KS

ରାବଣ

ଜ୍ଞାନୀ ମୁଁ, ବିଜ୍ଞାନୀ ବି ମୁଁଶତାବ୍ଦୀ ର ଅନ୍ତର୍ଦ୍ଧ୍ୱନି ଯୁଗାବ୍ଦ ବି ମୁଅହଙ୍କାରେ କରେ ମୁଁ ଗର୍ଜନ,ମୁଁ ତ୍ରୈଲୋକ୍ୟ ବିଜୟୀ ରାବଣ ।। ଜନ୍ମାତ ବ୍ରାହ୍ମଣ, କିନ୍ତୁ ରାକ୍ଷସ ରୂପେ ଅଭିହିତ କରେ ମତେ ରାମାୟଣ ,ପ୍ରାଗଲ୍ଭିକ ଙ୍କ ହିଲ୍ଲୋଳିତ ଲେଖନୀ ରେସୃଷ୍ଟି କରେ ଶିହରଣ ।ଏ ସନ୍ଦିହାନ ପୃଥିବୀରେ ସାଜିଛି ମୁଁ ସନ୍ଦର୍ଭ ର କାରଣ ,ମୁଁ ଦଶାନନ ରାବଣ ।।ଓଁ ହ୍ଲିଂ କ୍ଲିଂ ଚାମୁଣ୍ଡାୟ ଉଚ୍ଚାରଣ,ଯେବେ ସୃଷ୍ଟି କରେ ହୃଦୟେ କମ୍ପନପ୍ରଚ୍ଛଦପଟ ଭୟାତୁର ମନରେ…

Read More

‘रूमी’ को पढनेवाली लडकी

मुझे, तुम –किसी बेवफाई या जुदाई का किस्सा,न सुनाया करो;मैं किसी मेहबूब से नहीं,बल्की –मोहब्बत से मोहब्बत करती हूँ!मैं ‘रूमी’ को पढनेवाली लडकी हूँ,मैं तो –आसमान, मिट्टी, समन्दर, पहाड़चांदनी, दरिया, बारिश, हवा,यहां तक –पर-कटे परीन्दे में भी महब्बत कोपा लेती हूँ। मुझसे –वह दिवार या दिलों का खाक छाननाकाहाँ मुमकिन हुआ आज तक?मैं तो शदियों…

Read More

ଯୁବ ଦିବସର ସଂକଳ୍ପ

ଯୁବ ଦିବସର ପବିତ୍ର ଅବସରରେନିଅ ହେ ଶପଥ, ଯୁବଗଣ“ମାନବ ସେବା ହିଁ ମାଧବ ସେବା”ମାନବ ସେବାରେ ନିଜକୁ କର ସମର୍ପଣ । ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେହୁଅ ଅନୁପ୍ରାଣିତଜ୍ଞ୍ଜାନାଳୋକେ ତାଙ୍କ ହୋଇ ଅଗ୍ରସରଭାରତୀୟ ସଂସ୍କୃତି, ପରମ୍ପରା କୁକରାଅ ବିଶ୍ବବିଦିତ । ଶିକ୍ଷା ହଉ ବା ରାଜନୀତିପ୍ରତିରକ୍ଷା ହଉ ବା ଦେଶ ସେବାକର୍ମ ପଥେ ସଦା ରଖ ନିଷ୍ଠାକର୍ଣ୍ଣଧାର ହୁଅ ଦେଶ ବିକାଶରଦେଖାଇଦିଅ ଯୁବଶକ୍ତିର ପରାକାଷ୍ଠା । ଦୃଢକର ଅର୍ମବିଶ୍ଵାସ , ଜାଗ୍ରତକର ଅନ୍ତର୍ନିହିତ ଶକ୍ତିଆଗେଇ ଚାଲ ଲକ୍ଷ୍ୟ ପଥରେସଫଳତା…

