
ପାରିବ କି ସମୟ ?
ପାରିବ କି ସମୟ ?ଫେରେଇ ଦେଇ ମୋତେମୋର ସେହି ପିଲାବେଳ,ସାଙ୍ଗ ସାଥି ମେଳେ ଖେଳୁଥିବା ମୁହିଁଆଉ ମୋର ଧୂଳିଖେଳ ।। ଫେରି ଦେଖିବି ମୋ ଗାଁକୁ ପୁଣିଖୋଜିବାକୁ ମୋ ଭୁଲା ମନ,ନିର୍ମଳ ଆକାଶ ତଳେ ଆଈମା କାହାଣୀଶୁଣିବାକୁ ସବୁଦିନ ।। ହେ! ସମୟ ଆଣି ଦିଅ ମୋତେଅତୀତର ସବୁ ଆଶା ଅସୁମାରୀ,ଜୀଇଁବି ସେଇ ସ୍ମୃତିକୁ ସାଉଣ୍ଟିଓଠରେ ମୋର ହସକୁ ଧରି ।। ମୋ ଗାଁ ମନ୍ଦିର ଭାରି ସୁନ୍ଦରତୁଳନାରେ କିଏ ସରି ??ନିର୍ମଳ ପବନେ ଉଡେ ପ୍ରଭୁବାନାଜୟ…