KS

ମୁନୁଷ୍ ପନ୍

ତୁଲିଆ ଚିରି କରି ଦେଉଛୁ କାହାକେଖାଏଲେଁ ବୁହିଲେସରେ ନାଇଁ। ଦେଖେଇ ହେସିକେଡେ ଆଁଟେଁସେତ ମୁହେଁଟିକେ ଲାଜ୍ନାଇଁ। ନାଇଁ ହେଜେଲୁକୁଁ ରଁଚେ ବିସଥେଁ ଆନ୍ପୋକ୍ କିର୍ ଙ୍ଗା। ସୁଖର୍ ସପନ୍ଆଏ ସାତ୍ ସପନ୍ସଥେଁ ନୁହେଖୁଜା ନୁରା। ମାଏଟ୍ ଚାବି କରିମାଟି ରଙ୍ଗୁଥିସିନାଇଁ ଥାଏତାର୍ ଥିତି। କାହୁଁ ପାଏବାଦିହି ଢାପ୍ ବାବର୍ ଷା,ଶୀତ୍ଖରା ତାତି। ପେଟର୍ କଥାକିଏ ଗୁଚରେମାଗୁଥିସିହାତ୍ ପାତି। ମୁନୁଷ୍ ପନିଆଁହଜି ଗଲାନନାଇଁନ ଦୟାଧରମ୍। ହାତ୍ ଟେକିକରିସାଉଁଲି ଦେବେଭାବି କରିଭଲ୍ କରମ୍। ମୁନୁଷ୍ ପନର୍ଗଛ୍ ଜଗେଇ ଦିଅଦୟା ଧରମ୍କରୁ…

Read More

କୃଷକ

ସ୍ବର୍ଣ୍ଣାଭ ଫସଲ ଖଳାରେ କୃଷକଥୋଇଛି ଯତନେ ନେଇମାର୍ଗଶିର ମାସେ ଗୃହେ ଲକ୍ଷ୍ମୀ ବିଜେହୋଇଛନ୍ତି ମହାମାୟୀ ।। ଗୃହେ ଓ ବାହାରେ ଖୁସିର ଉଲ୍ଲାସଗାଆଁ ମାନଙ୍କରେ କେତେକ୍ଷୀରୀ ପିଠା ପଣା କେତେ ପରକାରେଲକ୍ଷ୍ମୀଙ୍କୁ ପୂଜିବେ ସତେ ।। ବରଷ ଯାକ ଅକ୍ଳାନ୍ତ ପରିଶ୍ରମକରିଥିଲା ଚାଷୀ ଭାଇସଭିଙ୍କର ମୁଖେ ଆହାର ଦେବ ସେସିଏ ବି ବଞ୍ଚିବ ତହିଁ ।। ଦେଶର ଭିତରେ ଚାଷୀ ଭାଇ ରହିସୀମା ରେ ସୈନିକ ରହିଦେଶର ଲୋକଙ୍କୁ ବଞ୍ଚାଉଛନ୍ତି ସେତ୍ୟାଗ ବଳିଦାନ ଦେଇ ।। ସମସ୍ବରେ…

Read More

कदम बढ़ाता चल

पाना है अगर मंजिल कदम बढ़ाता चल,लाख आए वlधाएं रूक मत तु चल।कर्म से ही तकदीर बनता इसको कभी न भुल,मेहनत की पसीनो से धुल जाएंगे सारे धुल।बिना मेहनत से खाए तो शरीर न देता साथ,मेहनत से ही तकदीर बने यह तो पक्की बात।दृढ़ निश्चय से कर्म कर मिलेगा एक दिन फल,आज छाया अंधेरा तो…

Read More

ଦଦରାର ମୂଲ୍ୟ

ମଣିଷ ଜୀବନ ଯେ, ରହସ୍ୟମୟ। ଏହି ରହସ୍ୟ ଉନ୍ମୋଚନ ପାଇଁ ଚାଲିଛି ପ୍ରଚେଷ୍ଟା। କୋଟି କୋଟି ବର୍ଷର ଅନୁସନ୍ଧାନ ତଥାପି ଜିଜ୍ଞାସାର ଅନ୍ତ ହୋଇନି। ଏହାରି ମଧ୍ୟରେ ମଣିଷର ବ୍ୟାପକ ପରିବର୍ତ୍ତନ ଘଟିଛି। ସ୍ଥାନ, କାଳ ଓ ପାତ୍ର ଅନୁଯାୟୀ ସେ ପାଇ ଚାଲିଛି ସ୍ନେହ, ଶ୍ରଦ୍ଧା, ସମ୍ମାନ କିମ୍ବା ଅବହେଳା ଓ ତିରସ୍କାର। ଠିକ୍ ସେଇ ସାମଗ୍ରୀ ଭଳି ଯାହା ଦିନେ ସମସ୍ତଙ୍କ ପାଇଁ ମହତ୍ବପୂର୍ଣ୍ଣ ଥିଲା। ସମୟ ବିତିବା ସହ ଦଦରା ହୋଇ ଘରର…

