
बरसात
बरसती जब बूंदे लगती दुआएं ,नजर ये उतlरे काली घटाएं ।रिमझिम ये धुन लगती संगीत है ,मन को भा जाए बारिश की गीत है।झूमे मन संग बरखा बन के ये मोरनी ,रूप अनोखी वर्षl लगे मन मोहिनी।प्यासी धरती राह तकती तुम्हारी,वर्षl रानी पधारो धरा पे हमारी।बरखा संग बिजुरिया सोलह सिंगार है,बादल जो गरजे जैसे सितार…

सफर
सफर बड़ा मुश्किल रहासफर बड़ा मुश्किल रहापर जीत इसी में है केआज तक में रुका नहीं, लाख छोटे खाई मगर मैं टूटा नहीं,कुछ मिला कुछ खौया,कुछ मीटा कुछ बना,पर मैं कहीं छुपा नहीं। किसी को क्या खबर मेरे मेहनत , मेरे जज्बे की,लोग तो बदल जाते हैंबदलते हालातो पर,पर मैं बदला ऊंचाइयों के लिएदूसरों के…

ଦୋଷ
ଜଙ୍ଗଲରେ ନିଆଁ ଲାଗିଲେଦୋଷ ତମର ନୁହେଁ କି ମୋର ନୁହେଁ,ଚାଷୀ ଆତ୍ମହତ୍ୟା କଲେଦୋଷ ତମର ନୁହେଁ କି ମୋର ନୁହେଁ,କୋଟିଏ ଧର୍ଷଣ ହେଲେ ହେଉଦୋଷ ତମର ନୁହେଁ କି ମୋର ନୁହେଁ,ନୀରବ ଚିତ୍କାର ଭିତରେ ହଜିଯାଏଯେତେ ସବୁ ଦୋଷ ।। ଆକାଶ ଛାତିରେ ବାଦଲ୍ ଫାଟୁ କି ନଫାଟୁଦୋଷ ତମର ନୁହେଁ କି ମୋର ନୁହେଁ,ଧରିତ୍ରୀ ବନ୍ଧ୍ୟା ହେଲେ ହେଉଦୋଷ ତମର ନୁହେଁ କି ମୋର ନୁହେଁ,ଚକ୍ରବ୍ୟୁହ ଯିଏ ରଚୁଚି ରଚୁଦୋଷ ତମର ନୁହେଁ କି ମୋର…

धागे कटी पतंग के
कभी कभी दिल से दूर, अलग थलग,अकेले पड़ जाते हैं कई रिश्ते!न जाने कब अनजाने में हीहाथ से फिसल जाते हैं वो रिश्ते,जो कभी बेहद अज़ीज़ हुआ करते थे,दिल के करीब रहा करते थे!पर अचानक नहीं होता ये सब।कोई रिश्ता यूं ही फिसलता नहीं है हाथ से।किसी छोर से सरक जाती है मिट्टी,जो रिश्ते में…

ପାଳଭୁତ
ମୋ ଶରୀରରକ୍ତ, ମାଂସ, ହାଡ଼ କଙ୍କାଳଶୂନ୍ୟତଥାପି ମୁଁ ବିଶ୍ବର ପ୍ରହରୀସୁନାର ଫସଲକୁ ଯେବେ ମୁଁ ଜଗିଥାଏକେତେ ଯେ ପଶୁ ପକ୍ଷୀ ଯାଆନ୍ତି ଡ଼ରି ସଦା ଜାଗ୍ରତ ମୁଁନିରବ ନିଶ୍ଚଳେ ହୋଇଥାଏ ଦଣ୍ଡାୟମାନଗ୍ରାସ କରେନାହିଁ ମୋହ, ଲାଳସା ମତେମୋ ପାଇଁ ବଡ଼ ଅଟେ ମୋର ସ୍ବାଭିମାନ ମୁଁ ବୁଝିପାରେ ନାହିଁଯେଉଁ ମଣିଷ ମତେ ଗଢ଼ିଛିଭୁଲି ଚାଲିଛି ତାର ହିତାହିତ ଜ୍ଞାନଫମ୍ପା ପ୍ରତିଶ୍ରୁତି ଦେଇ ସେ ଚାଲିଛିସୁରକ୍ଷିତ କରିବା ପାଇଁ ନିରୀହ ଜୀବନ ବିଳାପର ସ୍ବର ତୀବ୍ର ହେଲାଣିକେତେ ଯେ,…