Read More

ଇଚ୍ଛା ପତ୍ର

ଅଳ୍ପ ଅଳ୍ପ ହୋଇମିଳେଇ ଚାଲିଛି ମୁଁତୁମ ହୃଦୟ ଦେଇଚକ୍ଷୁରୁ ଅଶ୍ରୁ ଧାରେଭାବନାର ମୂଲ ଏଠି କିଏ ବୁଝିଛି ?ଆଙ୍କି ଦିଅ ମୋ ସ୍ମୃତିକୁତୁମ କାନ୍ଥ ବାଡ଼େ ଅଲିଭା ଗାରେଳିନ ହେବ ଯେବେ ମୋ ଶରୀରଅଙ୍କୁରିତ ହେବି ମାଟିରୁଫୁଲ ଗଛଟିଏ ହୋଇତାରା ହୋଇ ଚମକି ନପାରେ ଆକାଶରେବିଶ୍ବାସ ଅଛି ଏତିକିବଞ୍ଚି ରହିଥିବି ସ୍ପନ୍ଦନ ହୋଇତୁମ ହୃଦୟରେ ।। ତଫିଜୁଲ ସମ୍ବଲପୁର

Read More

ତଥାପି ସେ ସତୀ

ପାଞ୍ଚ ନୁହେଁ ପଚାଶ ପୁରୁଷହୋଇ ପାରନ୍ତି ପ୍ରେମିକ, କେତେବେଳେ ସେ କେଉଁ ପୁରୁଷକୁପସନ୍ଦ ଆସେ ‘ଫୁଲ’ ପରି‘କଇଁ’ ପରି । ଚାରି ପଟେ ଭାରି ଭିଡ଼ଯୌବନ ର ଲାଳସା ରେଉନ୍ମତ୍ତ ହୁଅନ୍ତି ପାଗଳ ଭଅଁର । ଆଞ୍ଚୁଡି଼ ଯାଏ ଦେହ ମନସମଗ୍ର କୋମଳ ଶରୀର ଉଁ’ କି ଚୁଁ’ ର ଭାଷା ଟେ ଶୁଭେନିତା’ ନରମ ଓଠରୁ କିଏ ନିଜର ହେବ କିକାହାକୁ ନିଜର କରିବଅଡୁଆ କ୍ଷିଅର ନକ୍ସା ଠଉରେଇ ପାରେନି, କେବଳ ବାରଂବାର ଦେହ କୁ…

Read More

ଶୀତ୍

ସବୁ ଋତୁର୍ ଭିତରେଭଲ ଲାଗସି ମତେ ଶୀତ୍ଭଲ୍ ଲାଗସି ମତେ ଶୀତ୍ ତାର୍ ଲାଗି ମୋର୍ କେତେ କବିତାଆରୁ କେତନି କେତେ ଗୀତ୍ଆରୁ କେତନି କେତେ ଗୀତ୍ ଖରା ଥିଲେ ବରଷା ଅଛେଆରୁ ବରଷା ଥିଲେ ଶୀତ୍ଆରୁ ବରଷା ଥିଲେ ଶୀତ୍ ଗୁଟକର୍ ବିନା ଗୁଟେ ଅଧୁରାଯେନତା ମନର୍ ବିନା ମିତ୍ଯେନତା ମନର୍ ବିନା ମିତ୍ ଶୀତର୍ ଧୁକା ବାଜିଗଲେ ଥରେଫୁଟସି କେତେ ଫୁଲଫୁଟସି କେତେ ଫୁଲ୍ ଡାଲ୍ ପତର୍ ସବୁ ଝଟକୁ ଥିସନ୍ହସୁଥିସନ୍ ମୁଲ୍ ମୁଲ୍ହସୁଥିସନ୍…

Read More

बाबुल तेरा घर

याद आए बाबुल तेरा घर वो तेरा गांव,याद आती मlई तेरी पीपल की वो छांव।याद आए झूला मेरा याद आती गुड़िया,याद आती दादी अम्मा मीठी गोली पुड़िया।याद सताए बहना तेरी मीठी मीठी बातें,याद आए गर्मी के दिन बरसातों की रातें।याद आती नानी मेरी ममता की वो मूरत,याद आए भाई मेरा भोला भाला सूरत।आयेगी जब भाबी…