Read More

ବହୁ କଥା ଅଛି

ବହୁ କଥା ଅଛି। କିଛି କଥା ଦେଲି ଏବେପ୍ରତିପଦାର ପହିଲି ସୂରୁଜ ଉଇଁବା ଆଗରୁ ଯେବେଦୁଧିଆ ଦିନାଙ୍କ ଦୋହଲି ଦୋହଲି ଯାଏମଉଳା ମାସକୁ ମସିହା ମୂଲେଇ ନିଏ। ଯାଯାବର ସାଜି ଜୀବନ ଜଉରେ ଜଳେଯୌବନ କେବେ କଏଦୀ ସାଜି କାୟା କାନ୍ଥରେ ଝୁଲେଆଖିର ଆଳାପ ଅକୁହା ପ୍ରଳାପ ଲହୁ ଲୁହେ ଯାଏ ଲେସିଆନମନା ସଦା ଅଳପ ବୟସୀ ଭରସା ପଡଇ ଧସି। ଆକାଶର ଆୟତ୍ତ ଜହ୍ନ ଅମୁହାଁ ଅମାକୁ ଭେଟେକୁଆଁରୀଆଖିର କଜଳଗାରେ କୁମୁଦ କଣେଁଇ ଉଠେଆମ୍ର ମୁକୁଳ…

Read More

ମାଟି

ଟି ଛୁଇଁଲେ ସୁନାହୃଦୟ ଛୁଇଁଲେ ହୀରାଏମିତି ଚମତ୍କାର ହୁଏଏଇ ମାଟିରେ…ଲୁହ କିଣି ,ହସର ପସରାଯାଚି ଦିଆଯାଏ ଏଇଠି ,ଦୂର ଦିଗବଳୟରେଝଟକୁଥିବା ସ୍ବପ୍ନକୁ ପୁଞ୍ଜି କରି ,ବିନିଯୋଗ କରାଯାଏଜୀବନ ପ୍ରକଳ୍ପରେ ,କେବଳ ଏଇ ମାଟିରେ …‘ମୁଁ ‘କୁ ଆଡ଼ କରି‘ଆମେ ‘ ସହିତସମ୍ପର୍କର ସାତ ଖିଅରେବନ୍ଧା ହୁଏ ଜୀବନ ,ଏଇ ଭୂସ୍ଵର୍ଗରେ …ଏଇଠି ପବନ ବହିଲେ ଗୀତପୁଣି ବରଷା ଝରିଲେ ନୃତ୍ୟ…ଆଶା,ଆଶ୍ୱାସନା ମଝିରେ ଜୀବନଗାଉଥାଏ ସୃଜନୀ ସଙ୍ଗୀତ ..ଏହାହିଁ ଏଇ ମାଟିର ମାହାତ୍ମ୍ୟ. ପ୍ରଣତି ମହାପାତ୍ର (ରୁବି )…

Read More

ସେ ଗଲା ପରେ

ସେ ଆସିଲା ପରେଖୁବ୍‍ ଗୁଡାଏ ପାଟିତୁଣ୍ଡ ହୁଏନିଜ ଜୀବନର ଫଟା ଅଝାଲକୁସିଇଁଲାବେଳେସବୁ ଆସିବାର ସାକ୍ଷୀହେବାକୁସେ ବାହାରି ପଡେ ଦାଣ୍ଡକୁ ॥ ସେ ଯେତେବେଳେ ଆସେପଛେ ପଛେ ଆସେ ନୂଆବର୍ଷ,ନୂଆ ଘର ପ୍ରତିଷ୍ଠାର ଦିନନୂଆ ବହି, ନୂଆ ସିନେମାଆକାଶକୁ ଆସେ କେବେ ନୂଆ ଧୂମକେତୁ,କିଛି ନ ହେଲେଆସେ କେବେଘଟଣା ସବୁର ନୂଆ ସଂସ୍କରଣ ॥ ସେ ଆସିଲା ପରେଭୁଲିଯାଏ ଖୁବ୍‍ ଶୀଘ୍ରଯେତେବେଳେ ନୂଆ ସବୁ ଫେରିଯା’ନ୍ତି ଚୁପ୍‍ଚାପ୍‍ସନ୍ତର୍ପଣରେଗତକାଲିର ସବୁ ମୂହୁର୍ତ୍ତ ଭଳିହୋଇଯା’ନ୍ତି ପରିତ୍ୟକ୍ତଅନ୍ଧାର କୋଠରୀରେ ଚିର ଦିନ ପାଇଁଯେମିତି…