ବ୍ଲାଇଣ୍ଡ୍ ଡେଟ୍
‘ଓ୍ବାନ୍ ମିନିଟ୍ ଅଓ୍ବେ’ ରୁ ଗୋଟେ ଗୋଟେ କରି ୟା ଭିତରେ ଆସି ୩୫ ମିନିଟ୍ ବିତି ସାରିଲାଣି। ଦୁଇଟା କ୍ୟାବ୍, ଡ୍ରାଇଭର ତରଫରୁ କ୍ୟାନସଲ ହେଲା ପରେ ଏଇଟା ତୃତୀୟ କ୍ୟାବ୍ ପାଇଁ ଅପେକ୍ଷା କରିଛି ରମ୍ୟା। ଏବେ କ’ଣ ସିଷ୍ଟମ୍ କରିଛି କେଜାଣି ଡ୍ରାଇଭରକୁ ରି° ଯାଉଛି ହେଲେ କଲ ସମ୍ଭବ ହେଉନି। ଦ୍ବିତୀୟ ଡ୍ରାଇଭର ‘କଲ୍ ମି’ ମେସେଜ୍ କରି ଗୋଟିଏ ମୋବାଇଲ୍ ନମ୍ବର ସେୟାର କରିଥିଲା, କିନ୍ତୁ ଦୁଇଥର ଯାକ ରମ୍ୟା…

କବିତା ଗୋ ତୁମେ,
କବିତା ଗୋ ତୁମେ,ମୋ ହୃଦୟ ର ସ୍ପନ୍ଦନମୋ ଲଲାଟ ର ଚନ୍ଦନମୋ ଚକ୍ଷୁ ର ଜ୍ୟୋତିମୋ ବିଶ୍ୱାସ ର ସାଥୀକବିତା ଗୋ ତୁମେ ମୋ,ପଦ ଯୁଗଳ ର ଛନ୍ଦମୋ ଜୀବନେ ଆନନ୍ଦମୋ ଓଷ୍ଠ ରେ ସାତ ସୁରମୋ ଶବ୍ଦ ର ଭଣ୍ଡାର କବିତା ଗୋ ତୁମେ ମୋ,ଗ୍ରୀଷ୍ମ ର ନିଦାଘମୋ ବର୍ଷା ର ପ୍ରାର୍ଚୂର୍ଯ୍ୟଶରତ ର ନିର୍ମଳଆଉହେମନ୍ତ ର କାକରକବିତା ଗୋ ତୁମେ ମୋଶୀତ ର ପରଶମୋ ବସନ୍ତ ର ରାସମୋ ପ୍ରୀତି ର ପ୍ରଣୟମୋ ଖୁସି…

भेद भाव
दोनो मैं ये भेद क्योँ?एक कुल का चिरागतो दूसरा बोझ क्योँ?एक के लिए शिक्षा का भरपूर साधन, दूसरे के लिए चूल्हा चौका क्योँएक के लिए आजादी, दूसरे के लिएपाबन्दी क्योँ?एक तुम्हारे लिए सुनहरा भविष्यदूसरा तुम्हारी सिर्फ ज़िम्मेदारी क्योँ?एक की गलती को नज़र अंदाज़दूसरे की गलती अपराध क्योँ?एक के पैदा होने पर खुशी का माहौलदूसरे के…

ଶେଷକୃତ୍ୟ
ଛଳନାର କୋକେଇରେ ସ୍ନେହର ଶବଟାବୋଧେ ଚାରିଦିନ ହେଲା ପଡ଼ିଛିପାଖ ମଡା ପୋଡ଼ା ପଡିଆରେଦୁର୍ଗନ୍ଧରେ ହୃଦୟ ବସ୍ତିଟା ଗନ୍ଧେଇଲାଣିଭାକ୍ ଭାକ୍ ହୋଇହେଲେ କାଇଁ ତ କେହି ଆସୁନିଏ ଶବର ଶେଷକୃତ୍ୟ ପାଇଁକାଇଁ ତ କେହି ଲୁହ ଗଡ଼ାଉନିକାନ୍ଥରେ ମୁଣ୍ଡ କୋଡି, ଛାତି ପିଟିପିଟି ସହରର ଫାଣ୍ଡିରେ ତ ମେଞ୍ଚେ ପୋଲିସ୍ବସି ପିଉଛନ୍ତି ଗରମ୍ ଗରମ୍ ନାଲି ଚାବେଆଇନ୍ ବକସିସ୍ ଆଦାୟ କରୁଛନ୍ତିକେତେ ଦରପେଟିଆ ନିସ୍ତେଜ ମଣିଷଙ୍କଠୁମିଛ ଅପରାଧର ଦସ୍ତାବିଜ୍ ଦେଖେଇକାଇଁ ଥରେ ତ ଏଯାବତ୍ ଆସିଲେନିଶବର ବ୍ୟବଚ୍ଛେଦ ପାଇଁ…