KS

କବିପ୍ରିୟା

ତୁ ମୋର ସାନ୍ତ୍ବନା ର ଚଇତାଳି ହଳଦି ବସନ୍ତଉର୍ଦ୍ଧ୍ବ ସ୍ଥିତ ମନ ଡାଳେ ଉଡିବୁଲି ବସୁଗୀତର କୁହୁକ ତାନେ ଉଦାର ସତ୍ତାରେ ସିନାଜୀବନ୍ତ ଅଜ୍ଞାତ ବାସେ ଏ ମନକୁ ଧ୍ଵଂସୁ। ଦୁଃଖର ପାହାଡ଼ ଦେଶେ ସବୁଜ ଆକାଂକ୍ଷା ଧରିରାତି ଠାରୁ ମାଗି ହୁଏ ସ୍ଵପ୍ନଅନ୍ଧାରର ଡହକ ବୁକୁରେ ଇଚ୍ଛାର କଦମ୍ଵ ସବୁଖୋଜି ହୁଏ ଛନ୍ଦସୀ ସତ୍ତା ସ୍ଵାତୀଲଗ୍ନ । ମୋ ନୟନ ପଟଳ ମେଲେଇ ଦେଉ ସ୍ନେହ ସିକ୍ତ ମୁହଁରୁ ଅଞ୍ଜନଆଙ୍କି ଦେଉ ପୁଣି ଅଦୃଶ୍ୟ ର…

Read More

ସକାଳ

ସୁନା ଝରା ସକାଳ ରେ ମୁକ୍ତା ଝରା ପାଗ,ନାନା ପୁଷ୍ପେ ସୁସଜ୍ଜିତା ଧରଣୀ ର ବାଗ।ସବୁଜ ଶାଢ଼ୀ ପିନ୍ଧି ସୁନ୍ଦରୀ ତରୁଣୀ,ବଧୂ ଟିଏ ସାଜିଛି କି ସତେ ଏ ଧରଣୀ।ଧାନ କ୍ଷେତ ସତେ ତାର ସୁନା ଅଳଙ୍କାର,ଝର ଝର ଝରଣା ତା ଗଜରା ହାର।ସୁର୍ଜମୁଖି ଫୁଳ ତାର କାନ ର ଝୁମୁକା,ପଦ୍ମ ଫୁଲ ସତେ ଅବା ତା ମଥା ର ଟୀକା।ରୂପେଲି ନଦୀ ର ଧାର ତା ପାଦ ପାଉଁଜି,ସ୍ଵର୍ଗ ଅପସରି ଫିକା ପଡ଼ିଯିବେ ଆଜି।ସୂର୍ଯ୍ୟ ସୁନେଲି…

Read More

ମୋତେ ପାରି କର

ମୂଳ ହିନ୍ଦୀ- ଡକ୍ଟର ଗୀତାଞ୍ଜଳି ରେଣୁ ଦାଶଅନୁସୃଜନ- ଦିବାକର ନାୟକ ମୋତେ ପାରି କର, ମୋତେ ପାରି କରହେ ବନ୍ଧୁ, ମୋତେ ନେଇଯାଅ ସେହି ପାରି କିଯେଉଁ ସ୍ଥାନକୁ କୌଣସି ରଙ୍ଗୀନ ସୁଖଦ ସ୍ଵପ୍ନହୁଏ ନାହିଁ ଆତଯାତ ।ତୁମେ ହିଁ କେବଳ ନିରହଙ୍କାରୀ ସାଧ୍ବୀ ଭଳିସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।ତୁମେ ହିଁ ତ ଜଣେ ଭରସା ହୋଇ ଆସିଛଜୀବନର ଦୂତ ଭଳି !ମୋହ ମାୟା ପୂର୍ଣ୍ଣ ଏହି ସଂସାରରେଜଣେ ପ୍ରିୟ ବନ୍ଧୁ କାହିଁ ତୁମ ସରି !ତୁମେ ମୋର…

Read More

ଧର୍ମ କର୍ମ

ରକ୍ତ ଅସ୍ଥି ମାଂସ ଦେହେ ଚର୍ମ ର ଢାଙ୍କୁଣି,ଧର୍ମ ସତ୍ୟ ଚିରନ୍ତନେ ମୋହ ର ଛାଉଣୀ।ଚଳନ୍ତା କଣ୍ଢେଇ ପରି ଶରୀର ସୁନ୍ଦର ,ଭିତରେ ଅସ୍ଥି ରକ୍ତ ମାଂସ ସମାହାର।ଶରୀର ସୁଖ ରେ ଅନ୍ଧ ହୁଏ ସିନା ଜୀବ,ପ୍ରଭୁ ପଦେ ଅନ୍ତ ହୁଏ ସବୁ ଦୁଃଖ।ପ୍ରଭୁ ପଦେ ରଖି ଲୟ କର ଭାବ ପ୍ରୀତି,ନ ରହିବ ଏ ସଂସାର ଦୁଃଖ ଭୟ ଭିତି।ସତ୍ୟ ଶିବ ସୁନ୍ଦର ର କର ଉପାସନା,ପ୍ରଭୁ ଭକ୍ତି କରି କର ଚିତ୍ତ ର ମାର୍ଜନା।ମିଛ…

