
ପାଶ୍ ପଡ୍ଶା
ନିଜର୍ ପାଶେ ଯେତେ ଘର୍ କରିଥିସନ୍ସଭେଯାକ ପାଶ୍ ପଡ୍ଶା,ଭାଇ ଠାନୁ ବେଶି ସାହାଯ୍ୟ କର୍ସନ୍କର୍ଲେ ତାହାକୁ ଭର୍ଷା ।(୧) ଯେନ୍ କାମ୍ ଭାଇ କରିପାରେ ନାଇଁ,ପାଶ୍-ପଡ୍ଶା କର୍ସନ୍ତୁମର୍ ଘରେ କିଏ ମରିହଜି ଗଲେମୁର୍ଦାର୍ ଘାଟ୍ ତକ୍ ଯାଏସନ୍ ।(୨) ବେମାର୍-ସେମାର୍ ପଡ଼ିଗଲେ କିଏ,ପାଶେ ଆସି ହେସନ୍ ଠିଆ,ଦରକାର୍ ପଡ୍ଲେ ପଏସା ଟଁକାହେସନ୍ ଭି ଦିଆ ନିଆ ।(୩) ବିହା ବର୍ପନ୍ ହେଲେ ଘରେ ତୁମର୍,କରିଦେସନ୍ ସବୁକାମ୍,ମଡୁଆ ମାରସନ୍ ,ଭୁଜି ଭି ରାନ୍ଧସନ୍,ବଢାସନ୍ ତୁମର୍ ସମ୍ମାନ।(୪) ବିପଦେ ଆପଦେ…