଼ ସରାଗେ llସାଙ୍ଗସାଥୀ ସହ ହୋଇକି ମେଳି,ଖେଳ ଖେଳିଅଛି ଭଳିକିଭଳି llଦାଣ୍ଡ ଧୂଳି ସେତ ବାସ ଚନ୍ଦନ,କ୍ଷଣେ ଛାଡିବାକୁ ନହୁଏ ମନ llସ୍ୱଚ୍ଛ ବନ୍ଧପାଣି କରି ଗୋଳିଆ,ପାହାର ଖାଇଛି ପିଠି ଦେଖିଆ llଗାଆଁ ଲୋକ ଆମ ଭାରି ବଢିଆ,ଖୁଣ ଶୁନ୍ୟ ଗୁଣେ ଯଥା ନଡ଼ିଆ llବିପଦେ ଆପଦେ ହୁଅନ୍ତି ଠିଆ,ନୁହନ୍ତି ଚିଲମ ଥଣ୍ଡା ମାଠିଆ llଏକତାର ଉଣା ନାହିଁ ଗାଆଁରେ,ବତାସରେ ପାଲ ଯେହ୍ନେଁ…

Read More

ଗାଁ କଥାନୀ

ସେନେହ, ଶରଧା, ଆଦର୍ ଭାବ୍ ଥିସର୍ ସର୍ ଯେନ୍ ଗାଁ,କୁଟୁମ୍ ସକଲା, ବନ୍ଧୁ ପ୍ରେମ୍ ଥିନାଇଁ ନ ଦୁସରା ନାଁ,ରାଜ୍ ନୀତି ମୁହଁ ଆଁ,ରକତ୍ ରକତ୍ କେ ଅଲଘେଇ ଦଉଛେଗାଁ ଇଛେନ୍ ଖାଁ ଖାଁ; ହଏ ଗୋ ବବା କେଭେ ଆଏଲୁପଚରଉଥିଲା ଝନେ,ଇହାଛିନି ସେ ଦେଖଲେ ଲୁକୁଛେବନ୍ଦ କବାଟ୍ ଘର କୁଣେ,ରାଗ ରୁଷା ଅଭିମାନେ,ମନ୍ ସାଙ୍ଗେ ମନ୍ ମିଶା ମିଶି ନାଇଁଇ ଘଡି ଇ ଦିନେ; ଚଏତୁ – ଖଏନୁ ଦେଖା ଚାହାଁ ହେଲେବେଲ୍ ଉଦୁଥିଲା ସଥେଁ,କିଏ…

Read More

ମୋ ଗାଁ

ଗାଁ ଟି ମୋର ଅତି ସୁନ୍ଦରଶାଗୁଆ କ୍ଷେତ ,ନଈସୌନ୍ଦର୍ଯ୍ୟ ରେ ତା’ ଠାରୁବଳି ଗାଁ ଟି ଆଉ ନାହିଁ।ସକାଳ ଆସେ ମୋ ଗାଁ ରେସୁନେଲି କର ବୁଣିକାକ,କୁକ୍କୁଟ ଦିଅନ୍ତି ଡାକଉନ୍ମେଷ ସର୍ବ ପ୍ରାଣୀ।ପତର ଫାଙ୍କେ ବାଳୁତରବି ମୁହଁ ଦେଖାଇ ଆସେଗୋଲାପ ରାଣୀ ଦେଖାଇଠାଣି ବାସ ଛୁଟାଇ ହସେ।,ଗୋଧୂଳି ବେଳ ଗାଈଙ୍କମେଳ ସାନ୍ଧ୍ୟ ସୁନ୍ଦର ଦୃଶ୍ୟବିଦାୟୀ ସୂର୍ଯ୍ୟ ବୀଦିର୍ଣ୍ଣକରେ ପ୍ରତୀଚି ନଭ ଦେଶ।ମୋ ଗାଁ ର ଦୋଳ ମେଳଣରଜ ଓ ଦଶହରାବାରମାସରେ ତେର ପରବଜଗାଏ ଭାଇଚାରା।ମୋ ଗାଁ ର…

Read More

ମୋ ଗାଁ ରେ ଯେବେ ସଞ୍ଜ ଆସେ

ସଞ୍ଜ ନଇଁଲେ,ପକ୍ଷୀ ଯେବେ ନିଜ ନୀଡେ ଫେରଇ,ଗାଁ ଦାଣ୍ଡେ ଗୋରୁ ପଲ ତେବେ ଗୋଠକୁ ଫେରଇ,ଗୋରୁ ପଲ ଦେଖି ବତ୍ସା ଡାକେ ଗୋଠେ ହମ୍ବା ରଡି,ଗାଁ ଚାଳୁ କୁଣ୍ଡଳିତ ଧୂମ ଆକାଶେ ଯାଏ ଯେ ମିଳାଇ।।

Read More

भ्रम

मैंने कुछ देर उसके सिने में अपना चेहरा छिपा लिया। मेरे कोशिश नकरने पर भी उसकी धडकने, मेरे कान की परदे पर दस्तक दे रहीं थी। इस धुन को मै पहचानती हूँ! बडा पुराना सा राग है वह, मेरे तजुर्बे से भी पुराना! मैं स्थिर खडी रही, मेरी सांसों ने उसे हल्का फूले होने का…

