KS

ପଦାଙ୍କ

ଅନେକ ଅନିଚ୍ଛା ଓ ବିରୋଧାଭାସଜେବେ ଏକାଠି ହୁଅନ୍ତିସେଇଠୁ ଏକ ଇଚ୍ଛା ଅଙ୍କୁରିତ ହୁଏଶ୍ରେଷ୍ଠତମ ପଦାଙ୍କକୁ ସ୍ପର୍ଶ କରିବା ପାଇଁ ସେ ବିଭୋର ହୋଇ ଉଠେଛାଟିପିଟି ହୁଏ, ବାହୁନି ହୁଏକେଉଁ ଏକ ଅଜଣା ଇଲାକାରଏକ ଅଭିଶପ୍ତ ଗର୍ଭରୁ ଜନ୍ମଗ୍ରହଣ ପାଇଁ ଏକ ଅଚିହ୍ନା ପରିଚୟ ତାରଘନ ଅନ୍ଧକାର ନିଶବ୍ଦତା ମଧ୍ୟରେଖୋଜିବା ଆରମ୍ଭ କରେ ଆଲୋକକୁଦିବ୍ୟଜ୍ୟୋତିରେ ରୂପାନ୍ତରିତ କରିବା ପାଇଁ ମୁଠାଏ ଧୂଳିକୁ ସମ୍ପଦ କରିଧୂଆଁ ରୁ ଧୂପ ରେ ରୂପାନ୍ତରିତ ହୁଏଆନ୍ଦୋଳିତ କରେ ହଜାର ବକ୍ଷକୁସୁପ୍ତ ରୁ ଯାଗ୍ରତ…

Read More

ଗୁତି

ଚତୁର୍ଭୁଜର ମଝଆଁ ପିଲାଟାଗଉଁତିଆ ଘରର୍ ଗୁତିବଛର୍ ଗୁଟା ଖଟ୍ ଲେ ପାଏସିଧାନ୍ ଦଶ୍ ପୁରୁଗ୍ ଭୁତି ଆମର୍ ଦୁଇ ଆମେ ଦୁହେଁ ଦୁଇମାନିଛେ ସର୍ କାରୀ ନୀତିବେର୍ କେ ବତା ବାଗିର୍,ହେନ୍ ତାକନିଁଆ ତାର୍ ରାଏମତୀ ଧୁକା ବର୍ ଷା ଗର୍ ଡି ଝଁକେରଶୀତ୍ କାକର୍ ବାରମାସିଝୁଲ୍ ଝୁଲୁନୁ ସାହାକାର୍ ଘରେଁବିନ୍ ଡାକେଁ ହାଜ୍ ରା ଦେସି ହଲେ ବଳଦ୍ ଜୁଏଡ୍ ଲଙ୍ଗଲ୍ହାତେଁ ଧରି ପାଚେନ୍ ବାଡ଼ିଯାଏସି ମାଡି ଧର୍ ସା ବାହାଲପିଲା ଜଞ୍ଜାଲ୍ ପଛେଁ ଛାଡି…

Read More

ବିନ୍ଦୁ

ମୋ ଅଜାଣତରେମୁଁ ନିଜକୁ ଖୋଜେ ବାରମ୍ବାରସେଇ ଅବୋଧ ଶିଶୁ ପରିଯିଏ ଚିତ୍ର ଟିଏ ଆଙ୍କିବା ପାଇଁସାଧା କାଗଜରେଏଣୁ ତେଣୁ ଖାଲି ଗାରେଇ ଚାଲେ ବାରମ୍ବାର ପୁନଃ ପୁନଃ ର ଏହି ଗତିକେତେବେଳେ ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇକେବେ ତ୍ରିଭୁଜ, କେବେ ଚତୁର୍ଭୁଜ କେବେଜ୍ୟାମିତିକ ସୂତ୍ରକୁ ଭୁଲିଦୁଇଟି ସମାନ୍ତରାଳ ରେଖାରେ ବିଭକ୍ତ ହୋଇପରସ୍ପରକୁ ସ୍ପର୍ଶ ପାଇଁ ଚେଷ୍ଟା କରେ ବାରମ୍ବାର ବୃତ୍ତ, ପିରାମିଡ୍ ର ଆକୃତି ମତେ ରୂପ ଦିଏ ସମୟମୁଁ ବୁଝି ପାରେନା କାହିଁକି ମୋର ସୃଷ୍ଟିମୋର…

