ସଂସାର ପଥେ ସାରଥି
“ହୃଦୟର କଥା ବୁଝି କିଏ ପାରେବୁଝୁଛ କି ତୁମେ କେହି,ହୃଦେଶ୍ୱର ସିଏ ଧରା ଅବତାରଜଗନ୍ନାଥ ପ୍ରଭୁ ସେହି। ଅନ୍ତର ଆତ୍ମାରେ ଭିଯିଥିବ ଯିଏଜଗନ୍ନାଥ ନାମ ଗାଇ,ଧନ୍ୟ ହେଇଯିବ ଜୀବନ ତାହାରପ୍ରଭୁଙ୍କ କରୁଣା ପାଇ। ଭାବ ବିନୋଦିଆ ଜଗତ ଠାକୁରତା’ ପରି ହବରେ କିଏ,ଏ’ ଆଖିରୁ ଟୋପେ ଲୁହ ଝରି ଗଲେପ୍ରଭୁ ମୋର ପୋଛିଦିଏ। ଜଗତ ଠାକୁର ଭକତ ନିମନ୍ତେକରିଥାଏ କେତେ ଚିନ୍ତା,ତା’ର ଦୟାବଳେ ପଙ୍ଗୁ ଲଙ୍ଘେ ଗିରିମୁକ କହି ପାରେ କଥା। ମୋ’ ଜୀବନ ପଥେ ଅଟ…
ପରାହତ
ଝର୍କା ବନ୍ଦ୍ କରି ରଖଯେତେ ସବୁ ଅନାବନା କୋଳାହଳ ଥମିଯାଉଗୁଳି ଗୁଳା ବନ୍ଧୁକ ର ଗନ୍ଧ କମିଯାଉ କାନଆଖିପାଟିସବୁ ବନ୍ଦ୍ କରି ରଖମୁଁ କହୁନି ତମେ ‘ଗାନ୍ଧୀ’ ପାଲଟି ଯାଅଏଠି ‘ନାଥୁରାମ୍’ ବି ତ୍ରାହି ପାଏ ନାହିଁତମକୁ ବା ପଚାରେ କିଏ କେତେବେଳେ ଟଳି ପଡ଼ିବକିଏ ବା କହିବ କେବଳ ବୁଝିବାକୁ ଚେଷ୍ଟା କରସନ୍ତ୍ରାସ ର ଶାଖା ପ୍ରଶାଖା ରେବର ଓହୋଳ ପରି ଝୁଲୁଛିତମ ଜୀବନ ନାଟିକା ଝର୍କା ବନ୍ଦ୍ କରି ରଖବହି ଆସି ପାରେ ଅଣଚାଶକାହାକୁ…
ଅଭ୍ୟାଗତ
ସବୁଥର ପରି ଏଥର ମଧ୍ୟତୁମେ ଆସୁଛ, ନାନା ରୂପ ରଙ୍ଗ ନେଇତମାମ ଆକାଶ ଫର୍ଚ୍ଚା ଫର୍ଚ୍ଚା ଲାଗେତୁମ ସ୍ବାଗତରେ ଭୂମି ରୁ ଭୂମା ପର୍ଯ୍ୟନ୍ତରଙ୍ଗ ବେରଙ୍ଗେ ହୋଇଛି ସଜେଇ । ହେ ଅଭ୍ୟାଗତ ତୁମ ଆଗମନେପ୍ରଫୁଲ୍ଲିତ ହୋଇ ଏ ଜଗତଆଶା ଆଶଙ୍କାରେ ତୁମକୁ ରହିଛି ଅନାଇହର୍ଷ ବଦନେ ତଥାପି ସମସ୍ତ ଆଶଙ୍କାକୁଛାତି ତଳେ ରଖିଛି ଯତନେ ଲୁଚାଇ । ଗୋଟି ଗୋଟି କରିଜୀବନର ଫର୍ଦ୍ଦ ଓଲଟି ଚାଲିଛିକିଏ ଏଠି ହସ କିଏ ପୁଣି ଲୁହ ସଞ୍ଚିଛିକିଏ ପୁଣି…
ନ୍ୟୁରୋଗ୍ରାଫିକ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍
ଯେତେବେଳେ ମୁଁ ଜେଣ୍ଟାଙ୍ଗଲ୍ ଆର୍ଟ ମାଧ୍ୟମରେ ମେଡିଟେସନ୍ ବିଷୟରେ ଆଲାଚନା କରିଥିଲି, ଲେଖାଟି ସମ୍ପୂର୍ଣ୍ଣ ପଢିବା ପୂର୍ବରୁ ହିଁ ଜଣେ ଭଦ୍ରବ୍ୟକ୍ତି ମେସେଜ୍ କରିଥିଲେ, ‘ହଁ ଯେ ମାଡାମ୍, ଏଥିରେ ମେଡିଟେସନ୍ କେମିତି ହେବ?‘ସାଧାରଣତଃ ସମସ୍ତେ ଭାବନ୍ତି ଯେ ‘ମେଡିଟେସନ୍’ର ଅର୍ଥ ପଦ୍ମାସନ ନହେଲେ ଚକାମାଡି ଏକାନ୍ତରେ ଆଖି ବନ୍ଦ କରି ବସିବା। ନା’ ମେଡିଟେସନ୍ ବା ଧ୍ୟାନ ପ୍ରକୃତ ଅର୍ଥ ହେଉଛି ମନକୁ ଶାନ୍ତ ଓ ସ୍ଥିର କରିବା, ଏକାଗ୍ରତା ବଢାଇବା, ଆତ୍ମସନ୍ତୋଷ ଓ ଆତ୍ମତୃତ୍ପି…