Read More

ଦେଖ୍ ତ ଘାଏ

ସର୍ କାରୀ ଇସ୍ କୁଲ୍ ନାକ୍ ଟେକ୍ ସନ୍ସର୍ କାରୀ ଚାକ୍ ରୀ ବଡା ମନ୍ଟୁକେଲ୍ ଲାଗି ସରକାରୀ ପିଲାଖୁଜ୍ ସନ୍ ଦେଇ ଧନ୍ ଜୀବନ୍।।ଧନ୍ଗରା ପିଲା ଭତା ପାଉଛନ୍ଫୁଫ୍ ଲା ଵୁଢା ଆଁ ।।ଆଧାର୍ କାଡେ ଜୁଆନ୍ ବୁଢ଼ା,ଵୁଢାର୍ ନାଇଁ ନ ନା‌ ।।ଵୁଆ କେ ପପ୍ ମାଆଁକେ ମମ୍,କେହି ନୁହନ୍ କାହାରି ନୁ କମ୍ଭାଇକେ ବ୍ରୋ ବହେନ୍ କେ ଶିଷ୍ମାଷ୍ଟରେନ୍ ହେସନ୍ ମିସ୍ ।।ଗଇନ୍ତିଆ ପାଏସି ଇନ୍ଦିରା ଆଵାସ୍ଗରିବ୍ ବୁପ୍ ରା ଭକୁଆ,ତାହାର୍ ନାଇଁ…

Read More

ସ୍ୱାର୍ଥୀ ବ୍ୟକ୍ତି କାହାରି ନୁହନ୍ତି

ସ୍ୱାର୍ଥୀ ଅର୍ଥୀ ବ୍ୟକ୍ତି ମାନଙ୍କୁମୋ ଦୂରୁ ଜୁହାରନିଜ ସ୍ବାର୍ଥ ପାଇଁ କରିଥାନ୍ତି କାର୍ଯ୍ୟସେମାନେ ନୁହନ୍ତି କାହାର । ସ୍ବାର୍ଥ ରଖି ମିଳା ମିଶା କରନ୍ତିସ୍ବାର୍ଥ ସରିଗଲେ ଆଉ ନ ଚିହ୍ନନ୍ତିବନ୍ଧୁତା ର ମୂଲ୍ୟ ସେ କି ବୁଝନ୍ତିସ୍ବାର୍ଥ ପାଇଁ ତ ସମ୍ପର୍କ ରଖନ୍ତି । ଅର୍ଥ ଅଛି ବୋଲି ଦେଖାଇ ହୁଅନ୍ତିମୋଉଜ୍ ମସ୍ତି ରେ ବ୍ୟସ୍ତ ରୁହନ୍ତିପ୍ରତି ଦିନ ନିଶା ସେବାନ କରନ୍ତିନିଜ ଆୟୁଷ ନିଜେ ଘଟାନ୍ତି। ବ୍ୟସ୍ତ ବହୁଳ ରେ ଜୀବନ ବିତାନ୍ତିକାମ ପଡ଼ିଲେ ବନ୍ଧୁ…

Read More

ମୋ ତକିଆ

ଯେତେବେଳେ ବାପା ମା ଙ୍କ ପାଖରୁ ଶୋଇବା ଛାଡ଼ିଲି ଆଉ ଏକା ଶୋଇଲି ସେତେବେଳେ ଏହି ତକିଆ ହିଁ ମୋର ସାଥି ହେଲା। ସୁଖ ଦୁଃଖ ହାନୀ ଲାଭ ସବୁ ଆ ସହିତ ସେୟାର କଲି। ଇଏ ନାଁ ଏ ଆଧୁନିକ ଦୁନିଆଠାରୁ ସମ୍ପୂର୍ଣ୍ଣ ଭିନ୍ନ. ମୁଁ ରାଗରେ ତାକୁ କେତେଥର ଫୋପାଡିଛି ବାଡେଇଛି ହେଲେ ଇଏ ସବୁବେଳେ ମତେ କୁଣ୍ଢେଇ ଧରିଛି 1 ମୋ ଲୁହରେ କେତେ ଯେ ସିଏ ଓଦା ହେଇ ନଥିବ ମୋ…

Read More

कर्मबिर

चलो चलो कर्मबिर यह कर्म करने का समय है,बहुत हुआ अच्छी बातों सिलसिला का अब कुछ कर दिखाने का समय है। झटक दो कोएले के कलंक को,अब हिरा बन निकल ने का समय है।बहुत जुझे तुम आंधी तूफान से,अब बरगद बन खड़े रहने का समय है। धूप बारिश का खेल में अब तो बिसाल गगन…

Read More

ଶୁଭକାମନା

ଅତୀତର ଯେତେ ନୈରାଶ୍ୟ ତମିସ୍ରାନୂତନ ଆଲୋକେ ଯାଉ ଉଭେଇ….ନବ ଉଚ୍ଛ୍ବାସେ ନବନୀତ ଉଷାସ୍ଵାଗତିକା ଗାଉ ହସ୍ତ ବଢେଇ  । ଫୁଲଫୁଟା ସଞ୍ଜ ମହକ ସାଥୀରେତୋଳିଦେଉ ସ୍ନେହ, ପ୍ରୀତି ଗୁଞ୍ଜନ …….ରାତ୍ରିର ପଣତ ତଳେ ଶୋଇଶୋଇଚକ୍ଷୁ ଦେଖୁ ଥାଉ ନୂଆ ସପନ। ହସୁ ଉପବନ ବହୁବର୍ଣା ପୁଷ୍ପେନବ କିଶଳୟେ କୁସୁମଲତା….ସୁଖ କଲ୍ଲୋଳିନୀ ଛୁଇଁ ଯାଉ ଦେହଜହ୍ନ ବାଣ୍ଟୁ ଥାଉ ଖୁସି ବାରତା  । ଚବିଶ ସରିଛି ପଚିଶ ଆସିଛିଚାଲ ସର୍ବେ କିଛି ନୂଆ କରିବା ..ନିଜେ ହସି ହସି…

Read More