Read More

ମାଟି

ସକାଳ ପହରୁ ଗୁମ୍ ହୋଇ ରହିଥିବା ମେଘୁଆ ପାଗଟା ବର୍ଷିବ ବର୍ଷିବ ହୋଇ ଏବେ ସଂଧ୍ୟାରେ ବର୍ଷିବା ଆରମ୍ଭ କରିଛି। ବାପ,ପୁଅଙ୍କୁ ଆଳୁ ପକୁଡି ଦେଇ ମୁଁ ରୋଷେଇ ଘରେ ଚା ଛାଣୁଥିଲି, ଶୁଣାଯାଉଛି ରୁରୁ ଓଡିଆ ପଢୁଛି ।କାନ ଡେରିଲି।ସେ ତା’ବାପାଙ୍କୁ ପଚାରୁଛି, ବାପା ତଳକୁ ହାଫ୍ ସର୍କଲ କରି ୱାନ୍ ଦଣ୍ଡା ଦେଲେ ‘ଅ’ ଟୁ’ ଟା ଦଣ୍ଡା ଦେଲେ ‘ଆ’ ତ? ବାପା’ତ ନିଜେ ଲାପଟପ୍ ରେ ବ୍ୟସ୍ତ।ପକୁଡିରୁ ଖଣ୍ଡେ ପାଟିରେ ପକାଇ…

Read More

କନ୍ୟା ରତ୍ନ

କନ୍ୟାଟିଏ ପରା ଦୁଇ କୁଳ ହିତାନାଆଁଟି ତାର ଦୁହିତାଦୁନିଆ କୁ ଧରି ଚଳି ପାରିଲେସେ ହୁଏ ଜଗତ ଜିତାତା ଚଲା ପଥରେ ପଡିଥାଏ କଣ୍ଟାତାକୁ ଦେଖିବାକୁ ହୁଏଭାଗ୍ୟହୀନ ଥିଲେ ଯଦି କିଛି ଘଟେଅପଦସ୍ତ ସିଏ ହୁଏକନ୍ୟାଟିଏ ହୁଏ ଜାୟା ଓ ଜନନୀଭଗିନୀ ବି ହୋଇ ଥାଏଜନନୀ ରୂପରେ କେତେ ଖୁସିରେସମସ୍ତଙ୍କ ଯତ୍ନ ନିଏସୀତା ଓ ସାବିତ୍ରୀ ଅହଲ୍ୟା ଦ୍ରୌପଦୀତାଙ୍କରି ଆଦର୍ଶ ସିଏନିଜ ସୁଖ ଭୂଲି କଷ୍ଟକୁ ଆବୋରିସଂସାରେ ନାଆଟି ବାହେତାର ଅବଦାନ ସ୍ବର୍ଗଠୁ ବଡସବୁଠି ପ୍ରଶଂସନୀୟସ୍ନେହ, ପ୍ରେମ,…

Read More

ନୁଆ ବରଷ

ବରଷକେ ଥରେ ଆସିଛି ଧରାପୃଷ୍ଠକୁଆମ ଏ ନୁଆ ବରଷ ନୂଆ ସ୍ପର୍ଶଭୁଲିଯାଇ ରାଗ ରୁଷା ଆପଣାର କରିମନରେ ଆଣ ଯେ ଅଶେଷ ହରଷ ll ହେ ପ୍ରଭୂ ଜଗତ ନାଥ ଆହେ ଜଗନ୍ନାଥଅଜାଡି ଦିଅ ତୁମ ସ୍ନେହ କରୁଣାବନ୍ଧୁ ବାନ୍ଧବଙ୍କୁ ମୋର ଭଲରେ ଯେ ରଖବିପଦେ ନ ହେବେ କେବେ ବାଟବଣା ll ନୂଆ ବରଷର ନୂଆ ଆଶା ଉନ୍ମାଦନାନୂଆ ଚେତନା ନୂଆ ଜାଗୃତି ଆଣେଓଡ଼ିଆ ପରବ ଓଡିଶା ମାଟି ଗୌରବକୋଟି ଜନତାଙ୍କ ଯହିଁ ମନ କିଣେ…

Read More