ପତ୍ନୀ ପ୍ରତି
ତୁମେ ଯଦି ବୁନ୍ଦାଏ ଲୁହ ମାଗମୁଁ ତୁମକୁ ସମୁଦ୍ରେ ଲୁହ ଦେବିତୁମେ ଯଦି ଟୋପାଏ ରକ୍ତ ଚାହଁମୁଁ ରକ୍ତର ନଦୀ ବୁହାଇ ଦେବି,ତୁମେ ଯଦି ଜୀବନ ଟା ଚାହଁମୁଁ ତୁମ ପାଇଁ ହଜାର ଥର ଜନ୍ମ ନେବିତା ବଦଳରେ ମୁଁ ଚାହେଁତୁମ ଠାରୁ ମୋ ଅଧିକାର ଟିକକଯଦି ସେତିକି ଦେଇପାରସହିପାରେ ତୁମ ପାଇଁଦୁନିଆର ସମସ୍ତ ଯନ୍ତ୍ରଣା ଓ ଦୁଃଖ ସତ କହ,ସତ କହତୁମେ କଣ ସେହିଦିନମୋ ହାତ ପାପୁଲି ପରେସମର୍ପିଥିଲ ତୁମ ହାତନିମିଷକ ପାଇଁହୃଦୟରେ ଅନ୍ତର ସହିତ…
ଥର୍ ଥରି ଶୀତ୍
ମଗସିର୍ ମାସର୍ ଥର୍ ଥରି ଶୀତ୍ ହଲି ଯାଉଛେ ଦିହି,ଶୀତର୍ ଦାଉ ସହି ନି ପାର୍ ବାର୍ ଧର୍ତି ଆକାଶ ପୁରଥିବୀ।ସକାଲ୍ ପହନୁଁ ଶୀତେ ଭୂଆସେନ୍ ମାନେ ଉଠି,କବାର୍ କମ୍, ହଲଦି ମିରଚା ଥି ପଡଲେ ନ ଜୁଟି।କଲ୍ କଲି କାକୀର ଵହ କେ ଦେଖ ଆଏଲା ବନ୍ଧ୍ ଘାଟୁଁ ଫିରିସୂରୁଜ ଦେବ୍ ତା ନୁହେ ଅଆସନ୍ ଆକାଶ ବାଦଲ୍ କେ ଚିରି।ସୁନାରି ଘରର୍ ନୂଆଁ ଭୂଆସେନ୍ ଅଏଲତା ସର୍ ସର୍ ଗୋଡେ, ପାହେ ପାହେ ଚାଲି…
ଆସୁଛେ ନୂଆଁ ବରଷ୍
ନୂଆଁ ବରଷ… ନୂଆଁ ଦିନନୂଆଁ ନୂଆଁ ସବୁ ଲାଗସୀ ଅଏନ୍ନୂଆଁ କିତାବ, ନୁଆଁ ବନ୍ଧୁନୁଆଁ ଭୁଆଁସେନ କଥାଲଗସୀ ଅଏନ୍ ବଡା ମଧୁରକ୍ଷୀର୍ଷା ବାଗିର ସେନ୍ତାମାନିଥିଲୁଁ ନୁଆଁ ବରଷ ୨୩ କେବଡା ଧୂମଧାମଥିଫେର ପୁରନା ହେଲା ବଲିନାଏକ ଡ଼ିଆନୁ ତାକେବଡା ଦୁଃଖ ଦେଲ ବଲିକହି ବୁଲଲୁ ସମକେଫେରଉତ୍ସବ ମନେଇ ଧୂମଧାମଥିସ୍ୱାଗତ କରମୁଁ ନୂଆଁ ବରଷ ୨୪ କେହେନ୍ତାରେ ବୁଆନୂଆଁ ନୂଆଁ ସବୁ ସୁନ୍ଦରପୁରନା ହେଲେ ଗଲାଲେକିନ ଦୁଇ ଗୁଡ଼ିଆ ମୁନୁଷର୍କୁହ ପରକୁତୀକେଭେ ନାଇଁ ବଦଲିଲା । ଗୋପୀନାଥ ଷଡ଼ଙ୍ଗୀପଟ୍ଟନାୟକପଡା…
ସହର ର ଚଢ଼େଇ
କେବେ ଦେଖିଛ କି ସହର ର ଚଢ଼େଇମାନଙ୍କୁ?ସେମାନେ ଗାଁର ଚଢ଼େଇଙ୍କ ଭଳି ଗାଆନ୍ତିନିଗୁମୁରି ଗୁମୁରି କୋରସ ଗୀତ,ସେମାନେ ନାଚି ନାଚି ଧାନ ଖୁମ୍ପିବାକୁ ଯାଆନ୍ତିନି ଖେତସେମାନେ ଥଣ୍ଟ ଘସନ୍ତିନି ବୁଢା ଗଛର ଖୁରୁଦୁରା ଡାଳରେସେମାନେ ଚିହ୍ନନ୍ତିନି ଶରତ, ହେମନ୍ତ, ଶୀତ!!ଖରା, ବର୍ଷା ବସନ୍ତ……!!!” ସେମାନେ ଦେଖି ନଥାନ୍ତି ଝରଣା ମୂଳସେମାନେ ଉଦରସ୍ଥ କରନ୍ତିନିତୁଳସୀ ମୂଳେ ବିଞ୍ଛା ହୋଇଥିବା ଅରୁଆ ଚାଉଳସେମାନେ ଝୁଲନ୍ତିନି ଫୁଲ ଫୁଟା ଡାଳରେନା କିଚିରି ମିଚିରି ହୁଅନ୍ତି ଖପର ଚାଳରେ ସେମାନେ ବସନ୍ତି କଉ…