Read More

ସର୍ବହରା

ମୋର ତ ସ୍ୱର୍ବସ୍ଵ ତୁମରକଣ ବା’ ଦେଇ ତୋଷିବିତୁମର ମନ ହୃଦୟ କୁ । ପ୍ରତ୍ୟେକ ରାତି କୁରଙ୍ଗୀନ କରିବାକୁ ଚାହେଁଇନ୍ଦ୍ରଧନୁ ଟେ ସାଜି । ମୋର ପ୍ରତ୍ୟେକ ଆଶା ଆକାଂକ୍ଷାଦଳି ଦେଇଛିତୁମ ରାସ୍ତା ରେ ଫୁଲ ଟେ ହେଇ । ତୁମ ଅତୃପ୍ତ ତୃଷ୍ଣକାନ୍ତ ହୃଦୟ କୁଶାନ୍ତ କରିବାକୁକୂଅ ଟେ ସାଜି ।। ତୁମ ପ୍ରତ୍ୟେକ ଦୁଃଖ ସୁଖେଗୁନ୍ଥି ହେଇଛିମାଲା ଟେ ପରି ।।ତଥାପି,ମନ କୁ ସଜେଇ ଦେବାକୁ ଚାହେଁପୁଣି,କଣ ବା’ ଦେଇ ଶୃଙ୍ଗାର କରିବି…

Read More

समय

सुनो सुज्ञानी जन कहूं मैं कर जोर,कौन बड़ा बलवान , इसमें होता है सोर।बड़ा कीमती समय है इसका न कोई मोल,समय रहते कर्म कर बंद तकदीरें खोल।समय से बड़ा ना कोई यहां समय बड़ा अनमोल,कद्र कर समय का इसको कभी न तोल।जो समय का मान रखे सदुपयोग इसका कर,कामयाबी उसकी कदम चूमे सफल होगा वह…

Read More

ମାଆ

ମମତା ମୟୀ ମୋ ମାଆଗରଭୂ ଯାର ଜନମ ମୋରଯା’ ପଣତ ତଳ ସାହାସିଏ ତ ମୋର ମାଆ ।। ବକ୍ଷୁ ତାର ଅମୃତ ଦେଇବଞ୍ଚାଏ ପ୍ରାଣ ଆମବିପଦେ ସେ ହୁଅଇ ସାହାକେ ହେବ ତାର ସମ ।। ତା ହାତ ଧରି ଶିଖିଲୁ ଚାଲିଶିଖିଲୁ ମାଆ ଠୁ କଥାଈଶ୍ବର ଙ୍କ ଠୁ ଅଟଇ ବଡତା ପଦେ ନୁଏଁ ମଥା ।। ଅତି ନିଜର ଜନମ ଭୂମିମାଆ ଠୁ ବଳି ଅଟେତା’ରି କୋଳ ମୋ ଆଶ୍ରୟଏଇ ଜୀବନ ପଥେ…

Read More

ନାରୀ

ନାରୀ ଅଟେ ସର୍ବଂସହl ନାରୀ ନାରାୟଣୀ,ସ୍ରଷ୍ଟା ଙ୍କ ଅନନ୍ୟ ସୃଷ୍ଟି ଶକ୍ତି ସ୍ୱରୁପିଣି ।ନାରୀ ସୃଷ୍ଟି ନାରୀ ସ୍ଥିତି ନାରୀ ଜନ୍ମଦlତ୍ରି,ସତୀତ୍ୱ ର ପରିଚୟ ସୀତା ଓ ସାବିତ୍ରୀ।ପୁରୁଷ ର ସମକକ୍ଷ ଆଧୁନିକ ଯୁଗେ,ପୁରୁଷ ଠୁ ଦୁଇପlଦ ନାରୀ ଚାଲେ ଆଗେ।ସ୍ରଷ୍ଟା ଙ୍କ ସୃଷ୍ଟି ରେ ଅନନ୍ୟ ସୃଷ୍ଟି ଅଟେ ନାରୀ,ପୁରୁଷ ପ୍ରଧାନ ସମାଜେ ଉପେକ୍ଷିତl ନାରୀ।ବଦଳିଲା ଯୁଗ ଏବେ ନାହିଁ ସେ ସମୟ,ଘର କୋଣ ନାହିଁ ଆଉ ନାରୀ ପରିଚୟ।ସାହିତ୍ୟ କଳା ବିଜ୍ଞାନ ସମସ୍ତ କ୍ଷେତ୍ର…

Read More