Read More

ଝଡର ନାଁ ପ୍ରେମ

ଭୋର୍ ହବାଟା ପୂର୍ବବତ୍ ନିର୍ଦ୍ଧାରିତ ଥିଲା ସେଦିନ !ସକାଳର ମୁକ୍ତାଲଗାଘାସ ଗାଲିଚାରେ ପାଦ ପକେଇଧୀରେଧୀରେ ବିଦାୟ ନେଉଥିଲା ସେ,ସମୟ ନିର୍ଘଣ୍ଟ ଅନୁସାରେଫେରିବାର ପ୍ରତିଶୃତି ଦେଇପିଠିକରି ଗଲା ଯେ ଗଲା,ଆଉ ଫେରିନି ସେଦିନୁ । ଝଡ଼ପରି ଆସିଥିଲା ଦିନେଲକ୍ଷେ ପ୍ରଶଂସାର କମକୂଟ କାରିଗରି’ରେପିନ୍ଧେଇଥିଲା ଭଲପାଇବାର ମୁକୁଟ ।ଶିହରିତ ମୁହୁର୍ତ୍ତମାନେଆନମନା ହେଇ ଚଢିଥିଲେ ଆବେଗର ଶିଖର ! ଭୁଲିଥିଲେ କାନ୍ଥଘଣ୍ଟାର ଟିକ୍ ଟିକ୍କରୁଥିବା ସମୟକୁ ।ପ୍ରୀତିର ମଖମଲି କଥାକୁ ସତଭାବିବିଭୋର ହେଇଥିଲା ତା’ପ୍ରେମରେ!ଦିନସବୁ କଣ୍ଟକିତ ପ୍ରହରରାତି ଲାଗୁଥିଲା ମିଠା ମଧୁମତୀ…

Read More

ମା

ମାର୍ଗଶିର ମାସର ମା ପୁଣ୍ୟ ଗୁରୁବାର,ଝୋଟି ଚିତା ପକେଇଲି ଆସିବୁ ମୋ ଘର।ତୋ ପାଦ ର ଧୂଳି ମୋର ମସ୍ତକ ର ଶୋଭା,ସଦା ରହିଥାଉ ମାତା ତୋ କରୁଣା ପ୍ରଭା।କି ଦେଇ ପୂଜିବି ମା ଗୋ କିଛି ନୁହେଁ ମୋର,ମୋ ପ୍ରତିଟି ନିଃଶ୍ୱାସ ମା ଦାନ ଅଟେ ତୋର।ମୋ ଶରୀର ପ୍ରତି ରକ୍ତ ବିନ୍ଦୁ ତୋର ଦାନ,ତୋ ଦୟାରୁ ମୋ ହୃଦୟ ପ୍ରତି ଟି ସ୍ପନ୍ଦନ।ଭକ୍ତି ପୂର୍ଣ୍ଣ ହୃଦୟରେ ଭାବ ପୂର୍ଣ୍ଣ ମନ,ଶ୍ରଦ୍ଧା ଅଶ୍ରୁ ପରିପୂର୍ଣ୍ଣ ମୋ…

Read More

ବାପା ଆକାଶର ତରା ହେବାଆଗରୁ

ବାପା ଆକାଶର ତରା ହେବାଆଗରୁଅନେକ କିଛି କରିଯାଆନ୍ତିହଜେଇ ଯାଆନ୍ତି ନିଜକୁଖୋଜେଇ ହବାକୁ… ବାପା ତରା ହେବା ଆଗରୁଜାଗା ଟିଏ ତିଆରି ହୁଏଆକାଶରେ ଖାସ୍ ତାଂକ ପାଇଁଲିଭା ହେଲାପରିବୋଉ କପାଳରୁ ସୀମନ୍ତରୁ ସିନ୍ଦୁର… ହଜିଯାଏ ବୋଉ ହାତ କାଚରଋଣୁଝୁଣ ଶବ୍ଦତିଆରିବାକୁ ଆକାଶେ ଶୂନ୍ୟତାରସଂଗୀତଅମ ଘର ଅଗଣାରେ… ବାପା ତରା ହେବା ଆଗରୁସ୍ୱର୍ଗ ନର୍କରେ ବିଶ୍ୱାସ କରୁନଥିବା ବାପାହଠାତ ସ୍ୱର୍ଗତଃ ହେଇ ପଡନ୍ତି,ପିଲାଙ୍କୁ ହଠାତ ଲାଗେବାପା ସ୍ୱର୍ଗ ମୋହରେ ମୂର୍ଛି ଦେଲେତାଂକ ପିଲାଙ୍କୁତୁ୍ଛା ମର୍ତ୍ତ୍ୟ ମଣ୍ଡଳରେ… ବାପା ତରା ହେବା…

Read More

ମୋ ଅବର୍ତମାନ ରେ

ମୋର୍ ଥିବା ବା ନଥିବାସେମିତି କିଛି ମାନେ ରଖେନିସମୟ ର ତାଳେ ତାଳେ ସବୁ ହଜି ଯାଏକିଛି ପବନ ରେ ମିଳେଇ ଯାଏକିଛି ସ୍ମୃତି ହୋଇ ରହିଯାଏ କାହାରି ଲୁହ ହୋଇ ବୋହିବାର ନାହିଁକାହାରି ସ୍ଵପ୍ନ ରେ ଭାଗ ବସେଇବାର ନାହଁହଁ ଝୂରିଲେ ଝୂରିବ ସେମୋ ବଗିଚା କୁ ଆସୁଥିବା ମହୁମାଛିସେ ରଙ୍ଗ ବେରଙ୍ଗର ପ୍ରଜାପତି ମୁହଁ ଶୁଖେଇଲେ ସୁଖେଇବ ସେହୀନା,ଯୁଇ ସେବତୀମନ ମାରି ବସିବ କିଛି ଦିନମୋର୍ ପ୍ରୀୟ ଏଡେନିୟମ,ଆଗଲୋନିମାଝୂରୀ ଝୁରୀ ସୁଖି ଯିବସେ ଚହକୁ…

Read More