Read More

ଜୁନହା କେ ନୁଆଁ କରମା

ଚାଲ ରେ ନୁଆଁ ବରଷେ ପୁରୁନା ସ୍ମୁତି କେ ଫେରି ନୂଆ ନୂଆ କରମା….ଆର ପୂରନା ସାଙ୍ଗ ମାନଂକର ସାଙ୍ଗେ ନୁଆଁ ଭେଟ ଘାଟ ହେମାକିଏ ଦେଶେ,ବିଦେଶେ, ଆର ସହର ଥି ଅଛ …ସଭେ ଛୁଟି ନେଇ ଆସ….ଗାଁ ଜଙ୍ଗଲେ ଭୂଜି କରମା…ଛୁଆ ବେଳର କଥା ସୋର କରିଖୋ ଖୋ.. କବାଡି.. ଆର ବେଲଗାଦା ଥି ଖେଳମା..ପାନ ଖାଏମା ଦୁକାନେ ବସି ଆର ରାତିରେ ଜୁଏ ତାପମା….ସଂସାର ର ଝାମଲା ଭୁଲି କରି ଦୁଇ ଘଡି ନିଜର…

Read More

ନୂଆଁ ବଛର

ଲରୋଥରୋ ଶୀତଟା ଥରିଥରିବଢେ ଜାନଵାର ଲେଖେଁ,ଫଲ୍ ଫୁଲ୍ ,ପରିବାର୍ ଉଲିଆ ଭଦରି ନେଇ ମାଥାବର୍ ସାଜିଛେ,ଇଟା କେତେ ଦିନର୍ ଯେ?ହୁର୍ ଗୁନି ହେଉଛେ,ନିଜକେ ନିଜେ,ବିତା ସମିଆର୍ ସୁର୍ତାର ଧାରେ,ସତେତ ସମିଆନୁ ବଡ଼ ଆରୁ କିଏ ଯେ?କାହାର୍ ରହିଛେ ସବୁଦିନିଆ ଥପାମରା ଝାଁପି।ଦିନ ଗୁଡ଼ଗୁଡି ଗଲା,ଗଡ଼ି ଗଲା ମାସ୍ ବଛର୍,ଅବଦି ଅବଦି ଏଦେ ଆଏଲା ଫେର୍ ଗୁଟେ ନୂଆଁବଛର୍,ଶୀତର୍ ରାଜପାଟ୍ ସରିଗଲାଆଏଲା ଵସନ୍ତର୍ ଦପଦପି।ଇ ନୂଆଁ-ଜୁନହା କାଣାଯେ?ସବୁତ ଆଏଲା ଗଲା,ବାଏଗନ୍ ପଲହା,ଛେଲ ଖାଏଲେଗଲା,କାଲହିର୍ ନୂଆଁଟା ଆଝିର୍ ଜୁନହା,ଆଝିର୍ ନୂଆଁ…

Read More

ରାମ ନାମ

ସମୟ ଖେଳୁଛି ଚକା ଭଉଁରୀ ଲୋ ହୋଇଯାଅ ସାବଧାନ,ବେଳ ଥାଉ ମନ ଭଜ ହରି ନାମ କରି ଜାଅ ଧର୍ମ କର୍ମ।ଏ ଭବ ସାଗରୁ ତାରିବା ପାଇଁ ଲୋ ସିଏ ଏକା ସlହା ତୋର,ମିଛ ମାୟା ଏଇ ସଂସାର ଜଞ୍ଜlଳ ସତ ଏକା ଚକ୍ରଧର।ରାମ ନାମ ଧନ ସାଉଁଟି ନେ ଲୋ ପlତି ତୋ ପଣତ କାନି,ଯମ ଦଣ୍ଡ ଭୟ ରହିବ ନାହିଁ ଟି ସାହା ହେବେ ଚକ୍ରପାଣି।ମାୟା ବନ୍ଧନ ରେ ପଡ଼ି ଭୁଲି ଗଲୁ ରାମ…

Read More